ଅଚାନକ ଥାନା ଗସ୍ତ କରି ପୁଣି ଚର୍ଚ୍ଚାରେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ :ଫୁଲ୍‌ ଆକ୍ସନ୍ ମୁଡ୍‌ରେ ଏବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ । ମୁଖ୍ୟମନ୍ତ୍ରୀ ଭାବେ ସପଥ ଗ୍ରହଣ କରିବାର ମାତ୍ର ୫ଦିନ ହୋଇଥିଲେ ହିଁ ଅନେକ ଯୁଗାନ୍ତକାରୀ ପଦକ୍ଷପ ଗ୍ରହଣ କରି ଏବେ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ପ୍ରଥମ ଦିନରୁ ନିଜ ମନ୍ତ୍ରୀମାନଙ୍କୁ ସେମାନଙ୍କ ସମ୍ପତ୍ତିର ହିସାବ ଦେବାକୁ ନିର୍ଦ୍ଦେଶ ଦେବାପରେ, ଆଣ୍ଟି ରୋମିଓ ସ୍କ୍ୱାଡ୍‌ ଗଠନ କରିବା ସହ ବେଆଇନ୍‌ କଂସେଇଖାନା ବନ୍ଦ କରିବା,ସରକାରୀ କର୍ମଚାରୀଙ୍କୁ ଅଫିସ ସମୟରେ ତମ୍ବାଖୁ ଜାତିୟ […]

yogi-police

yogi-police

Rakesh Mallick
  • Published: Thursday, 23 March 2017
  • Updated: 23 March 2017, 05:15 PM IST

Sports

Latest News

ଲକ୍ଷ୍ନୌ :ଫୁଲ୍‌ ଆକ୍ସନ୍ ମୁଡ୍‌ରେ ଏବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ । ମୁଖ୍ୟମନ୍ତ୍ରୀ ଭାବେ ସପଥ ଗ୍ରହଣ କରିବାର ମାତ୍ର ୫ଦିନ ହୋଇଥିଲେ ହିଁ ଅନେକ ଯୁଗାନ୍ତକାରୀ ପଦକ୍ଷପ ଗ୍ରହଣ କରି ଏବେ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ପ୍ରଥମ ଦିନରୁ ନିଜ ମନ୍ତ୍ରୀମାନଙ୍କୁ ସେମାନଙ୍କ ସମ୍ପତ୍ତିର ହିସାବ ଦେବାକୁ ନିର୍ଦ୍ଦେଶ ଦେବାପରେ, ଆଣ୍ଟି ରୋମିଓ ସ୍କ୍ୱାଡ୍‌ ଗଠନ କରିବା ସହ ବେଆଇନ୍‌ କଂସେଇଖାନା ବନ୍ଦ କରିବା,ସରକାରୀ କର୍ମଚାରୀଙ୍କୁ ଅଫିସ ସମୟରେ ତମ୍ବାଖୁ ଜାତିୟ ଦ୍ରବ୍ୟ ଖାଇବାକୁ ନିସେଧ ଘୋଷଣା କରିବା ଭଳି ନିସ୍ପତି ନେଇ ଚର୍ଚ୍ଚା ଘେରକୁ ଆସିଥିଲେ। । ବିଶେଷ କରି ୟୁପର ଆଇନ ଶୃଙ୍ଖଳା ଠିକ୍‌ ରହିନଥିବା ବେଳେ ଏହାକୁ ସୁଦୃଢ କରିବା ପାଇଁ ଖୋଦ୍‌ ମୁଖ୍ୟମନ୍ତ୍ରୀ ଏହାର ଦାୟୁତ୍ୱ ନିଜେ ନେଇଛନ୍ତି । ନିଜ ପାଖରେ ଗୃହ ମନ୍ତ୍ରାଳୟ ରଖିବା ସହ ବଡ ବଡ ପୋଲିସ ଅଧିକାରୀଙ୍କ ସହ ମିଟିଙ୍ଗ କରି ପୋଲିସ ବିଭାଗକୁ ସକ୍ରିୟ କରିଛନ୍ତି । ଖାଲି ଏତିକି ନୁହେଁ ଆଜି ହଜ୍‌ରାତ୍‌ଗଞ୍ଜ୍‌ ପୋଲିସ୍‌ ଷ୍ଟେସନକୁ ଅଚାନକ ଗସ୍ତ କରିବା ପରେ ସାରା ୟୁପିରେ ସନ୍‌ସନି  ଖେଳିଯାଇଥିଲା । ପୋଲିସର ମନବଳ ବୃଦ୍ଧି କରିବା ସହ ଆଇନଶୃଙ୍ଖଳାର ତଦାରଖ ପାଇଁ ଏହି ଗସ୍ତ କରିଥିବା ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ କହିଛନ୍ତି । ଥାନାରେ ଆଇନଶୃଙ୍ଖଲା ପରିସ୍ଥିତି  କିପରି ରହିଛି ଏନେଇ ଅଚାନକ୍‌ ଗସ୍ତ କରିଥିବା ମୁଖ୍ୟମନ୍ତ୍ରୀ କହିଥିବା ବେଳେ ଏହା ତାଙ୍କର ଶେଷ ଗସ୍ତ ନୁହେଁ, ଆଗକୁ ଏହିଭଳି ବିଭିନ୍ନ ଥାନାକୁ ଆଚାନକ ଗସ୍ତ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story