UP admin & police have "restrained" Trinamool MPs delegation from leaving the area near the airport tarmac. Dharna continues. Tribals massacred over land rights. The DM has said he will meet us shortly#SonbhadraMassacre
WATCH pic.twitter.com/4MBqoRw4LP
— All India Trinamool Congress (@AITCofficial) July 20, 2019
ସୋନଭଦ୍ରା ଯିବା ସମ୍ଭବ ହେଉନଥିବାରୁ ବିଏଚୟୁ ଟ୍ରମା ସେଣ୍ଟରକୁ ଯାଇ ଆହତଙ୍କୁ ଭେଟିବା ପାଇଁ ଓବ୍ରାଏନ ଚେଷ୍ଟା କରୁଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଜମି ବିବାଦକୁ ନେଇ ଜୁଲାଇ ୧୭ରେ ଉତ୍ତର ପ୍ରଦେଶର ସୋନଭଦ୍ରାରେ ୧୦ ଜଣ ଗୁଳିର ଶିକାର ହୋଇଥିଲେ। ଏବେ ଏହାକୁ ନେଇ ୟୁପି ରାଜନୀତି ସରଗରମ ହୋଇଛି। ଗତକାଲି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭାଦ୍ରା ମଧ୍ୟ ସୋନଭଦ୍ରା ଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସୋନଭଦ୍ରା ଅଞ୍ଚଳରେ ୧୪୪ ଧାରା ଲାଗୁ ହୋଇଥିବାରୁ ପ୍ରିୟଙ୍କା ୪ ଜଣଙ୍କୁ ସାଙ୍ଗରେ ନେଇ ଯାଇପାରିବେ ନାହିଁ ବୋଲି ପୁଲିସ କହିଥିଲା।
ପୁଲିସ୍ ପ୍ରିୟଙ୍କାକୁ ଅଟକ ରଖିବା ପରେ ସେ ଓ ଅନ୍ୟ କଂଗ୍ରେସ ନେତାମାନେ ମିର୍ଜାପୁର ଠାରେ କିଛି ସମୟ ପାଇଁ ଧାରଣାରେ ବସିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।