୧୫ ‍ବର୍ଷ ପରେ ସଂସଦ ଫେରିବେ ଭାଇକୋ

ଚେନ୍ନାଇ: ଏମ୍‌ଡିଏମ୍‌କେ ଭି ଗୋପାଲସ୍ୱାମୀ ଭାଇକୋ ଦୀର୍ଘ ୧୫ ବର୍ଷ ପରେ ସଂସଦକୁ ଫେରିବେ। ତାଙ୍କ ଦଳ ତାଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ମନୋନୀତ କରିଛି। ଯଦିଓ ଏମ୍‌ଡିଏମ୍‌କେର ଏଥିପାଇଁ ଯଥେଷ୍ଟ ସଦସ୍ୟ ନାହାନ୍ତି, ଲୋକସଭା ନିର୍ବାଚନ ବେଳର ଚୁକ୍ତି ଅନୁଯାୟୀ ଡିଏମ୍‌କେ ଭାଇକୋଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ ଜଣାଇବ। ସୂଚନାଯୋଗ୍ୟ ଯେ ଏମ୍‌ଡିଏମ୍‌କେ ସମର୍ଥନରେ ଡିଏମ୍‌କେ ୩୮ଟିରୁ ୩୭ଟି ଲୋକସଭା ଆସନରେ ବିଜୟୀ ହୋଇପାରିଥିଲା। ୩ଥର ରାଜ୍ୟସଭାକୁ ଯାଇଥିବା ଭାଇକୋ ଶିବକାଶୀରୁ ୨ଥର ଲୋକସଭା ନିର୍ବାଚନ ମଧ୍ୟ […]

vaiko

vaiko

Subrat Kumar Nayak
  • Published: Tuesday, 02 July 2019
  • Updated: 02 July 2019, 06:24 PM IST

Sports

Latest News

ଚେନ୍ନାଇ: ଏମ୍‌ଡିଏମ୍‌କେ ଭି ଗୋପାଲସ୍ୱାମୀ ଭାଇକୋ ଦୀର୍ଘ ୧୫ ବର୍ଷ ପରେ ସଂସଦକୁ ଫେରିବେ। ତାଙ୍କ ଦଳ ତାଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ମନୋନୀତ କରିଛି। ଯଦିଓ ଏମ୍‌ଡିଏମ୍‌କେର ଏଥିପାଇଁ ଯଥେଷ୍ଟ ସଦସ୍ୟ ନାହାନ୍ତି, ଲୋକସଭା ନିର୍ବାଚନ ବେଳର ଚୁକ୍ତି ଅନୁଯାୟୀ ଡିଏମ୍‌କେ ଭାଇକୋଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ ଜଣାଇବ। ସୂଚନାଯୋଗ୍ୟ ଯେ ଏମ୍‌ଡିଏମ୍‌କେ ସମର୍ଥନରେ ଡିଏମ୍‌କେ ୩୮ଟିରୁ ୩୭ଟି ଲୋକସଭା ଆସନରେ ବିଜୟୀ ହୋଇପାରିଥିଲା।

୩ଥର ରାଜ୍ୟସଭାକୁ ଯାଇଥିବା ଭାଇକୋ ଶିବକାଶୀରୁ ୨ଥର ଲୋକସଭା ନିର୍ବାଚନ ମଧ୍ୟ ଜିତିଛନ୍ତି। ୧୯୯୯ରୁ ୨୦୦୪ଯାଏ ସେ ଶେଷ ଥର ପାଇଁ ସାଂସଦ ଥିଲେ।

ବୃତ୍ତିରେ ଓକିଲ ଭାଇକୋ ତାମିଲ ଏବଂ ଇଂରାଜୀ ଭାଷାରେ ସୁବକ୍ତା ଭାବରେ ଜଣାଶୁଣା। ୨୦୦୨ ମସିହାରେ ସେ ଏଲ୍‌ଟିଟିଇ ସମର୍ଥନରେ ବିବାଦୀୟ ଭାଷଣ ଦେଇଥିବାରୁ ଜୟଲଳିତାଙ୍କ ଏଆଇଡିଏମ୍‌କେ ସରକାର ତାଙ୍କୁ ଆତଙ୍କବାଦ ନିରୋଧୀ ଆଇନ ବଳରେ ଗିରଫ କରିଥିଲେ। ସେ ଭେଲ୍ଲୋର ଜେଲରେ ପ୍ରାୟ ଏକ ବର୍ଷ କାଟିଥିଲେ। ଅବଶ୍ୟ ୨୦୧୪ ମସିହାରେ ଏହି ମାମଲା ପ୍ରତ୍ୟାହାର କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story