ଯୋଗୀଙ୍କୁ ପୁଣି ସୁନ୍ଦର ଦିଶିଲା ତାଜମହଲ, ବଦଳାଇଲେ ମନ୍ତବ୍ୟ: କହିଲେ-ଏହା ଭାରତୀୟଙ୍କ ରକ୍ତ ଓ ଝାଳର ପ୍ରତୀକ

ଲକ୍ଷ୍ନୌ: ତାଜମହଲ ଐତିହାସିକ ଧରୋହରକୁ ନେଇ ଦେଶରେ ରାଜନୀତି ସରଗରମ ରହିଛି। ଏହାକୁ ନେଇ ରାଜନୈତିକ ଦଳଗୁଡିକ ପରସ୍ପରକୁ ଆକ୍ଷେପ କରିବାରେ ଲାଗିଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କଠାରୁ ତାଜମହଲକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ଛକାପଞ୍ଝା। ଯୋଗୀଙ୍କ ପରେ ବିଜେପି ବିଧାୟକ ସଙ୍ଗୀତ ସୋମଙ୍କ ମନ୍ତବ୍ୟ ନିଆଁରେ ଘିଅ ଢାଳିବା ପରି ହୋଇଛି। ଏପରି ସ୍ଥିତିରେ ନିଜର ମତ ବଦଳାଇଛନ୍ତି ଯୋଗୀ। ପୂର୍ବରୁ ତାଜମହଲକୁ କେବଳ ଏକ କୋଠା ଭାବୁଥିବା ଯୋଗୀଙ୍କୁ ଏହା ସୁନ୍ଦର ଦିଶିବାରେ […]

tajmahal

tajmahal

Rakesh Mallick
  • Published: Tuesday, 17 October 2017
  • Updated: 17 October 2017, 05:28 PM IST

Sports

Latest News

ଲକ୍ଷ୍ନୌ: ତାଜମହଲ ଐତିହାସିକ ଧରୋହରକୁ ନେଇ ଦେଶରେ ରାଜନୀତି ସରଗରମ ରହିଛି। ଏହାକୁ ନେଇ ରାଜନୈତିକ ଦଳଗୁଡିକ ପରସ୍ପରକୁ ଆକ୍ଷେପ କରିବାରେ ଲାଗିଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କଠାରୁ ତାଜମହଲକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ଛକାପଞ୍ଝା। ଯୋଗୀଙ୍କ ପରେ ବିଜେପି ବିଧାୟକ ସଙ୍ଗୀତ ସୋମଙ୍କ ମନ୍ତବ୍ୟ ନିଆଁରେ ଘିଅ ଢାଳିବା ପରି ହୋଇଛି। ଏପରି ସ୍ଥିତିରେ ନିଜର ମତ ବଦଳାଇଛନ୍ତି ଯୋଗୀ। ପୂର୍ବରୁ ତାଜମହଲକୁ କେବଳ ଏକ କୋଠା ଭାବୁଥିବା ଯୋଗୀଙ୍କୁ ଏହା ସୁନ୍ଦର ଦିଶିବାରେ ଲାଗିଛି। ଯାହା ତାଙ୍କ ମନ୍ତବ୍ୟରୁ ସ୍ପଷ୍ଟ ବାରି ହୋଇଯାଉଛି।

୨୬ ଅକ୍ଟୋବରରେ ଯୋଗୀ ଆଗ୍ରା ଗସ୍ତରେ ଯାଉଛନ୍ତି। ଏହି ଅବସରରେ ସେ ତାଜମହଲ ଦେଖିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ସଙ୍ଗୀତ ସୋମଙ୍କ ବୟାନ ଉପରେ ପଚରା ଯିବାରେ ଯୋଗୀ କହିଛନ୍ତି- “କିଏ କ’ଣ କହୁଛନ୍ତି, ତାହା ମହତ୍ୱପୂର୍ଣ୍ଣ ନୁହେଁ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଭାରତୀୟଙ୍କ ଝାଳ ଓ ରକ୍ତିର ପରିଶ୍ରମରେ ନିର୍ମାଣ ହୋଇଥିବା ସବୁ ସ୍ମାରକୀକୁ ସଂରକ୍ଷଣ କରାଯାଉ। ପର୍ଯ୍ୟଟନ ଦୃଷ୍ଟିରୁ ଏହାର ସଂରକ୍ଷଣ ମଧ୍ୟ ଜରୁରୀ।”

ସୂଚନାଯୋଗ୍ୟ, ଯୋଗୀ ସରକାର ତାଜମହଲକୁ ୟୁପି ସାଂସ୍କୃତିକ ବିରାସତ ତାଲିକାରୁ ହଟାଇ ଦେଇଛନ୍ତି। ଏହା ପୂର୍ବରୁ ବିହାରରେ ଏକ ରାଲିକୁ ସମ୍ବୋଧିତ କରିବା ବେଳେ ତାଜମହଲ ମୋ ପାଇଁ ଏକ କୋଠା ଛଡା ଆଉ କିଛି ନୁହେଁ ବୋଲି କହିଥିଲେ।

ତାଜମହଲ ପ୍ରେମର ପ୍ରତୀକ ଥିଲା ଓ ରହିବ

ତାଜମହଲକୁ ନେଇ ଚାଲିଥିବା ରାଜନୈତିକ କଥା କଟାକଟିରେ ସାମିଲ ହୋଇଛନ୍ତି କଂଗ୍ରେସର ବରିଷ୍ଠ ନେତା ସଲମନ ଖୁର୍ସିଦ। ସେ କହିଛନ୍ତି- “ତାଜମହଲ ବିଶ୍ୱର ସପ୍ତାଶ୍ଚର୍ଯ୍ୟ ମଧ୍ୟରେ ଅନ୍ୟତମ। ତାଜମହଲର ଲୋକପ୍ରିୟତା ପାଇଁ ସଙ୍ଗୀତ ସୋମଙ୍କ ପରି ବିଧାୟକଙ୍କ ସମର୍ଥନ ଦରକାର ନାହିଁ। ବିଜେପି ବିଧାୟକଙ୍କ ବିରୋଧ ପରେ ଲୋକଙ୍କ ମଧ୍ୟରେ ତାଜମହଲକୁ ନେଇ ଥିବା ଭାବନା ବଦଳି ଯିବ ନାହିଁ। ତାଜମହଲ ସବୁ ସଭ୍ୟତା, ଧର୍ମ ଓ ଦେଶ ପାଇଁ ପ୍ରେମର ପ୍ରତୀକ ଥିଲା ଓ ସବୁ ବେଳେ ରହିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story