ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ସିବିଆଇର ଜେରା

ନୂଆଦିଲ୍ଲୀ: ଅସନ୍ତୁଷ୍ଟ କଂଗ୍ରେସ ବିଧାୟକଙ୍କୁ ପ୍ରଭାବିତ କରିବା ପାଇଁ  ଉଦ୍ୟମ କରୁଥିବାର ଏକ ଷ୍ଟିଙ୍ଗ୍ ଅପରେସନ୍ ସମ୍ପର୍କରେ ସିବିଆଇ ଆଜି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କୁ ଜେରା କରିଛି। ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ଯେ ମେ’ ୨୪ ତାରିଖରେ ଜେରାବେଳେ  ରାୱତ କିଛି ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇ ନ ଥିବାରୁ ସିବିଆଇ ତାଙ୍କୁ ଆଜି ପୁଣି ହାଜର ହେବା ପାଇଁ କହିଥିଲା। ସିବିଆଇର ଅଭିଯୋଗକୁ ଖଣ୍ଡନ କରି ରାୱତ କହିଥିଲେ, ସେ ଏଜେନ୍ସିକୁ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। […]

Harish Rawat

Harish Rawat

Rakesh Mallick
  • Published: Tuesday, 07 June 2016
  • Updated: 08 June 2016, 10:27 AM IST

Sports

Latest News

Harish Rawatନୂଆଦିଲ୍ଲୀ: ଅସନ୍ତୁଷ୍ଟ କଂଗ୍ରେସ ବିଧାୟକଙ୍କୁ ପ୍ରଭାବିତ କରିବା ପାଇଁ  ଉଦ୍ୟମ କରୁଥିବାର ଏକ ଷ୍ଟିଙ୍ଗ୍ ଅପରେସନ୍ ସମ୍ପର୍କରେ ସିବିଆଇ ଆଜି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କୁ ଜେରା କରିଛି।

ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ଯେ ମେ’ ୨୪ ତାରିଖରେ ଜେରାବେଳେ  ରାୱତ କିଛି ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇ ନ ଥିବାରୁ ସିବିଆଇ ତାଙ୍କୁ ଆଜି ପୁଣି ହାଜର ହେବା ପାଇଁ କହିଥିଲା। ସିବିଆଇର ଅଭିଯୋଗକୁ ଖଣ୍ଡନ କରି ରାୱତ କହିଥିଲେ, ସେ ଏଜେନ୍ସିକୁ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

ଉତ୍ତରାଖଣ୍ଡ ବିଧାନସଭାରେ ଆସ୍ଥା ଭୋଟରେ ତାଙ୍କୁ ସମର୍ଥନ କରିବା ପାଇଁ ରାୱତ କିଛି ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କୁ ଟଙ୍କା ଯାଚୁଥିବାର ଏକ ଷ୍ଟିଙ୍ଗ୍ ଅପରେସନ ପ୍ରଘଟ ହେବା ପରେ ସିବିଆଇ ଏପ୍ରିଲ ୨୯ ତାରିଖରେ ଏହି ମାମଲାରେ ପ୍ରାରମ୍ଭିକ ଅନୁସନ୍ଧାନ  ଆରମ୍ଭ କରିଥିଲା।

ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ଦ୍ୱାରା ଷ୍ଟିଙ୍ଗ୍ ଅପରେସନର ଭିଡିଓ ଜାରି କରାଯିବା ପରେ ଅଭିଯୋଗକୁ ଖଣ୍ଡନ କରି ରାୱତ ଏହାକୁ ଏକ ମିଛ ଭିଡିଓ ବୋଲି କହିଥିଲେ। କିନ୍ତୁ ପରେ ସେ ସ୍ୱୀକାର କରିଥିଲେ କି ସେ ଏହି ଷ୍ଟିଙ୍ଗ୍ ଅପରେସନରେ ଥିଲେ। ବିଧାନସଭାରେ ଆସ୍ଥା ଭୋଟରେ ରାୱତ ବିଜୟୀ ହେବା ପରେ ମେ’ ୧୫ ତାରିଖରେ ରାଜ୍ୟ କ୍ୟାବିନେଟର ଏକ ବୈଠକରେ ଷ୍ଟିଙ୍ଗ୍ ଅପରେସନର ସିବିଆଇ ଯାଞ୍ଚ ପାଇଁ କରାଯାଇଥିବା ସୁପାରିଶକୁ ପ୍ରତ୍ୟାହାର କରି ନିଆଯାଇଥିଲା। ସିବିଆଇ ଯାଞ୍ଚ ବନ୍ଦ କରିବା ପାଇଁ  ସେ କରିଥିବା ଆବେଦନକୁ ଉତ୍ତରାଖଣ୍ଡ ଉଚ୍ଚ ନ୍ୟାୟଳୟ ନାକଚ କରି ଦେଇଥିଲେ। ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିବାବେଳେ ରାଜ୍ୟ ସରକାରଙ୍କ ସୁପାରିଶ କ୍ରମେ କେନ୍ଦ୍ରରେ ଥିବା ବିଜେପି ନେତୃତ୍ୱାଧୀନ ସରକାର ବିଜ୍ଞପ୍ତି ଜାରି କରିବା ପରେ ସିବିଆଇ ଏହି ମାମଲା ରୁଜୁ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story