କୋର୍ଟଙ୍କ ଆଦେଶ ପରେ ଗଣଧର୍ଷଣ ମାମଲା ରୁଜୁ କଲା ୟୁପି ପୋଲିସ

ଇଟ୍ଟା: ଏକ ଗଣଧର୍ଷଣ ମାମଲାରେ ଆଜି ସ୍ଥାନୀୟକୋର୍ଟ ଆଦେଶରେ ପୋଲିସ ଏଫ୍‌ଆଇଆର ରୁଜୁ କରିଛି। ପୀଡିତାର ଏଫ୍‌ଆଇଆର ପୋଲିସ ଗ୍ରହଣ ନ କରିବା ପରେ ସେ କୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ। ପୀଡିତା ଜଣକ ଅଭିଯୋଗ କରିଥିଲେ ଯେ ଏପ୍ରିଲ ୮ ତାରିଖ ଦିନ ୪ ଜଣ ଦୁର୍ବୃତ୍ତ ତାଙ୍କୁ ଅପହରଣ କରି ତାଙ୍କ ସହିତ ଗଣଧର୍ଷଣ କରିଥିଲେ ଏବଂ ତାଙ୍କର ଅଳଙ୍କାର ମଧ୍ୟ ଲୁଟି ଦେଇଥିଲେ। ଗତକାଲି ରୁଜୁ କରାଯାଇଥିବା ନିଜ ଅଭିଯୋଗରେ ଏହି ଚାରିଜଣ ହେଲେ […]

rape-graphics

Rakesh Mallick
  • Published: Friday, 10 June 2016
  • , Updated: 10 June 2016, 11:17 PM IST

ଇଟ୍ଟା: ଏକ ଗଣଧର୍ଷଣ ମାମଲାରେ ଆଜି ସ୍ଥାନୀୟକୋର୍ଟ ଆଦେଶରେ ପୋଲିସ ଏଫ୍‌ଆଇଆର ରୁଜୁ କରିଛି। ପୀଡିତାର ଏଫ୍‌ଆଇଆର ପୋଲିସ ଗ୍ରହଣ ନ କରିବା ପରେ ସେ କୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ। ପୀଡିତା ଜଣକ ଅଭିଯୋଗ କରିଥିଲେ ଯେ ଏପ୍ରିଲ ୮ ତାରିଖ ଦିନ ୪ ଜଣ ଦୁର୍ବୃତ୍ତ ତାଙ୍କୁ ଅପହରଣ କରି ତାଙ୍କ ସହିତ ଗଣଧର୍ଷଣ କରିଥିଲେ ଏବଂ ତାଙ୍କର ଅଳଙ୍କାର ମଧ୍ୟ ଲୁଟି ଦେଇଥିଲେ।

ଗତକାଲି ରୁଜୁ କରାଯାଇଥିବା ନିଜ ଅଭିଯୋଗରେ ଏହି ଚାରିଜଣ ହେଲେ ଭାରତ, ଅନେକ ସିଂ, ଅରବିନ୍ଦ ଓ ଅଜୟ ବୋଲି ଦର୍ଶାଇଛନ୍ତି।

Related story