ସିନେମା ହଲ୍‌ରେ ଜାତୀୟ ସଙ୍ଗୀତ ବିବାଦ: ବିଦ୍ୟା କହିଲେ- ଦେଶଭକ୍ତି କାହା ଉପରେ ଲଦାଯାଇ ପାରିବ ନାହିଁ

ନୂଆଦିଲ୍ଲୀ: ସିନେମା ହଲ୍‌ରେ ଜାତୀୟ ସଙ୍ଗୀତ ବଜାଯିବାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଜଣକ ପରେ ଜଣେ ବଲିଉଡ କଳାକାର ଏହାକୁ ବିରୋଧ କରିବାରେ ଲାଗିଛନ୍ତି। ସିଙ୍ଗର୍ ସୋନୁ ନିଗମଙ୍କ ପରେ ଏବେ ମୁହଁ ଖୋଲିଛନ୍ତି  ବିଦ୍ୟା ବାଲନ। ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ କହିଛନ୍ତି, ‘ସିନେମା ହଲ୍‌ରେ ଫିଲ୍ମ ପୂର୍ବରୁ ଜାତୀୟ ସଙ୍ଗୀତ ବଜାଯିବା ଦରକାର ନାହିଁ। ଦେଶଭକ୍ତି କାହା ପରେ ଜୋରଜବରଦସ୍ତ ଲଦା ଯାଇ ପାରିବ ନାହିଁ। ଆପଣ ସ୍କୁଲରେ ନାହାଁନ୍ତି, […]

Rakesh Mallick
  • Published: Saturday, 28 October 2017
  • Updated: 28 October 2017, 08:37 AM IST

Sports

Latest News

ନୂଆଦିଲ୍ଲୀ: ସିନେମା ହଲ୍‌ରେ ଜାତୀୟ ସଙ୍ଗୀତ ବଜାଯିବାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଜଣକ ପରେ ଜଣେ ବଲିଉଡ କଳାକାର ଏହାକୁ ବିରୋଧ କରିବାରେ ଲାଗିଛନ୍ତି। ସିଙ୍ଗର୍ ସୋନୁ ନିଗମଙ୍କ ପରେ ଏବେ ମୁହଁ ଖୋଲିଛନ୍ତି  ବିଦ୍ୟା ବାଲନ। ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ କହିଛନ୍ତି, ‘ସିନେମା ହଲ୍‌ରେ ଫିଲ୍ମ ପୂର୍ବରୁ ଜାତୀୟ ସଙ୍ଗୀତ ବଜାଯିବା ଦରକାର ନାହିଁ। ଦେଶଭକ୍ତି କାହା ପରେ ଜୋରଜବରଦସ୍ତ ଲଦା ଯାଇ ପାରିବ ନାହିଁ। ଆପଣ ସ୍କୁଲରେ ନାହାଁନ୍ତି, ଯେଉଁଠି ଦିନର ଆରମ୍ଭ ଜାତୀୟ ସଙ୍ଗୀତରୁ ହୋଇଥାଏ।”

ସେ ଆହୁରି କହିଛନ୍ତି,“ଏହା ମୋର ବ୍ୟକ୍ତିଗତ ମତ। ମୁଁ ମୋ ଦେଶକୁ ବହୁତ ଭଲ ପାଏ ଓ ଏହାର ରକ୍ଷା ପାଇଁ କିଛି ବି କରିପାରିବି। ମୁଁ ଯେଉଁଠି ବି ଥାଏ, ଜାତୀୟ ସଙ୍ଗୀତ ଶୁଣିଲେ ଛିଡ଼ା ହୋଇଯାଏ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story