ଚୌକିଦାରଙ୍କୁ ଇସ୍ତଫାପତ୍ର ଦେଇ ଦଳ ଛାଡ଼ିଲେ ବିଜେପି ସାଂସଦ

ଲକ୍ଷ୍ନୌ: ବିଜେପି ପକ୍ଷରୁ ଆରମ୍ଭ ହୋଇଥିବା ମୈ ଭି ଚୌକିଦାର ପ୍ରଚାର ଦ୍ୱାରା ପ୍ରଭାବିତ ହୋଇଛନ୍ତି ବିଜେପିର ଜଣେ ଉତ୍ତର ପ୍ରଦେଶ ସାଂସଦ। ସେ ଦଳ ଉପରେ ଅସନ୍ତୁଷ୍ଟ ହୋଇ ନିଜର ଇସ୍ତଫାପତ୍ର ବିଜେପି କାର୍ଯ୍ୟାଳୟ ବାହାରେ ଥିବା ଚୌକିଦାରଙ୍କୁ ଦେଇ ପଦ୍ମ ଦଳକୁ ବାଏବାଏ କହିଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ସହ କିଛି ଟଙ୍କା ମଧ୍ୟ ଅଫିସର ବାହାରେ ବସିଥିବା ଚୌକିଦାରଙ୍କୁ ଦେଇଛନ୍ତି। ତାଙ୍କ ନାଁ ଅନଶୁଲ ବର୍ମା ହୋଇଥିବା ବେଳେ ସେ ୨୦୧୪ ନିର୍ବାଚନରେ […]

rte

rte

Hemant Lenka
  • Published: Wednesday, 27 March 2019
  • Updated: 27 March 2019, 08:18 PM IST

Sports

Latest News

ଲକ୍ଷ୍ନୌ: ବିଜେପି ପକ୍ଷରୁ ଆରମ୍ଭ ହୋଇଥିବା ମୈ ଭି ଚୌକିଦାର ପ୍ରଚାର ଦ୍ୱାରା ପ୍ରଭାବିତ ହୋଇଛନ୍ତି ବିଜେପିର ଜଣେ ଉତ୍ତର ପ୍ରଦେଶ ସାଂସଦ। ସେ ଦଳ ଉପରେ ଅସନ୍ତୁଷ୍ଟ ହୋଇ ନିଜର ଇସ୍ତଫାପତ୍ର ବିଜେପି କାର୍ଯ୍ୟାଳୟ ବାହାରେ ଥିବା ଚୌକିଦାରଙ୍କୁ ଦେଇ ପଦ୍ମ ଦଳକୁ ବାଏବାଏ କହିଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ସହ କିଛି ଟଙ୍କା ମଧ୍ୟ ଅଫିସର ବାହାରେ ବସିଥିବା ଚୌକିଦାରଙ୍କୁ ଦେଇଛନ୍ତି।

ତାଙ୍କ ନାଁ ଅନଶୁଲ ବର୍ମା ହୋଇଥିବା ବେଳେ ସେ ୨୦୧୪ ନିର୍ବାଚନରେ ଉତ୍ତର ପ୍ରଦେଶର ହରଦୋଇ ଆସନରୁ ଜିତିଥିଲେ।

ଏଥିର ମଧ୍ୟରେ ସେ ଏହି ଆସନରୁ ଟିକେଟ୍‌ ଆଶାୟୀ ଥିଲେ। କିନ୍ତୁ ଦଳ ତାଙ୍କୁ ଟିକେଟ୍‌ ଦେଇ ନାହିଁ। ତାଙ୍କ ବଦଳରେ ଏଥର ଏହି ଆସନରେ ବିଜେପି ଜୟପ୍ରକାଶ ରାୱତଙ୍କୁ ପ୍ରାର୍ଥୀ କରିଛି।
ଶ୍ରୀ ବର୍ମା ବିଜେପିରୁ ଇସ୍ତଫା ଦେବା ପରେ ସମାଜବାଦୀ ପାର୍ଟିରେ ଯୋଗଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story