କୋର୍ଟଙ୍କ ଆଦେଶ ପରେ ଗଣଧର୍ଷଣ ମାମଲା ରୁଜୁ କଲା ୟୁପି ପୋଲିସ

ଇଟ୍ଟା: ଏକ ଗଣଧର୍ଷଣ ମାମଲାରେ ଆଜି ସ୍ଥାନୀୟକୋର୍ଟ ଆଦେଶରେ ପୋଲିସ ଏଫ୍‌ଆଇଆର ରୁଜୁ କରିଛି। ପୀଡିତାର ଏଫ୍‌ଆଇଆର ପୋଲିସ ଗ୍ରହଣ ନ କରିବା ପରେ ସେ କୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ। ପୀଡିତା ଜଣକ ଅଭିଯୋଗ କରିଥିଲେ ଯେ ଏପ୍ରିଲ ୮ ତାରିଖ ଦିନ ୪ ଜଣ ଦୁର୍ବୃତ୍ତ ତାଙ୍କୁ ଅପହରଣ କରି ତାଙ୍କ ସହିତ ଗଣଧର୍ଷଣ କରିଥିଲେ ଏବଂ ତାଙ୍କର ଅଳଙ୍କାର ମଧ୍ୟ ଲୁଟି ଦେଇଥିଲେ।

ଗତକାଲି ରୁଜୁ କରାଯାଇଥିବା ନିଜ ଅଭିଯୋଗରେ ଏହି ଚାରିଜଣ ହେଲେ ଭାରତ, ଅନେକ ସିଂ, ଅରବିନ୍ଦ ଓ ଅଜୟ ବୋଲି ଦର୍ଶାଇଛନ୍ତି।

ଆହୁରି ପଢ଼ନ୍ତୁ

ପ୍ରଧାନମନ୍ତ୍ରୀଙ୍କୁ ଘେରିଲା କଂଗ୍ରେସ

ରାସ୍ତା ମଝିରୁ ୨୦ ଲକ୍ଷ ଲୁଟ୍

ମୁଲାୟମଙ୍କ ସ୍ତ୍ରୀ ହସ୍ପିଟାଲରେ ଭର୍ତ୍ତି

ଏମ୍ସର ଚତୁର୍ଥ ମହଲାରୁ ଡେଇଁ ପଡ଼ିଲେ କରୋନା ଆକ୍ରାନ୍ତ ସାମ୍ୱାଦିକ

ମୋଦିଙ୍କ ବିଫଳତା ଉପରେ ହାଭାର୍ଡରେ ପାଠ ପଢ଼ା ହେବ: ରାହୁଲ

ଓଲିଙ୍କ ଗାଦି ରକ୍ଷା ପାଇଁ ଚୀନ୍ ଆକ୍ଟିଭ୍

ଉପରେ ବୁଲିଲା ଆମେରିକାର ଲଢ଼ୁଆ ବିମାନ, ଜଳକା ସାଜିଲା ଚୀନ୍

ଦୁଇ ଘଣ୍ଟା କଥା ହେଲେ ଡୋଭାଲ, ୨ କିଲୋମିଟର ପଛକୁ ହଟିଲା ଡ୍ରାଗନ!

ଭାରତ-ଚାଇନା ବିବାଦ: ଡୋକଲାମ ୭୩ ଦିନ, ଲଦାଖ ୬୦ ଦିନ, କେମିତି ଥିଲା ପୂରା ଘଟଣା

ଦେଶରେ ଏଯାଏ କେତେ କରୋନା ଟେଷ୍ଟ ହେଲାଣି? ସୂଚନା ଦେଲା ଆଇସିଏମଆର

ପ୍ଲାଜମା ଦେଲେ ସମ୍ବିତ ପାତ୍ର, କରୋନାରୁ ସୁସ୍ଥ ହୋଇଥିଲେ

ଚାଇନା ସୀମାନ୍ତରେ ମୁତୟନ ଯବାନଙ୍କ ପାଇଁ ସ୍ୱତନ୍ତ୍ର ଟେଣ୍ଟ କିଣିବ ଭାରତ