ପାକିସ୍ତାନକୁ ଆମେରିକାର ଭିସା ଝଟ୍‌କା

ଇସ୍‌ଲାମାବାଦ: ଆମେରିକା ଆଜି ପାକିସ୍ତାନ ଜବରଦସ୍ତ ଝଟ୍‌କା ଦେଇଛି। ପୂର୍ବରୁ ଆମେରିକା ପକ୍ଷରୁ ପାକିସ୍ତାନ ନାଗରିକଙ୍କୁ ୫ ବର୍ଷ ପାଇଁ ଭିସା ଦିଆଯାଉଥିଲା। ହେଲେ ଆଜି ଏହି ଭିସା ଅବଧିକୁ ୩ ମାସକୁ ହ୍ରାସ କରାଯାଇଛି। ପାକିସ୍ତାନରେ ଅବସ୍ଥିତ ଆମେରିକା ରାଷ୍ଟ୍ରଦୂତ ଆଜି ଏହି ଘୋଷଣା କରିଛନ୍ତି। ଏହି ନୂଆ ଭିସା ପଲିସି କେବଳ ସାଧାରଣ ଲୋକଙ୍କ ପାଇଁ ନୁହେଁ ବରଂ ପାକିସ୍ତାନୀ ସାମ୍ବାଦିକମାନଙ୍କ ପାଇଁ ମଧ୍ୟ ଲାଗୁ ହେବ। ସାମ୍ବାଦିକମାନେ ଏକକାଳୀନ ୩ ମାସ ପାଇଁ […]

sde

sde

Hemant Lenka
  • Published: Wednesday, 06 March 2019
  • Updated: 06 March 2019, 05:01 PM IST

Sports

Latest News

ଇସ୍‌ଲାମାବାଦ: ଆମେରିକା ଆଜି ପାକିସ୍ତାନ ଜବରଦସ୍ତ ଝଟ୍‌କା ଦେଇଛି। ପୂର୍ବରୁ ଆମେରିକା ପକ୍ଷରୁ ପାକିସ୍ତାନ ନାଗରିକଙ୍କୁ ୫ ବର୍ଷ ପାଇଁ ଭିସା ଦିଆଯାଉଥିଲା। ହେଲେ ଆଜି ଏହି ଭିସା ଅବଧିକୁ ୩ ମାସକୁ ହ୍ରାସ କରାଯାଇଛି। ପାକିସ୍ତାନରେ ଅବସ୍ଥିତ ଆମେରିକା ରାଷ୍ଟ୍ରଦୂତ ଆଜି ଏହି ଘୋଷଣା କରିଛନ୍ତି।

ଏହି ନୂଆ ଭିସା ପଲିସି କେବଳ ସାଧାରଣ ଲୋକଙ୍କ ପାଇଁ ନୁହେଁ ବରଂ ପାକିସ୍ତାନୀ ସାମ୍ବାଦିକମାନଙ୍କ ପାଇଁ ମଧ୍ୟ ଲାଗୁ ହେବ।

ସାମ୍ବାଦିକମାନେ ଏକକାଳୀନ ୩ ମାସ ପାଇଁ ଭିସା ପାଇପାରିବେ। ଖାଲି ସେତିକି ନୁହେଁ ପାକିସ୍ତାନ ନାଗରିକମାନଙ୍କ ପାଇଁ ଆମେରିକା ସରକାର ଭିସା ଆବେଦନ ଫି’କୁ ମଧ୍ୟ ୧୬୦ ଡଲାରରୁ ୧୯୦ ଡଲାରକୁ ବୃଦ୍ଧି କରିଛନ୍ତି।

ଏହାପୂର୍ବରୁ ପାକିସ୍ତାନ ସରକାର ଆମେରିକା ନାଗରିକଙ୍କ ଭିସା ନିୟରେ ପରିବର୍ତ୍ତନ କରିବା ସହ ଏହାର ଫି’କୁ ମଧ୍ୟ ବୃଦ୍ଧି କରିଥିଲେ। ଏଥିସହ ଆମେରିକା ରାଷ୍ଟ୍ରଦୂତଙ୍କ ଯିବା ଆସିବା ଉପରେ ମଧ୍ୟ ପାକିସ୍ତାନ କଟକଣା ଜାରି କରିଥିଲା। ଏବେ ଆମେରିକା ଯେସାକୁ ତେସା ନୀତି ଆପଣାଇଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story