ଚନ୍ଦ୍ରରେ ଲ୍ୟାଣ୍ଡର ବିକ୍ରମ ସୁରକ୍ଷିତ

ନୂଆଦିଲ୍ଲୀ: ସଫ୍ଟ ଲ୍ୟାଣ୍ଡିଂ କରିନପାରି ଚନ୍ଦ୍ରରେ ଖସିପଡ଼ିଥିଲା ଲ୍ୟାଣ୍ଡର ବିକ୍ରମ। ହେଲେ ଏହାର କୌଣସି ଅଂଶ ଭାଙ୍ଗି ନାହିଁ। କେବଳ ଏକ ପାଖିଆ ଢଳି ପଡ଼ିଥିବା ଜଣା ପଡ଼ିଛି। ଇସ୍ରୋର ପୂର୍ବତନ ମୁଖ୍ୟ ଜି. ମାଧବନ ନାୟାର ଆଜି ଏହି ସୂଚନା ଦେଇଛନ୍ତି। ଯାହାକି ଇସ୍ରୋ ପାଇଁ ଏକ ଶୁଭ ସୂଚନା। ଏବେ ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ହେବା ପରେ ପ୍ରଜ୍ଞାନ ରୋଭର ସହ ସଂଯୋଗ ହୋଇଯିବ। ଏହାପରେ ମିଶନ ଚନ୍ଦ୍ରଯାନରେ ଅସମ୍ପୂର୍ଣ୍ଣ ଥିବା ୫ […]

chandrayan

chandrayan

Subhransu Sekhar
  • Published: Monday, 09 September 2019
  • Updated: 09 September 2019, 03:10 PM IST

Sports

Latest News

ନୂଆଦିଲ୍ଲୀ: ସଫ୍ଟ ଲ୍ୟାଣ୍ଡିଂ କରିନପାରି ଚନ୍ଦ୍ରରେ ଖସିପଡ଼ିଥିଲା ଲ୍ୟାଣ୍ଡର ବିକ୍ରମ। ହେଲେ ଏହାର କୌଣସି ଅଂଶ ଭାଙ୍ଗି ନାହିଁ। କେବଳ ଏକ ପାଖିଆ ଢଳି ପଡ଼ିଥିବା ଜଣା ପଡ଼ିଛି। ଇସ୍ରୋର ପୂର୍ବତନ ମୁଖ୍ୟ ଜି. ମାଧବନ ନାୟାର ଆଜି ଏହି ସୂଚନା ଦେଇଛନ୍ତି। ଯାହାକି ଇସ୍ରୋ ପାଇଁ ଏକ ଶୁଭ ସୂଚନା। ଏବେ ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ହେବା ପରେ ପ୍ରଜ୍ଞାନ ରୋଭର ସହ ସଂଯୋଗ ହୋଇଯିବ। ଏହାପରେ ମିଶନ ଚନ୍ଦ୍ରଯାନରେ ଅସମ୍ପୂର୍ଣ୍ଣ ଥିବା ୫ ପ୍ରତିଶତ କାର୍ଯ୍ୟ ସଫଳ ହୋଇପାରିବ।

ଲ୍ୟାଣ୍ଡର ବିକ୍ରମ ସହ ଇସ୍ରୋର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲେ ମଧ୍ୟ ଚନ୍ଦ୍ର ଚାରିପଟେ ଘୂରି ବୁଲୁଥିବା ଅର୍ବିଟର ଲ୍ୟାଣ୍ଡର ବିକ୍ରମର ସ୍ଥିତି ବାବଦରେ ଗତକାଲି ଚିତ୍ର ପଠାଇଥିଲା। ଏହା ପରେ ଇସ୍ରୋ ବୈଜ୍ଞାନିକମାନେ ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି।

ସେପ୍ଟେମ୍ୱର ୭-୮ ମଧ୍ୟରାତ୍ରୀରେ ମିଶନ ଚନ୍ଦ୍ରାୟନ ୨ ଲ୍ୟାଣ୍ଡିଂ କରିବାର ଅନ୍ତିମ ସମୟରେ ଜଟିଳ ପରିସ୍ଥିତ ସୃଷ୍ଟି ହୋଇଥିଲା। ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ର ନିକଟରେ ପହଞ୍ଚିବା ପାଇଁ ମାତ୍ର ୨.୧ କିଲୋମିଟର ଥିବା ବେଳେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଏହାପରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ ପାଇଁ ପ୍ରସ୍ତୁତି ଚଳାଇଥିବା ଇସ୍ରୋ ବୈଜ୍ଞାନିକଙ୍କ ଆଶା ମଉଳିଯାଇଥିଲା।

ମହାକାଶ ଉପରେ ଗବେଷଣା କରୁଥିବା ଗବେଷକମାନେ ଅନୁମାନ କରିଥିଲେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରର ଦକ୍ଷିଣ ମେରୁରେ ଖସି ପଡ଼ିଥିଲେ ଭାଙ୍ଗିରୁଜି ଯାଇଥିବ। ଏମିତି ଆଶଙ୍କା ଓ ସମ୍ଭାବନା ମଧ୍ୟରେ ବିକ୍ରମର ପତ୍ତା ଏବେ ମିଳିବା ପରେ ଇସ୍ରୋ ବୈଜ୍ଞାନିକଙ୍କ ମଧ୍ୟରେ ନୂତନ ଉଦ୍ଦିପନା ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story