ଉତ୍କଳ ଏକ୍ସପ୍ରେସ୍‌ ଦୁର୍ଘଟଣା :୧୪ ବଗି ଲାଇନଚ୍ୟୁତ୍‌, ୧୦ ମୃତ, ୪୦ ଆହତ, ପ୍ରଭୁ ଘୋଷଣା କଲେ ସହାୟତା

ନୂଆଦିଲ୍ଲୀ:ଉତ୍ତରପ୍ରଦେଶର ମୁଜାଫରନଗର ଖତୈଲିରେ  ହୋଇଥିବା ପୁରୀ-ହରିଦ୍ବାର ଏକ୍ସ୍ରପ୍ରେସ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟ ୧୦ରେ ପହଞ୍ଚିଛି। ସେହିପରି ଆହତଙ୍କ ସଂଖ୍ୟା ୪୦ ଛୁଇଁଛି। ୧୪ଟି ବଗି ଲାଇନ୍‌ଚ୍ୟୁତ ହୋଇଛି।୧୮୪୭୭ ନମ୍ବର ବିଶିଷ୍ଟ ପୁରୀ-ହରିଦ୍ବାର-ଉତ୍କଳ ଏକ୍ସେପ୍ରେସ୍‌ ପୁରୀରୁ ହରିଦ୍ବାର ଯାଉଥିବା ବେଳେ ଶନିବାର ସନ୍ଧ୍ୟା ୫ଟା ୪୬ରେ ଏହି ଦୁର୍ଘଟଣା ଘଟିଛି। ତେବେ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ଜଣାପଡ଼ି ନାହିଁ। ତେବେ ଦୁର୍ଘଟଣାର କାରଣ ଜଣାପଡ଼ି ନାର୍ହି। ସେହିପରି ରେଲୱେ ପକ୍ଷରୁ ହେଲପ୍‌ଲାଇନ ଜାରି ହୋଇଛି। ଦୁର୍ଘଟଣା ସମୟରେ ଗାଡ଼ିର […]

railway

railway

Rakesh Mallick
  • Published: Saturday, 19 August 2017
  • Updated: 19 August 2017, 08:49 PM IST

Sports

Latest News

ନୂଆଦିଲ୍ଲୀ:ଉତ୍ତରପ୍ରଦେଶର ମୁଜାଫରନଗର ଖତୈଲିରେ  ହୋଇଥିବା ପୁରୀ-ହରିଦ୍ବାର ଏକ୍ସ୍ରପ୍ରେସ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟ ୧୦ରେ ପହଞ୍ଚିଛି। ସେହିପରି ଆହତଙ୍କ ସଂଖ୍ୟା ୪୦ ଛୁଇଁଛି। ୧୪ଟି ବଗି ଲାଇନ୍‌ଚ୍ୟୁତ ହୋଇଛି।୧୮୪୭୭ ନମ୍ବର ବିଶିଷ୍ଟ ପୁରୀ-ହରିଦ୍ବାର-ଉତ୍କଳ ଏକ୍ସେପ୍ରେସ୍‌ ପୁରୀରୁ ହରିଦ୍ବାର ଯାଉଥିବା ବେଳେ ଶନିବାର ସନ୍ଧ୍ୟା ୫ଟା ୪୬ରେ ଏହି ଦୁର୍ଘଟଣା ଘଟିଛି।

ତେବେ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ଜଣାପଡ଼ି ନାହିଁ। ତେବେ ଦୁର୍ଘଟଣାର କାରଣ ଜଣାପଡ଼ି ନାର୍ହି। ସେହିପରି ରେଲୱେ ପକ୍ଷରୁ ହେଲପ୍‌ଲାଇନ ଜାରି ହୋଇଛି। ଦୁର୍ଘଟଣା ସମୟରେ ଗାଡ଼ିର ବେଗ ଏତେ ତୀବ୍ର ଥିଲା ଯେ, ବଗି ପରେ ବଗି ଚଢିଚାଲିଯାଇଛି। ଏସ-୨ ଏବଂ ପେଣ୍ଟ୍ରିକାର ଗୁରୁତର ଭାବେ ପ୍ରଭାବିତ ହୋଇଛି। ରେଳମନ୍ତ୍ରୀ ସୁରେଶ ପ୍ରଭୁ ମୃତକଙ୍କ ପାଇଁ ୩.୫ ଲକ୍ଷ, ଗୁରୁତରଙ୍କୁ ୫୦ ହଜାର ଏବଂ ଆହତଙ୍କୁ ୨୫ ହଜାର ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story