ରାଜନୈତିକ ତତଲା ତାତିରେ ତାଜମହଲ : ୟୁପି ବିଧାୟକ କହିଲେ ଦେଶଦ୍ରୋହୀଙ୍କ ସଙ୍କେତ

ଲକ୍ଷ୍ନୌ:ତାଜମହଲକୁ ନେଇ ଜୋର ଧରିଛି ରାଜନୀତି। ଯୋଗୀ ଆଦିତ୍ୟନାଥଙ୍କ ପରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ୟୁପିର ବିଜେପି ବିଧାୟକ ସଙ୍ଗୀତ ସୋମ୍। ସେ କହିଛନ୍ତି ତାଜମହଲ ହେଉଛି ଦେଶଦ୍ରୋହୀଙ୍କ ଚିହ୍ନ। ସଙ୍ଗୀତ ସୋମଙ୍କ ଏଭଳି ବିବାଦିୟ ମନ୍ତବ୍ୟ ପରେ ବିରୋଧୀ ଦଳଗୁଡ଼ିକ ବିଜେପିକୁ ଘେରିଛନ୍ତି। ତାଜମହଲ ବିଷୟରେ ଗୋଟିଏ ପରେ ଗୋଟିଏ ବିବାଦିୟ ମନ୍ତବ୍ୟ ଦେଇଛନ୍ତି ସୋମ୍‌। ବିଶ୍ୱର ସପ୍ତାଶ୍ଚର୍ଯ୍ୟ ତାଜମହଲ ହେଉଛି ଦେଶଦ୍ରୋହୀଙ୍କ ଚିହ୍ନ। ତାଜମହଲ ନିର୍ମାଣକାରୀ ନିଜ ପିତାଙ୍କୁ କଏଦୀ କରିଥିଲେ। ଦେଶରୁ ହିନ୍ଦୁଙ୍କ […]

Rakesh Mallick
  • Published: Monday, 16 October 2017
  • Updated: 16 October 2017, 09:18 PM IST

Sports

Latest News

ଲକ୍ଷ୍ନୌ:ତାଜମହଲକୁ ନେଇ ଜୋର ଧରିଛି ରାଜନୀତି। ଯୋଗୀ ଆଦିତ୍ୟନାଥଙ୍କ ପରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ୟୁପିର ବିଜେପି ବିଧାୟକ ସଙ୍ଗୀତ ସୋମ୍। ସେ କହିଛନ୍ତି ତାଜମହଲ ହେଉଛି ଦେଶଦ୍ରୋହୀଙ୍କ ଚିହ୍ନ। ସଙ୍ଗୀତ ସୋମଙ୍କ ଏଭଳି ବିବାଦିୟ ମନ୍ତବ୍ୟ ପରେ ବିରୋଧୀ ଦଳଗୁଡ଼ିକ ବିଜେପିକୁ ଘେରିଛନ୍ତି।
ତାଜମହଲ ବିଷୟରେ ଗୋଟିଏ ପରେ ଗୋଟିଏ ବିବାଦିୟ ମନ୍ତବ୍ୟ ଦେଇଛନ୍ତି ସୋମ୍‌। ବିଶ୍ୱର ସପ୍ତାଶ୍ଚର୍ଯ୍ୟ ତାଜମହଲ ହେଉଛି ଦେଶଦ୍ରୋହୀଙ୍କ ଚିହ୍ନ। ତାଜମହଲ ନିର୍ମାଣକାରୀ ନିଜ ପିତାଙ୍କୁ କଏଦୀ କରିଥିଲେ। ଦେଶରୁ ହିନ୍ଦୁଙ୍କ ହତ୍ୟା ପଛରେ ରହିଛି ତାଜମହଲ ନିର୍ମାଣକାରୀଙ୍କ ହାତ ରହିଛି। ଏତିକିରେ ଥମିନଥିଲେ ସୋମ୍‌। ସେ ଆହୁରି ମଧ୍ୟ କହିଥିଲେ ଆକବର, ବାବର, ଔରଙ୍ଗଜୈବ ପ୍ରମୁଖ ମୋଗଲ ସମ୍ରାଟ ଅତ୍ୟାଚାରୀ ଓ ବ୍ୟଭିଚାରୀ ଥିଲେ। ଏସମସ୍ତ ସମ୍ରାଟଙ୍କୁ ଇତିହାସ ପୃଷ୍ଟାରୁ ବାହାର କରିଦେବାର ଆବଶ୍ୟକ ରହିଛି। କେବଳ ଭୋଟ ପାଇଁ ଏପରି ଅତ୍ୟାଚାରୀଙ୍କୁ ଭାରତୀୟ ଇତିହାସରେ ସ୍ଥାନ ମିଳିଛି ବୋଲି ବିଧାୟକ ସଙ୍ଗୀତ ସୋମ କହିଛନ୍ତି। ଉତ୍ତରପ୍ରଦେଶରେ ଯୋଗୀ ସରକାର ଏପରି ଇତିହାସକୁ ବଦଳାଇବା ପାଇଁ ଚେଷ୍ଟା କରୁଛନ୍ତି ସେ କହିଛନ୍ତି।
ଆଜି ଏପରି କିଛି ବୟାନ ଦେଇ ବିବାଦ ଘେରକୁ ଟାଣି ହୋଇ ଆସିଛନ୍ତି ଉତ୍ତରପ୍ରଦେଶର ବିଜେପି ବିଧାୟକ ସଙ୍ଗୀତ ସୋମ। ଏଭଳି ମନ୍ତବ୍ୟ ପରେ ବିଜେପିକୁ ଟାଗେର୍ଟ କରିଛନ୍ତି ବିରୋଧୀ। ବିଜେପି ମୁସଲିମ୍ ବିରୋଧୀ ମତ ଦେଉଛି ବୋଲି କଂଗ୍ରେସ ଆରୋପ ଲଗାଇଛି। କିନ୍ତୁ ଘଟଣାକୁ ନେଇ ସ୍ପଷ୍ଟୀକରଣ ଦେଇଛି ବିଜେପି। ସଙ୍ଗୀତ ସୋମଙ୍କ ମନ୍ତବ୍ୟ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ବୋଲି ଦଳ ସଫେଇ ଦେଇଛି।
ନିକଟରେ ଉତ୍ତରପ୍ରଦେଶ ପର୍ଯ୍ୟଟନ ବିଭାଗ ରାଜ୍ୟର ମୁଖ୍ୟ ପର୍ଯ୍ୟଟନ ସ୍ଥଳୀ ତାଲିକାରୁ ତାଜମହଲକୁ ବାଦ୍ ଦେଇଛି। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଜମହଲକୁ ଗ୍ଲୋବାଲ ଆଇକନ୍ ମାନ୍ୟତା ଦେବାକୁ ନେଇ ପ୍ରଶ୍ନ ମଧ୍ୟ ଉଠାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story