ଶିଶୁ ମାନସିକତାରେ ବିପଜ୍ଜନକ ପରିବର୍ତ୍ତନ: ସ୍କୁଲ୍ ଛୁଟି କରିବାକୁ ଛୁରି ଭୁସିଲା ଷଷ୍ଠ ଶ୍ରେଣୀ ଛାତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆପଣମାନେ ହରିୟାଣାର ରିୟାନ ଇଣ୍ଟରନ୍ୟାସ୍‌ନାଲ୍ ସ୍କୁଲ୍‌ରେ ୭ ବର୍ଷର ଛାତ୍ର ପ୍ରଦ୍ୟୁମ୍ନ ଠାକୁରଙ୍କୁ ହତ୍ୟା ଘଟଣା ଭୁଲି ନଥିବେ। ଗତ ବର୍ଷ ଏହି ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡ ଘଟିଥିଲା। ପରୀକ୍ଷା ଓ ଅଭିଭାବକ-ଶିକ୍ଷକ ବୈଠକ ବନ୍ଦ କରିବାକୁ ସ୍କୁଲର ଜଣେ ୧୬ ବର୍ଷୀୟ ବାଳକ ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ସେହିପରି ଏଇ କିଛି ଦିନ ପୂର୍ବରୁ କୋରାପୁଟ ଜିଲ୍ଲାର ଏକ ସ୍କୁଲ୍‌ରେ ଚତୁର୍ଥ ଓ ପଞ୍ଚମ ଶ୍ରେଣୀର […]

lucknow

lucknow

Rakesh Mallick
  • Published: Thursday, 18 January 2018
  • Updated: 18 January 2018, 09:30 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆପଣମାନେ ହରିୟାଣାର ରିୟାନ ଇଣ୍ଟରନ୍ୟାସ୍‌ନାଲ୍ ସ୍କୁଲ୍‌ରେ ୭ ବର୍ଷର ଛାତ୍ର ପ୍ରଦ୍ୟୁମ୍ନ ଠାକୁରଙ୍କୁ ହତ୍ୟା ଘଟଣା ଭୁଲି ନଥିବେ। ଗତ ବର୍ଷ ଏହି ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡ ଘଟିଥିଲା। ପରୀକ୍ଷା ଓ ଅଭିଭାବକ-ଶିକ୍ଷକ ବୈଠକ ବନ୍ଦ କରିବାକୁ ସ୍କୁଲର ଜଣେ ୧୬ ବର୍ଷୀୟ ବାଳକ ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ସେହିପରି ଏଇ କିଛି ଦିନ ପୂର୍ବରୁ କୋରାପୁଟ ଜିଲ୍ଲାର ଏକ ସ୍କୁଲ୍‌ରେ ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ଚାରି ଜଣ ପିଲା ଜଣେ ପ୍ରଥମ ଶ୍ରେଣୀ ଛାତ୍ରକୁ ମରଣାନ୍ତକ ଆକ୍ରମଣ କରିଥିଲେ ଓ ମରିଯାଇଛି ଭାବି ଡ୍ରେନ୍‌ରେ ଫିଙ୍ଗି ଦେଇଥିଲେ।

ଶିଶୁଙ୍କ ମାନସିକତାରେ ଏହି ବିପଜ୍ଜନକ ପରିବର୍ତ୍ତନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଉତ୍ତର ପ୍ରଦେଶରୁ ଆସିଛି ଏମିତି ଏକ ଖବର। ଗତ ମଙ୍ଗଳବାର ଦିନ ଘଟିଥିଲା ଏହି ଘଟଣାଟି। ଲକ୍ଷ୍ନୌର ବ୍ରାଇଟ୍‌ଲ୍ୟାଣ୍ଡ ସ୍କୁଲର ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ ପ୍ରଥମ ଶ୍ରେଣୀର ଜଣେ ଛାତ୍ରଙ୍କୁ ଛୁରି ଭୁସି ଦେଇଥିଲେ। ତାଙ୍କ ପେଟ ଓ ଛାତିରେ ସେ ଏକାଧିକ ଥର ଭୁସି ଥିଲେ। ସେ ତାଙ୍କଠାରୁ ଢେର ସାନ ପିଲାଟିକୁ ଛୁରି ମାରିବା ପଛରେ ଥିଲା ଏକମାତ୍ର କାରଣ। ସେ ଚାହୁଁଥିଲେ ସେହିଦିନ ସ୍କୁଲ୍ ଶୀଘ୍ର ଛୁଟି ହୋଇଯାଉ। ତେଣୁ ଏମିତି ଏକ କାଣ୍ଡ ଭିଆଇ ଥିଲେ। ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଛାତ୍ର ଜଣଙ୍କ ଏକଥା କହିଛନ୍ତି।

