ଆମେରିକୀୟ ଡ୍ରୋନ୍‌ ଖସାଇଲା ଇରାନ୍‌, ପ୍ରତିକ୍ରିୟାରେ ଧମକାଇଲେ ଟ୍ରମ୍ପ

ୱାଶିଂଟନ୍‌: ଗୁରୁବାର ଇରାନ ଏକ ଆମେରିକୀୟ ଡ୍ରୋନ୍‌କୁ ଆକାଶମାର୍ଗରୁ ଖସାଇବା ପରେ ଏଥିରେ ଉତ୍‌କ୍ଷିପ୍ତ ହୋଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଡ଼ା ଜବାବ ରଖିଛନ୍ତି। ସେ କହିଛନ୍ତି ଏପରି କରି ଇରାନ୍‌ ଏକ ବଡ଼ ଭୁଲ କରିବସିଛି। ପେଣ୍ଟାଗନ୍‌ ପକ୍ଷରୁ ଦାବି କରାଯାଇଛି ଏହି ଡ୍ରୋନ୍‌ ଇରାନ୍‌ ଆକାଶରେ ନୁହେଁ ଅନ୍ତର୍ଜାତୀୟ ଏୟାରସ୍ପେସ୍‌ରେ ଉଡ଼ୁଥିଲା। ଆମେରିକାର ସେଣ୍ଟ୍ରାଲ କମାଣ୍ଡର ମୁଖପାତ୍ର ତଥା ନୌସେନାର କ୍ୟାପଟେନ୍‌ ବିଲ୍‌ ଅର୍ବାନ୍‌ କହିଛନ୍ତି, ଇରାନର ଦାବି ସମ୍ପୂର୍ଣ୍ଣ ମିଛ। ଏହା […]

trump

trump

Subrat Kumar Nayak
  • Published: Thursday, 20 June 2019
  • Updated: 20 June 2019, 09:53 PM IST

Sports

Latest News

ୱାଶିଂଟନ୍‌: ଗୁରୁବାର ଇରାନ ଏକ ଆମେରିକୀୟ ଡ୍ରୋନ୍‌କୁ ଆକାଶମାର୍ଗରୁ ଖସାଇବା ପରେ ଏଥିରେ ଉତ୍‌କ୍ଷିପ୍ତ ହୋଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଡ଼ା ଜବାବ ରଖିଛନ୍ତି। ସେ କହିଛନ୍ତି ଏପରି କରି ଇରାନ୍‌ ଏକ ବଡ଼ ଭୁଲ କରିବସିଛି। ପେଣ୍ଟାଗନ୍‌ ପକ୍ଷରୁ ଦାବି କରାଯାଇଛି ଏହି ଡ୍ରୋନ୍‌ ଇରାନ୍‌ ଆକାଶରେ ନୁହେଁ ଅନ୍ତର୍ଜାତୀୟ ଏୟାରସ୍ପେସ୍‌ରେ ଉଡ଼ୁଥିଲା।

ଆମେରିକାର ସେଣ୍ଟ୍ରାଲ କମାଣ୍ଡର ମୁଖପାତ୍ର ତଥା ନୌସେନାର କ୍ୟାପଟେନ୍‌ ବିଲ୍‌ ଅର୍ବାନ୍‌ କହିଛନ୍ତି, ଇରାନର ଦାବି ସମ୍ପୂର୍ଣ୍ଣ ମିଛ। ଏହା ଅନ୍ତର୍ଜାତୀୟ ଏୟାରସ୍ପେସ୍‌ରେ ଆମେରିକୀୟ ସର୍ଭେଲାନ୍ସ ଆସେଟ୍‌ ଉପରେ ବିନା କାରଣରେ ଆକ୍ରମଣ।

ଇରାନ ପକ୍ଷରୁ କିନ୍ତୁ କୁହାଯାଇଛି, ଆମେରିକାର ଡ୍ରୋନ୍‌କୁ ଖସାଇବା ସୀମା ସୁରକ୍ଷା ବଳଙ୍କ ପକ୍ଷରୁ ସ୍ପଷ୍ଟ ବାର୍ତ୍ତା ସଦୃଶ ହୋଇଛି। ଇରାନ ପ୍ରତିଟି ବିଦେଶୀ ଆକ୍ରମଣର ଜବାବ ଦେବ। ଆମ ପକ୍ଷରୁ ଉଚିତ ଏବଂ ଦୃଢ଼ ଜବାବ ଦିଆଯିବ। ଇରାନର ରିଭଲ୍ୟୁୟସନାରୀ ଗାର୍ଡ ମୁଖ୍ୟ ହୋସେନ୍‌ ସଲାମୀ କହିଛନ୍ତି। ସେ କହିଛନ୍ତି, ଆମେ ଯୁଦ୍ଧ ଚାହୁଁନୁ, କିନ୍ତୁ କେହି ଯୁଦ୍ଧ ଘୋଷଣା କଲେ ଆମେ ମଧ୍ୟ ପାଲଟା ଜବାବ ନିଶ୍ଚୟ ଦେବୁ।

ସୂଚନାଯୋଗ୍ୟ, ଗତ ସପ୍ତାହରେ ଓମାନଠାରେ ଏକ ତୈଳ ଟ୍ୟାଙ୍କର ଉପରେ ହୋଇଥିବା ଆକ୍ରମଣ ପାଇଁ ଆମେରିକା ଇରାନକୁ ଦାୟୀ କରୁଆସୁଛି। ଆଜିର ଘଟଣା ଏହି ଅଞ୍ଚଳରେ ହିଁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story