ବିଜୟ ମଲ୍ୟାଙ୍କ ପ୍ରତ୍ୟାର୍ପଣ ନେଇ ଆଜିଠୁ ହେବ ଶୁଣାଣି

ନୂଆଦିଲ୍ଲୀ: ଫେରାର ବ୍ୟବସାୟୀ ବିଜୟ ମଲ୍ୟାଙ୍କ ଭାରତ ପ୍ରତ୍ୟାର୍ପଣ ନେଇ ଆଜିଠୁ ହେବ ଶୁଣାଣି। ଲଣ୍ଡନ ୱେଷ୍ଟମିନ୍‌ଷ୍ଟର ମାଜିଷ୍ଟ୍ରେଟ୍ ମାମଲାର ଶୁଣାଣି କରିବୋ ଭାରତୀୟ ଜେଲରେ ମାଲ୍ୟାଙ୍କ ଜୀବନ ପ୍ରତି ବିପଦ ଥିବା ତାଙ୍କ ଓକିଲ ଦର୍ଶାଇ ସାରିଛନ୍ତି। ଭାରତ ସରକାର ଆଜି ମାମଲାରେ ନିଜ ପକ୍ଷ ରଖିବେ। ଭାରତୀୟ ଜେଲ ଅନ୍ୟ ଦେଶ ତୁଳନାରେ ସୁରକ୍ଷିତ ଥିବା କୋର୍ଟରେ ଯୁକ୍ତି ରଖିବେ ଭାରତ ସରକାର। ଉଭୟ ପକ୍ଷର ଆବେଦନ ପରେ ଏନେଇ ଶୁଣାଣି କରିବେ କୋର୍ଟ। […]

VIJAY

VIJAY

Rakesh Mallick
  • Published: Monday, 04 December 2017
  • Updated: 04 December 2017, 02:25 PM IST

Sports

Latest News

ନୂଆଦିଲ୍ଲୀ: ଫେରାର ବ୍ୟବସାୟୀ ବିଜୟ ମଲ୍ୟାଙ୍କ ଭାରତ ପ୍ରତ୍ୟାର୍ପଣ ନେଇ ଆଜିଠୁ ହେବ ଶୁଣାଣି। ଲଣ୍ଡନ ୱେଷ୍ଟମିନ୍‌ଷ୍ଟର ମାଜିଷ୍ଟ୍ରେଟ୍ ମାମଲାର ଶୁଣାଣି କରିବୋ ଭାରତୀୟ ଜେଲରେ ମାଲ୍ୟାଙ୍କ ଜୀବନ ପ୍ରତି ବିପଦ ଥିବା ତାଙ୍କ ଓକିଲ ଦର୍ଶାଇ ସାରିଛନ୍ତି।

ଭାରତ ସରକାର ଆଜି ମାମଲାରେ ନିଜ ପକ୍ଷ ରଖିବେ। ଭାରତୀୟ ଜେଲ ଅନ୍ୟ ଦେଶ ତୁଳନାରେ ସୁରକ୍ଷିତ ଥିବା କୋର୍ଟରେ ଯୁକ୍ତି ରଖିବେ ଭାରତ ସରକାର। ଉଭୟ ପକ୍ଷର ଆବେଦନ ପରେ ଏନେଇ ଶୁଣାଣି କରିବେ କୋର୍ଟ। ଯଦି ମାଲ୍ୟାଙ୍କ ପ୍ରତ୍ୟାର୍ପଣ ନେଇ କୋର୍ଟ ନିର୍ଦ୍ଦେଶ ଦିଅନ୍ତି ତେବେ ମୁମ୍ବାଇ ଆର୍ଥର ରୋଡ ଜେଲରେ ମାଲ୍ୟାଙ୍କୁ ରଖାଯିବ। ଏନେଇ କ୍ରାଉନ୍ ପ୍ରୋସିକ୍ୟୁସନ୍ ସର୍ଭିସ୍ ବଳରେ ବ୍ରିଟେନ୍ କୋର୍ଟକୁ ସୂଚନା ଦେବେ ଭାରତ ସରକାରା

ଭାରତରୁ୯ ହଜାର କୋଟି ଟଙ୍କା ବ୍ୟାଙ୍କ ଋ଼ଣ ନେଇ ଫେରାର ଅଛନ୍ତି ମାଲ୍ୟା। ଇଂଲଣ୍ଡରେ ଲୁଚି ରହିଥିବା ମାଲ୍ୟାଙ୍କୁ ପୂର୍ବରୁ ଗିରଫ କରାଯାଇଥିଲା। କିନ୍ତୁ ଲଂଣ୍ଡନ କୋର୍ଟ ପକ୍ଷରୁ ମାଲ୍ୟାଙ୍କୁ ଜାମିନ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story