ଆମେରିକାରେ କରୋନା ମୃତ୍ୟୁସଂଖ୍ୟା ହଜାରେ ଡେଇଁଲା

ୱାଶିଂଟନ: ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ବି କରୋନା ଭାଇରସ ବେକାକୁ ହେବାରେ ଲାଗିଛି। ଦିନକୁ ଦିନ କରୋନା ଆମେରିକାରେ କ୍ଷୀପ୍ର ଗତିରେ ବଢ଼ିବାରେ ଲାଗିଛି। ବୁଧବାର ରାତି ସୁଦ୍ଧା ଆମେରିକାରେ କରୋନା ଜନିତ ମୃତ୍ୟୁସଂଖ୍ୟା ଏକ ହଜାର ପାର କରି ଯାଇଛି। ବର୍ତ୍ତମାନ ଆମେରିକାରେ କରୋନା ୧୦୩୨ ଜଣଙ୍କ ମୁଣ୍ଡ ନେଇଥିବା ବେଳେ ଏଥିରେ ୬୮,୪୮୯ ଜଣ ଆକ୍ରାନ୍ତ ହୋଇଛନ୍ତି। ସେହିପରି ମାତ୍ର ୩୯୪ ଜଣ ଏହି ରୋଗରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଛନ୍ତି। […]

ui

ui

Hemant Lenka
  • Published: Thursday, 26 March 2020
  • Updated: 26 March 2020, 12:45 PM IST

Sports

Latest News

ୱାଶିଂଟନ: ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ବି କରୋନା ଭାଇରସ ବେକାକୁ ହେବାରେ ଲାଗିଛି। ଦିନକୁ ଦିନ କରୋନା ଆମେରିକାରେ କ୍ଷୀପ୍ର ଗତିରେ ବଢ଼ିବାରେ ଲାଗିଛି। ବୁଧବାର ରାତି ସୁଦ୍ଧା ଆମେରିକାରେ କରୋନା ଜନିତ ମୃତ୍ୟୁସଂଖ୍ୟା ଏକ ହଜାର ପାର କରି ଯାଇଛି।

ବର୍ତ୍ତମାନ ଆମେରିକାରେ କରୋନା ୧୦୩୨ ଜଣଙ୍କ ମୁଣ୍ଡ ନେଇଥିବା ବେଳେ ଏଥିରେ ୬୮,୪୮୯ ଜଣ ଆକ୍ରାନ୍ତ ହୋଇଛନ୍ତି। ସେହିପରି ମାତ୍ର ୩୯୪ ଜଣ ଏହି ରୋଗରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଛନ୍ତି। ଆମେରିକାରେ ଥିବା ହସ୍ପିଟାଲରେ ୬୭,୦୬୩ ଜଣ ଲୋକ ଚିକିତ୍ସିତ ହେଉଛନ୍ତି। ଏମାନଙ୍କ ମଧ୍ୟରୁ ୧୪୫୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଫେବୃଆରୀ ୨୯ରେ ଆମେରିକାରେ ପ୍ରଥମ କରୋନା ଜନିତ ମୃତ୍ୟୁ ଘଟଣା ସାମ୍ନାକୁ ଆସିଥିଲା। ଗତ ଦୁଇ ସପ୍ତାହ ମଧ୍ୟରେ ପ୍ରତି ୩ ଦିନରେ ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଗଣ ବଢ଼ିବାରେ ଲାଗିଛି। ସେହି ଅନୁପାତରେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ୁଛି। ମଙ୍ଗଳବାର ଏଠାରେ ମୃତ୍ୟୁସଂଖ୍ୟା ୬୦୦ ଥିବା ବେଳେ ବୁଧବାର ଏହି ସଂଖ୍ୟା ୯୦୦ ପାର ହୋଇଥିଲା। ଏବେ ଏହା ଏକ ହଜାର ଅତିକ୍ରମ କରିଯାଇଛି।

କରୋନାର ମୁକାବିଲା ପାଇଁ ଅନ୍ୟ ଦେଶମାନଙ୍କୁ ସହାୟତାର ହାତ ବଢ଼ାଇଥିବା ଆମେରିକା ନିଜେ କିନ୍ତୁ ଏହି ଭାଇରସ ଆଗରେ ଏବେ ନାଚାର ଭଳି ସ୍ଥିତିକୁ ଚାଲି ଆସିଛି। କରୋନା ଆମେରିକାରେ ମାଡ଼ି ଚାଲିଥିବାରୁ ଏଠାରେ ଇଟାଲୀ ଓ ଚାଇନା ଠାରୁ ଅଧିକ ଜଟିଳ ପରିସ୍ଥିତି ସୃଷ୍ଟି ହେବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଶଙ୍କା ମଧ୍ୟ କରିଛି। କରୋନାର ମୁକାବିଲା କରିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୀମା ସିଲ କରିବା ସହ ସମସ୍ତ ପ୍ରକାରର କଟକଣା ଲଗାଇଛନ୍ତି।

ଏପରି କି ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି। ତଥାପି ଏଠାରେ କରୋନା ଥମିବାର ନାଁ ଧରୁନି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ସ୍ପେନ ଠାରୁ ବି ବଳି ଯାଇଛି।

ସ୍ପେନରେ ଆକ୍ରାନ୍ତଙ୍କ ସଂଖ୍ୟା ୪୯,୫୧୫ ରହିଥିବା ବେଳେ ଆମେରିକାରେ ଏହି ସଂଖ୍ୟା ୬୮, ୪୮୯ରେ ପହଞ୍ଚି ଯାଇଛି। ଯଦି ସ୍ଥିତି ଏମିତି ଜାରି ରହିବ, ତା’ହେଲେ ଆମେରିକା ପରିସ୍ଥିତି ଏକ ପ୍ରକାରର ସଂଗୀନ ଅବସ୍ଥାକୁ ଚାଲିଯିବ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story