ପ୍ରିୟଙ୍କା ଗାନ୍ଧିଙ୍କ ବ୍ୟବହାରରେ ଅସନ୍ତୋଷ ପ୍ରକାଶ କରି ଦଳ ଛାଡ଼ିଲେ

ଲକ୍ଷ୍ନୌ: ସପ୍ତମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଉତ୍ତର ପ୍ରଦେଶରେ ଜବରଦସ୍ତ ଝଟକା ଲାଗିଛି। ଟିକେଟ୍‌ ନମିଳିବାରୁ ଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କ ବ୍ୟବହାରରେ ଅସନ୍ତୋଷ ପ୍ରକାଶ କରି ଦଳରୁ ଇସ୍ତଫା ଦେଇଛନ୍ତି ନୀଲମ ମିଶ୍ରା। ସେ ଭଡ଼ୋହି ଜିଲ୍ଲା କଂଗ୍ରେସ ସଭାପତି ଥିଲେ। ଭଡ଼ୋହି ଲୋକସଭା ଆସନ ପାଇଁ କଂଗ୍ରେସ ପୂର୍ବତନ ବିଜେପି ନେତା ରମାକାନ୍ତ ଯାଦବଙ୍କୁ ପ୍ରାର୍ଥୀ କରିଛି। ଏହାକୁ ନେଇ ନୀଲମ ଅସନ୍ତୋଷ ପ୍ରକାଶ କରିଥିଲେ ଓ ପ୍ରିୟଙ୍କାଙ୍କୁ ଭେଟି ନିଜର […]

Neelam Mishra alleged Congress workers were humiliated by party General Secretary Priyanka Gandhi

Subhransu Sekhar
  • Published: Monday, 13 May 2019
  • Updated: 13 May 2019, 12:39 PM IST

Sports

Latest News

ଲକ୍ଷ୍ନୌ: ସପ୍ତମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଉତ୍ତର ପ୍ରଦେଶରେ ଜବରଦସ୍ତ ଝଟକା ଲାଗିଛି। ଟିକେଟ୍‌ ନମିଳିବାରୁ ଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କ ବ୍ୟବହାରରେ ଅସନ୍ତୋଷ ପ୍ରକାଶ କରି ଦଳରୁ ଇସ୍ତଫା ଦେଇଛନ୍ତି ନୀଲମ ମିଶ୍ରା। ସେ ଭଡ଼ୋହି ଜିଲ୍ଲା କଂଗ୍ରେସ ସଭାପତି ଥିଲେ।

ଭଡ଼ୋହି ଲୋକସଭା ଆସନ ପାଇଁ କଂଗ୍ରେସ ପୂର୍ବତନ ବିଜେପି ନେତା ରମାକାନ୍ତ ଯାଦବଙ୍କୁ ପ୍ରାର୍ଥୀ କରିଛି। ଏହାକୁ ନେଇ ନୀଲମ ଅସନ୍ତୋଷ ପ୍ରକାଶ କରିଥିଲେ ଓ ପ୍ରିୟଙ୍କାଙ୍କୁ ଭେଟି ନିଜର କ୍ଷୋଭ ପ୍ରକାଶ କରିଥିଲେ। ତେବେ ଜବାବରେ ପ୍ରିୟଙ୍କା ତାଙ୍କୁ ଖରାପ ବ୍ୟବହାର କରିଥିଲେ ବୋଲି ନୀଲମ ଗଣମାଧ୍ୟମକୁ କହିଛନ୍ତି। ପ୍ରିୟଙ୍କାଙ୍କ ବ୍ୟବହାର ତାଙ୍କୁ ଖୁବ୍ ବାଧିଥିଲା ବୋଲି ସେ କହିଛନ୍ତି।

ନୀଲମ ଅଭିଯୋଗ କରିଛନ୍ତି ଯେ, ଟିକେଟ୍ ପାଇବା ପାଇଁ ରମାକାନ୍ତ ଯାଦବ କଂଗ୍ରେସକୁ କୋଟି କୋଟି ଟଙ୍କା ଦେଇଛନ୍ତି।

ସମର୍ଥକଙ୍କ ସହିତ ଦଳର ସମସ୍ତ ପଦପଦବୀ ଓ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିବା ନୀଲମ କହିଛନ୍ତି ଯେ, ସେ ଏଥର ଏସ୍‌ପି-ବିଏସ୍‌ପି ପ୍ରାର୍ଥୀଙ୍କୁ ସମର୍ଥନ କରିବେ।

ଅନ୍ୟପକ୍ଷରେ ଗଣମାଧ୍ୟମରେ ନୀଲମଙ୍କ ପ୍ରତିକ୍ରିୟା ଆସିବା ପରେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, କଂଗ୍ରେସ ତା’ ନେତା ଓ କର୍ମୀଙ୍କୁ କେମିତି ସମ୍ମାନ ଦିଏ, ତାହା ନୀଲମଙ୍କ ଇସ୍ତଫାରୁ ସ୍ପଷ୍ଟ ହୋଇଯାଇଛି। ପ୍ରେମ ଓ ସମ୍ମାନ କଥା କହି ବିଜେପି ବିରୋଧରେ ନାରା ଦେଉଥିବା କଂଗ୍ରେସ ପ୍ରଥମେ ନିଜକୁ ସମୀକ୍ଷା କରିବା ଦରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story