ଚୀନ୍‌କୁ ଭାରତୀୟ ଅଲିମ୍ପିଆଡ୍‌ଙ୍କ ତାତ୍ସଲ୍ୟ: କହିଲେ, ଚୀନ୍ ମାଲ୍ ବେଶୀ ସମୟ ତିଷ୍ଠେନି, ୪୫ ସେକେଣ୍ଡରେ ସାରିଦେବି ଖେଳ

ଚୀନ୍‌ ମାଲ୍‌ ଅତିଶୀଘ୍ର ଖରାପ ହୋଇଯାଏ ବୋଲି ସାଧାରଣରେ ଧାରଣା ଅଛି। ଚୀନ୍‌ ମଣିଷ ମଧ୍ୟ ଚୀନ୍‌ ସାମଗ୍ରୀ ପରି ବୋଲି ଏବେ ଚର୍ଚ୍ଚା। ଏମାନେ ସବୁ କ୍ଷେତ୍ରରେ ଅଳ୍ପ ସମୟ ପର୍ଯ୍ୟନ୍ତ ତିଷ୍ଠି ରହିଥାନ୍ତି ବୋଲି କହିଛନ୍ତି ଜଣେ ଖେଳାଳି। ଅଗଷ୍ଟ ୫ରେ ହେବାକୁ ଥିବା ବାଉଟ ପୂର୍ବରୁ ଏଭଳି ମଜାଦାର କଥା ଗଣମାଧ୍ୟମକୁ କହିଛନ୍ତି ଭାରତୀୟ ପେସାଦାର ବକ୍ସର ତଥା ଅଲମ୍ପିକ ବିଜେତା ବିଜେନ୍ଦର ସିଂହ। ଅଗଷ୍ଟ ୫ରେ ହେବାକୁ ଥିବା ବାଉଟରେ ଷ୍ଟାର […]

vijender5_

vijender5_

Rakesh Mallick
  • Published: Monday, 31 July 2017
  • Updated: 31 July 2017, 11:29 PM IST

Sports

Latest News

ଚୀନ୍‌ ମାଲ୍‌ ଅତିଶୀଘ୍ର ଖରାପ ହୋଇଯାଏ ବୋଲି ସାଧାରଣରେ ଧାରଣା ଅଛି। ଚୀନ୍‌ ମଣିଷ ମଧ୍ୟ ଚୀନ୍‌ ସାମଗ୍ରୀ ପରି ବୋଲି ଏବେ ଚର୍ଚ୍ଚା। ଏମାନେ ସବୁ କ୍ଷେତ୍ରରେ ଅଳ୍ପ ସମୟ ପର୍ଯ୍ୟନ୍ତ ତିଷ୍ଠି ରହିଥାନ୍ତି ବୋଲି କହିଛନ୍ତି ଜଣେ ଖେଳାଳି। ଅଗଷ୍ଟ ୫ରେ ହେବାକୁ ଥିବା ବାଉଟ ପୂର୍ବରୁ ଏଭଳି ମଜାଦାର କଥା ଗଣମାଧ୍ୟମକୁ କହିଛନ୍ତି ଭାରତୀୟ ପେସାଦାର ବକ୍ସର ତଥା ଅଲମ୍ପିକ ବିଜେତା ବିଜେନ୍ଦର ସିଂହ।

ଅଗଷ୍ଟ ୫ରେ ହେବାକୁ ଥିବା ବାଉଟରେ ଷ୍ଟାର ବକ୍ସର ବିଜେନ୍ଦର ସିଂହ ଭେଟିବେ ଚୀନ୍‌ର ଜୁଲଫିକର ମେମତଅଲ୍ଲୀଙ୍କୁ। ପେସାଦାର ବକ୍ସିଂରେ ପ୍ରତିପକ୍ଷଙ୍କୁ ଲଗାତାର ଧୂଳି ଚଟାଇଥିବା ବିଜେନ୍ଦର, ଏଥର ପୂରା ଆତ୍ମବିଶ୍ୱାସର ସହ ରିଙ୍ଗକୁ ଓହ୍ଲାଇବେ। ତେବେ ମ୍ୟାଚ ପୂର୍ବରୁ ବିଜେନ୍ଦର କହିଛନ୍ତି, ଏଥର ଅତିବେଶୀରେ ୪୫ ସେକେଣ୍ଡରେ ଚୀନ୍ ପ୍ରତିପକ୍ଷଙ୍କୁ ହରାଇ ମ୍ୟାଚ ସମାପ୍ତ କରିବେ। କାରଣ ଚୀନ୍‌ ମାଲ୍‌ ବେଶି ସମୟ ପର୍ଯ୍ୟନ୍ତ ତିଷ୍ଠି ପାରନ୍ତି ନାହିଁ। ବିଜେନ୍ଦରଙ୍କ ଏହି ବୟାନ ପରେ ଦର୍ଶକ ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ପାଇବେ। ଚୀନ୍‌ ବକ୍ସର ଜୁଲଫିକର ଏବେ ଡବ୍ଲୁବିଓ ଓରିଏଣ୍ଟାଲ ସୁପର ମିଡିଲୱେଟ ଚାମ୍ପିୟନ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story