୪୦ କାର୍ଯ୍ୟକର୍ତ୍ତାଙ୍କୁ ବିଦା କଲା ବିଜେପି

ନୂଆଦିଲ୍ଲୀ: ରବିବାର ଉତ୍ତରାଖଣ୍ଡ ବିଜେପିର ୪୦ କାର୍ଯ୍ୟକର୍ତ୍ତାଙ୍କୁ ବହିଷ୍କୃତ କରିଛି। ଏମାନେ ଦଳ ବିରୋଧୀ କାର୍ଯ୍ୟ କରିଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି। ସେମାନେ ସ୍ଥାନୀୟ ପଞ୍ଚାୟତ ନିର୍ବାଚନରେ ଦଳର ସମର୍ଥିତ ପ୍ରାର୍ଥୀଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିଲେ। ବିଜେପିର ଉତ୍ତରାଖଣ୍ଡ ବିଜେପି ଅଜୟ ଭଟ୍ଟ ସାଂଗଠନିକ କମିଟିର ସୁପାରିସ ଓ ରିପୋର୍ଟ ଆଧାରରେ ଏହି ପଦକ୍ଷେପ ନେଇଛନ୍ତି। ଜିଲ୍ଲା ସ୍ତରର କିମଟିରୁ ଏନେଇ ରିପୋର୍ଟ ମଗାଯାଇଥିଲା। ରାଜ୍ୟ ବିଜେପି ସମ୍ପାଦକ ରାଜେନ୍ଦ୍ର ଭଣ୍ଡାରୀ ଏନେଇ ସୂଚନା ଦେଇଛନ୍ତି। ପ୍ରାଥମିକ […]

BJP_Flag

Subrat Kumar Nayak
  • Published: Sunday, 29 September 2019
  • , Updated: 29 September 2019, 10:24 PM IST

ନୂଆଦିଲ୍ଲୀ: ରବିବାର ଉତ୍ତରାଖଣ୍ଡ ବିଜେପିର ୪୦ କାର୍ଯ୍ୟକର୍ତ୍ତାଙ୍କୁ ବହିଷ୍କୃତ କରିଛି। ଏମାନେ ଦଳ ବିରୋଧୀ କାର୍ଯ୍ୟ କରିଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି। ସେମାନେ ସ୍ଥାନୀୟ ପଞ୍ଚାୟତ ନିର୍ବାଚନରେ ଦଳର ସମର୍ଥିତ ପ୍ରାର୍ଥୀଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିଲେ।

ବିଜେପିର ଉତ୍ତରାଖଣ୍ଡ ବିଜେପି ଅଜୟ ଭଟ୍ଟ ସାଂଗଠନିକ କମିଟିର ସୁପାରିସ ଓ ରିପୋର୍ଟ ଆଧାରରେ ଏହି ପଦକ୍ଷେପ ନେଇଛନ୍ତି। ଜିଲ୍ଲା ସ୍ତରର କିମଟିରୁ ଏନେଇ ରିପୋର୍ଟ ମଗାଯାଇଥିଲା। ରାଜ୍ୟ ବିଜେପି ସମ୍ପାଦକ ରାଜେନ୍ଦ୍ର ଭଣ୍ଡାରୀ ଏନେଇ ସୂଚନା ଦେଇଛନ୍ତି।

ପ୍ରାଥମିକ ଅବସ୍ଥାରେ ପ୍ରଥମେ ସେମାନଙ୍କୁ ମିଳିଥିବା ପଦବଦବୀ ହଟାଇ ଦିଆଯାଇଛି। ପରେ ଅନ୍ୟ ନିଷ୍ପତ୍ତି ମଧ୍ୟ ପର୍ଯ୍ୟରୟ କ୍ରମେ ନିଆଯିବ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ, ରାଜ୍ୟର ୧୨ଟି ଜିଲ୍ଲାରେ ଆସନ୍ତା ମାସ ୬ ତାରିଖରୁ ୨୧ ତାରିଖ ଯାଏ ନିର୍ବାଚନ ଅନୁଷ୍ଠିତ ହେବ।

Related story