ଆତତାୟୀଙ୍କ ଆଖିବୁଜା ଗୁଳିମାଡ଼ରେ ୫ ମୃତ

ନୂଆଦିଲ୍ଲୀ:ଆମେରିକାର ଟେକସାସ୍‌ର ମିଡ୍‌ଲ୍ୟାଣ୍ଡ୍‌ ନିକଟ ଓଡେଶା ଅଞ୍ଚଳରେ ଆତତାୟୀଙ୍କ ଆଖିବୁଜା ଗୁଳିମାଡ଼ରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୨୧ ଜଣ  ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସର କହିବା ଅନୁସାରେ, ଗତକାଲି  ଦୁଇ ଜଣ ଆତତାୟୀ ପ୍ରଥମେ  ଏକ ଟ୍ରକ୍‌କୁ ହାଇଜ୍ୟାକ୍‌  କରିଥିଲେ। ଏହାପରେ ଗୁଳିମାଡ଼ କରିଥିଲେ। ତେବେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏହାର ପାଲଟା ଜବାବ ଦିଆଯାଇଥିଲା। ଏଥିରେ  ଜଣେ ଆତତାୟୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗତମାସରେ  ଆମେରିକାର ଟେକସାସ୍‌ […]

US-shooting

US-shooting

Jyoshna Pradhan
  • Published: Sunday, 01 September 2019
  • Updated: 01 September 2019, 09:05 AM IST

ନୂଆଦିଲ୍ଲୀ:ଆମେରିକାର ଟେକସାସ୍‌ର ମିଡ୍‌ଲ୍ୟାଣ୍ଡ୍‌ ନିକଟ ଓଡେଶା ଅଞ୍ଚଳରେ ଆତତାୟୀଙ୍କ ଆଖିବୁଜା ଗୁଳିମାଡ଼ରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୨୧ ଜଣ  ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପୁଲିସର କହିବା ଅନୁସାରେ, ଗତକାଲି  ଦୁଇ ଜଣ ଆତତାୟୀ ପ୍ରଥମେ  ଏକ ଟ୍ରକ୍‌କୁ ହାଇଜ୍ୟାକ୍‌  କରିଥିଲେ। ଏହାପରେ ଗୁଳିମାଡ଼ କରିଥିଲେ। ତେବେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏହାର ପାଲଟା ଜବାବ ଦିଆଯାଇଥିଲା। ଏଥିରେ  ଜଣେ ଆତତାୟୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତମାସରେ  ଆମେରିକାର ଟେକସାସ୍‌ ଓ  ଅହିୟାରେ ଦୁଇଟି ଭିନ୍ନ ଭିନ୍ନ ଗୁଳିମାଡ଼ ଘଟଣାରେ  ୨୯ ଜଣଙ୍କ ମୃତ୍ୟୁ ଘଟିଥିଲା। ଏଥିସହ ୪୦ରୁ ଅଧିକ  ଲୋକ ଆହତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story