ଭିଏଚପିର ବରିଷ୍ଠ ନେତା ଅଶୋକ ସିଙ୍ଘଲଙ୍କ ପରଲୋକ

ମୁମ୍ବାଇ: ବିଶ୍ୱ ହିନ୍ଦୁ ପରିଷଦର ବରିଷ୍ଠ ନେତା ଅଶୋକ ସିଙ୍ଘଲଙ୍କ ପରଲୋକ। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ଗୁରଗାଁଓର ମେଦାନ୍ତ ହସ୍ପିଟାଲରେ ସେ ଗତ ୨୦ ତାରିଖରୁ ଚିକିତ୍ସିତ ହେଉଥିଲେ। ସେଠାରେ ସେ ଆଇସିୟୁରେ ଭର୍ତ୍ତି ହୋଇ ଲାଇଫ ସପୋର୍ଟ ସିଷ୍ଟମରେ ଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ, ଯୋଗଗୁରୁ ରାମଦେବ, କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନ, ଜେପି ନଡ୍ଡା, ଉମା […]

ashoksinghal

ashoksinghal

Rakesh Mallick
  • Published: Tuesday, 17 November 2015
  • Updated: 17 November 2015, 12:34 PM IST

Sports

Latest News

ମୁମ୍ବାଇ: ବିଶ୍ୱ ହିନ୍ଦୁ ପରିଷଦର ବରିଷ୍ଠ ନେତା ଅଶୋକ ସିଙ୍ଘଲଙ୍କ ପରଲୋକ। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ଗୁରଗାଁଓର ମେଦାନ୍ତ ହସ୍ପିଟାଲରେ ସେ ଗତ ୨୦ ତାରିଖରୁ ଚିକିତ୍ସିତ ହେଉଥିଲେ। ସେଠାରେ ସେ ଆଇସିୟୁରେ ଭର୍ତ୍ତି ହୋଇ ଲାଇଫ ସପୋର୍ଟ ସିଷ୍ଟମରେ ଥିଲେ।

କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ, ଯୋଗଗୁରୁ ରାମଦେବ, କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନ, ଜେପି ନଡ୍ଡା, ଉମା ଭାରତୀ ପ୍ରମୁଖ ହସପିଟାଲ୍ ଯାଇ ସିଙ୍ଘଲଙ୍କ ଶେଷ ଦର୍ଶନ କରିଥିଲେ। ୧୯୯୨ରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭିଏଚପି ପକ୍ଷରୁ ଯେଉଁ ଆନ୍ଦୋଳନ ହୋଇଥିଲା ସେଥିରେ ସିଂଘଲ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story