ସେ ପୋଲିସ୍‌କୁ ଦେଇଥିବା ବୟାନରେ କହିଛନ୍ତି,“ପୁଅ ପିଲାଙ୍କ ପରି ଚୁଟି ରଖିଥିବା ଜଣେ ଦିଦି ମୋତେ ଡାକିଲେ। ଶିକ୍ଷକ ଡାକୁଛନ୍ତି କହି ସେ ମୋତେ ଡାକିଲେ। ସେ ମୋତେ ବାଥ୍‌ରୁମ୍‌କୁ ନେଇ ଗଲେ। ସେଠାରେ ସେ ମୋତେ ପ୍ରଥମେ ପିଟିଲେ।  ତା’ପରେ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କଲେ। ମୋତେ କାହିଁକି ମାରୁଛ ବୋଲି ମୁଁ ତାଙ୍କୁ ପଚାରିଥିଲି। ସେ କହିଥିଲେ- ମୁଁ ଚାହୁଁଛି ଆଜି ସ୍କୁଲ୍ ଜଲଦି ଛୁଟି ହୋଇଯାଉ। ତୋତେ ନମାରିଲେ ସ୍କୁଲ୍ କେମିତି ଛୁଟି ହେବେ?”

ଛାତ୍ର ଜଣଙ୍କ ରକ୍ତାକ୍ତ ଅବସ୍ଥାରେ କାନ୍ଦୁ ଥିବା ବେଳେ ସ୍କୁଲର ଜଣେ କର୍ମଚାରୀ ଶୁଣିପାରି ତାଙ୍କୁ ଉଦ୍ଧାର କରିଥିଲେ ଓ ଡାକ୍ତରଖାନା ନେଇ ଯାଇଥିଲେ। ଛାତ୍ରୀ ଜଣଙ୍କ ତାଙ୍କ ପାଟିରେ କପଡ଼ା ମଧ୍ୟ ଭର୍ତ୍ତି କରି ଦେଇଥିଲେ।

ଫଟୋ ଦେଖି ସେ ଛାତ୍ରୀ ଜଣଙ୍କୁ ଚିହ୍ନି ପାରିଥିଲେ।

ଘଟଣାଟି ମଙ୍ଗଳବାର ଘଟିଥିଲେ ହେଁ ତାହା ବୁଧବାର ଲୋକଲୋଚନକୁ ଆସିଥିଲା। ଘଟଣା ସଂପର୍କରେ ସଙ୍ଗେ ସଙ୍ଗେ ପୋଲିସ୍‌କୁ ନଜଣାଇଥିବା ଯୋଗୁଁ ସ୍କୁଲ୍ ଅଧ୍ୟକ୍ଷଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଛାତ୍ରୀଙ୍କୁ ମଧ୍ୟ ଗିରଫ କରାଯାଇଛି। ତାଙ୍କୁ ଆଜି ସନ୍ଧ୍ୟାରେ ଜୁଭେନାଇଲ ଜଷ୍ଟିସ ବୋର୍ଡ ସମ୍ମୁଖରେ ହାଜର କରାଯାଇଥିଲା। ପୋଲିସ୍ ଘଟଣାର ଅଧିକ ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story