ସିମେଣ୍ଟ ବିମ୍ ତଳେ ଚାପି ହୋଇ ରହିଛି ଧାଡ଼ି ଧାଡ଼ି ଗାଡ଼ି, ଗାଡ଼ି ଭିତରେ ମଣିଷ...

ଉତ୍ତର ପ୍ରଦେଶର ବାରଣାସୀରେ ବଡ଼ଧରଣର ଦୁର୍ଘଟଣା ଘଟିଛି। ଏକ ନିର୍ମାଣଧୀନ ଫ୍ଲାଏଓଭର ଭୁଶୁଡ଼ି ପଡ଼ିବାରୁ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ଏହି ଭୟଙ୍କର ଦୁର୍ଘଟଣାରେ ବହୁ ଲୋକ ଫଶି ରହିଥିବା ଆଶଙ୍କା କରାଯାଉଛି। ଦୁର୍ଘଟଣା ସ୍ଥଳରେ ଅତି ଦୟନୀୟ ଓ କରୁଣ ଦୃଶ୍ୟ ସୃଷ୍ଟି ହୋଇଛି। ରାସ୍ତାରେ ଯିଆ ଆସିବା କରୁଥିବା ଅନେକ ଗାଡ଼ି ଖସି ପଡ଼ିଥିବା ପୋଲ ବିମ୍ ତଳେ ଚାପି ହୋଇ ରହିଛନ୍ତି। ଗାଡ଼ି ଭିତରେ ଥିବା ଲୋକମାନେ ଚାପି […]

Vara

Vara

Ordigital Desk
  • Published: Tuesday, 15 May 2018
  • Updated: 15 May 2018, 09:31 PM IST

Sports

Latest News

ଉତ୍ତର ପ୍ରଦେଶର ବାରଣାସୀରେ ବଡ଼ଧରଣର ଦୁର୍ଘଟଣା ଘଟିଛି। ଏକ ନିର୍ମାଣଧୀନ ଫ୍ଲାଏଓଭର ଭୁଶୁଡ଼ି ପଡ଼ିବାରୁ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ଏହି ଭୟଙ୍କର ଦୁର୍ଘଟଣାରେ ବହୁ ଲୋକ ଫଶି ରହିଥିବା ଆଶଙ୍କା କରାଯାଉଛି। ଦୁର୍ଘଟଣା ସ୍ଥଳରେ ଅତି ଦୟନୀୟ ଓ କରୁଣ ଦୃଶ୍ୟ ସୃଷ୍ଟି ହୋଇଛି। ରାସ୍ତାରେ ଯିଆ ଆସିବା କରୁଥିବା ଅନେକ ଗାଡ଼ି ଖସି ପଡ଼ିଥିବା ପୋଲ ବିମ୍ ତଳେ ଚାପି ହୋଇ ରହିଛନ୍ତି। ଗାଡ଼ି ଭିତରେ ଥିବା ଲୋକମାନେ ଚାପି ହୋଇ ମୃତାହତ ହୋଇଛନ୍ତି। ଦେଖନ୍ତୁ ଘଟଣା ସ୍ଥଳର କିଛି ଦୃଶ୍ୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story