ଜେରୁଜେଲମକୁ ଇସ୍ରାଏଲର ରାଜଧାନୀ ଘୋଷଣାକୁ ବିରୋଧ କଲା ଜାତିସଂଘ

ନୂଆଦିଲ୍ଲୀ: ଜେରୁଜେଲମକୁ ଇସ୍ରାଏଲର ରାଜଧାନୀ ଘୋଷଣା କରିବା ପରେ ଏକ ଘରିକିଆ ହୋଇପଡ଼ିଛି ଆମେରିକା। ଆଜି ଜାତିସଂଘର ସୁରକ୍ଷା ପରିଷଦର ଏକ ସ୍ୱତନ୍ତ୍ର ବୈଠକରେ ଆମେରିକାର ନିଷ୍ପତ୍ତିକୁ ବିରୋଧ କରାଯାଇଛି। ଜେରୁଜେଲମର ସ୍ଥିତି ବିଷୟରେ ପାଲେଷ୍ଟାଇନ ଓ ଇସ୍ରାଏଲ ମିଳିତଭାବେ ନିଷ୍ପତ୍ତି ନେବା ଦରକାର। ଏଥିପାଇଁ ଦୁଇଦେଶ ମଧ୍ୟରେ ଆଲୋଚନାର ଆବଶ୍ୟକତା ରହିଛି ବୋଲି ସୁରକ୍ଷା ପରିଷଦ ମତ ଦେଇଛି। ଆମେରିକାର ଏକପାଖିଆ ନିଷ୍ପତ୍ତି ଗ୍ରହଣୀୟ ନୁହେଁ।  ଏହାଦ୍ୱାରା ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଦେଖାଦେବାର ଆଶଙ୍କା ରହିଛି ବୋଲି […]

UN

UN

Rakesh Mallick
  • Published: Saturday, 09 December 2017
  • Updated: 09 December 2017, 02:08 PM IST

Sports

Latest News

ନୂଆଦିଲ୍ଲୀ: ଜେରୁଜେଲମକୁ ଇସ୍ରାଏଲର ରାଜଧାନୀ ଘୋଷଣା କରିବା ପରେ ଏକ ଘରିକିଆ ହୋଇପଡ଼ିଛି ଆମେରିକା। ଆଜି ଜାତିସଂଘର ସୁରକ୍ଷା ପରିଷଦର ଏକ ସ୍ୱତନ୍ତ୍ର ବୈଠକରେ ଆମେରିକାର ନିଷ୍ପତ୍ତିକୁ ବିରୋଧ କରାଯାଇଛି। ଜେରୁଜେଲମର ସ୍ଥିତି ବିଷୟରେ ପାଲେଷ୍ଟାଇନ ଓ ଇସ୍ରାଏଲ ମିଳିତଭାବେ ନିଷ୍ପତ୍ତି ନେବା ଦରକାର। ଏଥିପାଇଁ ଦୁଇଦେଶ ମଧ୍ୟରେ ଆଲୋଚନାର ଆବଶ୍ୟକତା ରହିଛି ବୋଲି ସୁରକ୍ଷା ପରିଷଦ ମତ ଦେଇଛି।

ଆମେରିକାର ଏକପାଖିଆ ନିଷ୍ପତ୍ତି ଗ୍ରହଣୀୟ ନୁହେଁ।  ଏହାଦ୍ୱାରା ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଦେଖାଦେବାର ଆଶଙ୍କା ରହିଛି ବୋଲି ଜାତିସଂଘର ସୁରକ୍ଷା ପରିଷଦ ପକ୍ଷରୁ କୁହାଯାଇଛି।  ଜାତିସଂଘ ଦୀର୍ଘଦିନରୁ ଇସ୍ରାଏଲ ପ୍ରତି ଅନୁକୂଳ ମନୋଭାବ ରଖିନାହିଁ ବୋଲି ଆମେରିକାର ରାଷ୍ଟ୍ରଦୂତ ନିକି ହାଲି ମତ ଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ ଜେରୁଜେଲମକୁ ଇସ୍ରାଏଲର ରଜାଧାନୀ ଘୋଷଣା କରିବା ପରେ ଏହାକୁ ବିରୋଧ କରି ଇସ୍ରାଏଲ ଓ ପାଲେଷ୍ଟାଇନ ସୀମାରେ ହିଂସା ପରିସ୍ଥିତି ଦେଖାଦେଇଛି।  ଇସ୍ରାଏଲର ପଶ୍ଚିମ ତଟବର୍ତ୍ତୀ ଅଞ୍ଚଳ ଓ ଗାଜାରେ  ଦୁଇ ପକ୍ଷ ମୁହାଁମୁହିଁ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story