ୟୁରୋପରୁ ବ୍ରିଟେନକୁ ଶୀଘ୍ର ଅଲଗା କରିବା ପାଇଁ ତତ୍ପରତା

ବ୍ରସେଲ୍ସ: ୟୁରୋପୀୟ ନେତାମାନେ ବ୍ରିଟେନକୁ ୟୁରୋପରୁ ଶୀଘ୍ର ଅଲଗା କରିବା ପାଇଁ ଅଭିଯାନ ଆରମ୍ଭ କରି ଦେଇଛନ୍ତି। ‘ବ୍ରେକ୍ସିଟ୍’ ସକଂଟ ଆନ୍ତର୍ଜାତିକ ସମସ୍ୟା ଭାବେ ଉଭା ହେବା ପରେ ଆମେରିକାର ବରିଷ୍ଢ ରାଜନୀତଜ୍ଞ ଜନ୍ କେରୀ ଆଲେ।ଚନାରେ ଭାଗ ନେବା ପାଇଁ ଏଠାରେ ପହଞ୍ଚିଛନ୍ତି। ବ୍ରିଟେନ୍ ୟୁରୋପକୁ ଛାଡ଼ିବା ସପକ୍ଷରେ ମତଦାନ କରିବାର ପ୍ରଭାବ ୟୁରୋପର ବାକି ସଦସ୍ୟ ଦେଶଙ୍କ ଉପରେ ପଡ଼ିବାର ଆଶଙ୍କା ଦେଖା ଦେଇଛି। ଜର୍ମାନୀର ଚାନସେଲର ଏଞ୍ଜେଲା ମେ।ର୍କେଲ୍ ଆଜି ବର୍ଲିନରେ ଫ୍ରାନ୍ସ, […]

european-union

Rakesh Mallick
  • Published: Monday, 27 June 2016
  • , Updated: 04 May 2017, 03:44 PM IST

ବ୍ରସେଲ୍ସ: ୟୁରୋପୀୟ ନେତାମାନେ ବ୍ରିଟେନକୁ ୟୁରୋପରୁ ଶୀଘ୍ର ଅଲଗା କରିବା ପାଇଁ ଅଭିଯାନ ଆରମ୍ଭ କରି ଦେଇଛନ୍ତି। ‘ବ୍ରେକ୍ସିଟ୍’ ସକଂଟ ଆନ୍ତର୍ଜାତିକ ସମସ୍ୟା ଭାବେ ଉଭା ହେବା ପରେ ଆମେରିକାର ବରିଷ୍ଢ ରାଜନୀତଜ୍ଞ ଜନ୍ କେରୀ ଆଲେ।ଚନାରେ ଭାଗ ନେବା ପାଇଁ ଏଠାରେ ପହଞ୍ଚିଛନ୍ତି। ବ୍ରିଟେନ୍ ୟୁରୋପକୁ ଛାଡ଼ିବା ସପକ୍ଷରେ ମତଦାନ କରିବାର ପ୍ରଭାବ ୟୁରୋପର ବାକି ସଦସ୍ୟ ଦେଶଙ୍କ ଉପରେ ପଡ଼ିବାର ଆଶଙ୍କା ଦେଖା ଦେଇଛି। ଜର୍ମାନୀର ଚାନସେଲର ଏଞ୍ଜେଲା ମେ।ର୍କେଲ୍ ଆଜି ବର୍ଲିନରେ ଫ୍ରାନ୍ସ, ଇଟାଲୀ ଏବଂ ୟୁରୋପିୟ ସଂଘର ନେତାମାନଙ୍କ ସହିତ ଆଲେ।ଚନା କରିବେ।

Related story