ଉସମାନ୍ ଖାଁ ପାକିସ୍ତାନୀ ନୁହେଁ : ଏନଏଡିଆରଏ

ଇସଲାମବାଦ: ବୁଧବାର ଜମ୍ମୁ ଓ କାଶ୍ମୀରର ଉଦ୍ଦାମପୁରରୁ ଗିରଫ ହୋଇଥିବା ଆତଙ୍କୀ ଉସମାନ୍ ଖାଁ ପାକିସ୍ତାନର ନାଗରିକ ନୁହେଁ। ପାକିସ୍ତାନର ନ୍ୟାସନାଲ୍ ଡାଟାବେସ୍ ଏଣ୍ଡ୍  ରେଜିଷ୍ଟ୍ରେସନ୍ ଅଥରଟି (ଏନଏଡିଆରଏ) ପକ୍ଷରୁ ଗୁରୁବାର ଏହି କଥା କୁହାଯାଇଛି। ଉସମାନ୍ ଖାଁ ପାକିସ୍ତାନର ନାଗରିକ ବୋଲି ଭାରତ ସରକାରଙ୍କ ଦାବିକୁ ପ୍ରତ୍ୟାଖାନ କରି ଏନଏଡିଆରଏ ଏହି କଥା କହିଛି। ଏହି ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ଏନଏଡିଆରଏ ରେକର୍ଡରେ ଉସମାନ୍ ଖାଁ ଓରଫ୍ ମହମ୍ମଦ ନାବେଦର ନାମ ପାକିସ୍ତାନୀ ଭାବେ […]

pakistan

pakistan

Rakesh Mallick
  • Published: Thursday, 06 August 2015
  • Updated: 04 May 2017, 03:45 PM IST

Sports

Latest News

ଇସଲାମବାଦ: ବୁଧବାର ଜମ୍ମୁ ଓ କାଶ୍ମୀରର ଉଦ୍ଦାମପୁରରୁ ଗିରଫ ହୋଇଥିବା ଆତଙ୍କୀ ଉସମାନ୍ ଖାଁ ପାକିସ୍ତାନର ନାଗରିକ ନୁହେଁ। ପାକିସ୍ତାନର ନ୍ୟାସନାଲ୍ ଡାଟାବେସ୍ ଏଣ୍ଡ୍  ରେଜିଷ୍ଟ୍ରେସନ୍ ଅଥରଟି (ଏନଏଡିଆରଏ) ପକ୍ଷରୁ ଗୁରୁବାର ଏହି କଥା କୁହାଯାଇଛି। ଉସମାନ୍ ଖାଁ ପାକିସ୍ତାନର ନାଗରିକ ବୋଲି ଭାରତ ସରକାରଙ୍କ ଦାବିକୁ ପ୍ରତ୍ୟାଖାନ କରି ଏନଏଡିଆରଏ ଏହି କଥା କହିଛି।

ଏହି ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ଏନଏଡିଆରଏ ରେକର୍ଡରେ ଉସମାନ୍ ଖାଁ ଓରଫ୍ ମହମ୍ମଦ ନାବେଦର ନାମ ପାକିସ୍ତାନୀ ଭାବେ ଉଲ୍ଲେଖ ନାହିଁ। ସେହିପରି ଭାରତର ଗଣମାଧ୍ୟମ ଦ୍ୱାରା ଉସମାନ୍ ଖାଁର ଯେଉଁ ଫଟୋ ଜାରି କରାଯାଇଛି ତାହାକୁ ଦେଖିଲେ ସେ ପାକିସ୍ତାନୀ ଭଳି ଦେଖାଯାଉ ନାହିଁ।

ସୁଚନାଯୋଗ୍ୟ, ବୁଧବାର ଉଦ୍ଦାମପୁରରେ ବିଏସଏଫ୍ ଉପରକୁ  ଆକ୍ରମଣ କରିଥିବା ୩  ଆତଙ୍କୀ ମଧ୍ୟରେ ଜଣକୁ ଗିରଫ କରାଯାଇଥିଲା। ବର୍ତ୍ତମାନ ଜମ୍ମୁରେ ଉସମାନ୍ ଖାଁକୁ ପଚରାଉଚୁରା କରାଯାଇଛି । ଉସମାନ ଖାଁର ଘର ପାକିସ୍ତାନର ଫୈସଲବାଦରେ। ଉସମାନ ଖାଁ ବ୍ୟତୀତ ଅନ୍ୟ ଏକ ଆତଙ୍କୀ ମହମ୍ମଦ ମେମିନ୍ ବିଏସଏଫଙ୍କ ଗୁଳିରେ ନିହତ ହୋଇଥିଲା । ଏହି ଆକ୍ରମଣରେ ବିଏସଏଫର ୨ ଜଣ ଯବାନ ସହିଦ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story