ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ପଦ ଲାଗି ଆଜି ନିର୍ବାଚନ ଅନୁଷ୍ଠିତ ହେଉଛି। ସଂସଦ ଭବନର ସ୍ୱତନ୍ତ୍ର କକ୍ଷରେ ଭୋଟ୍ ଗ୍ରହଣ ଚାଲିଛି। ଉଭୟ ଲୋକସଭା ଓ ରାଜ୍ୟସଭା ସାଂସଦମାନେ ଭୋଟ୍ ଦେଉଛନ୍ତି।  କିଛି ସମୟ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋଟ୍ ଦେଇଛନ୍ତି। ସେହିପରି ଏନଡିଏ ପ୍ରାର୍ଥୀ ଭେଙ୍କେୟା ନାଇଡୁ ମଧ୍ୟ ଭୋଟ୍ ଦେଇଛନ୍ତି। ଉପରାଷ୍ଟ୍ରପତି ନିର୍ବାଚନରେ ବାଲଟ୍‌ ପେପର ବ୍ୟବହାର ହୁଏ। ଏଥିରେ ଉଭୟ ଲୋକସଭା ଓ ରାଜ୍ୟସଭାର ସଂସଦମାନେ ନିଜ ମତ ସାବ୍ୟସ୍ତ କରିଥାନ୍ତି। ଭୋଟ୍ […]

vice

vice

Rakesh Mallick
  • Published: Saturday, 05 August 2017
  • Updated: 05 August 2017, 12:54 PM IST

Sports

Latest News

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ପଦ ଲାଗି ଆଜି ନିର୍ବାଚନ ଅନୁଷ୍ଠିତ ହେଉଛି। ସଂସଦ ଭବନର ସ୍ୱତନ୍ତ୍ର କକ୍ଷରେ ଭୋଟ୍ ଗ୍ରହଣ ଚାଲିଛି। ଉଭୟ ଲୋକସଭା ଓ ରାଜ୍ୟସଭା ସାଂସଦମାନେ ଭୋଟ୍ ଦେଉଛନ୍ତି।  କିଛି ସମୟ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋଟ୍ ଦେଇଛନ୍ତି। ସେହିପରି ଏନଡିଏ ପ୍ରାର୍ଥୀ ଭେଙ୍କେୟା ନାଇଡୁ ମଧ୍ୟ ଭୋଟ୍ ଦେଇଛନ୍ତି।

ଉପରାଷ୍ଟ୍ରପତି ନିର୍ବାଚନରେ ବାଲଟ୍‌ ପେପର ବ୍ୟବହାର ହୁଏ। ଏଥିରେ ଉଭୟ ଲୋକସଭା ଓ ରାଜ୍ୟସଭାର ସଂସଦମାନେ ନିଜ ମତ ସାବ୍ୟସ୍ତ କରିଥାନ୍ତି। ଭୋଟ୍ ଦେବା ବେଳେ ଏକ ସ୍ୱତନ୍ତ୍ର ପେନର ବ୍ୟବହାର ହୋଇଥାଏ। ଯଦି କୌଣସି ମତଦାତା ଅଲଗା ପେନ ବ୍ୟବହାର କରନ୍ତି,ତା ହେଲେ ତାଙ୍କ ଭୋଟ୍ ଖାରଜ ହୋଇଯିବ।

ବାଲଟ ପେପରରେ କେବଳ ପ୍ରାର୍ଥୀଙ୍କ ନାଁ ରହିଥାଏ, କୌଣସି ଦଳୀୟ ଚିହ୍ନ ରହି ନ ଥାଏ।  ଏଥର ଉପ-ରାଷ୍ଟ୍ରପତି ନିର୍ବାଚନରେ ୨ଜଣ ପ୍ରାର୍ଥୀ ଅଛନ୍ତି। ମୋଦି ସରକାରର ପୂର୍ବତନ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭେଙ୍କେୟା ନାଇଡୁ ଏନ୍‌ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବାବେଳେ ତାଙ୍କ ବିପକ୍ଷରେ ଅଛନ୍ତି ମିଳିତ ବିରୋଧୀ ଦଳ ପ୍ରାର୍ଥୀ ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଗୋପାଳ କୃଷ୍ଣ ଗାନ୍ଧି।

ସଂଖ୍ୟା ଦୃଷ୍ଟିରୁ ଏନଡିଏ ପ୍ରାର୍ଥୀ ଭେଙ୍କେୟାଙ୍କ ବିଜୟ ସମ୍ଭାବନା ଅଧିକ ରହିଛି। ରାଷ୍ଟ୍ରପତି  ନିର୍ବାଚନରେ ସାଂସଦଙ୍କ ସହ ବିଧାୟକମାନେ ଭୋଟ୍‌ ଦେଉଥିବା ବେଳେ ଉପରାଷ୍ଟ୍ରପତି ନିର୍ବାଚନରେ କେବଳ ସାଂସଦମାନେ ହିଁ ଭୋଟ ଦେଇଥାନ୍ତି।  ଆସନ୍ତା ଅଗଷ୍ଟ ୧୯ରେ ବର୍ତ୍ତମାନର ଉପ-ରାଷ୍ଟ୍ରପତି ହମିଦ ଅନସାରୀଙ୍କ କାର୍ଯ୍ୟକାଳ ଶେଷ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story