ହିଂସା ଓ ଅସ୍ତ୍ର ସମାଧାନର ମାର୍ଗ ନୁହେଁ: ମୋଦି

ନୂଆଦିଲ୍ଲୀ: ହିଂସା କେବେ ମଧ୍ୟ ସମସ୍ୟାର ସମାଧାନ କରେନି ଏବଂ କୌଣସି ସମସ୍ୟାର ସମାଧାନ ଅନ୍ୟ ଏକ ସମସ୍ୟା ସୃଷ୍ଟି କରି କରାଯାଇ ପାରିବନି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ୨୦୨୦ ବର୍ଷର ପ୍ରଥମ ‘ମନ୍ କୀ ବାତ୍’ରେ ଏଭଳି କହିଛନ୍ତି। ହିଂସାର ମାର୍ଗ ବାଛିଥିବା ଲୋକଙ୍କୁ ମୁଖ୍ୟସ୍ରୋତକୁ ଫେରିଆସିବାକୁ ସେ କହିଛନ୍ତି। ଏସବୁର ସମାଧାନ କରିବା ପାଇଁ ଭାରତର କ୍ଷମତା ରହିଥିବା ସେମାନେ ବିଶ୍ୱାସ କରିବା ଉଚିତ। ଉତ୍ତର-ପୂର୍ବ ଭାରତରେ ଉଗ୍ରବାଦ ଥମିଥିବା କଥା […]

Man-ki-bat

Man-ki-bat

Subrat Kumar Nayak
  • Published: Sunday, 26 January 2020
  • Updated: 26 January 2020, 10:10 PM IST

Sports

Latest News

ନୂଆଦିଲ୍ଲୀ: ହିଂସା କେବେ ମଧ୍ୟ ସମସ୍ୟାର ସମାଧାନ କରେନି ଏବଂ କୌଣସି ସମସ୍ୟାର ସମାଧାନ ଅନ୍ୟ ଏକ ସମସ୍ୟା ସୃଷ୍ଟି କରି କରାଯାଇ ପାରିବନି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ୨୦୨୦ ବର୍ଷର ପ୍ରଥମ ‘ମନ୍ କୀ ବାତ୍’ରେ ଏଭଳି କହିଛନ୍ତି।

ହିଂସାର ମାର୍ଗ ବାଛିଥିବା ଲୋକଙ୍କୁ ମୁଖ୍ୟସ୍ରୋତକୁ ଫେରିଆସିବାକୁ ସେ କହିଛନ୍ତି। ଏସବୁର ସମାଧାନ କରିବା ପାଇଁ ଭାରତର କ୍ଷମତା ରହିଥିବା ସେମାନେ ବିଶ୍ୱାସ କରିବା ଉଚିତ। ଉତ୍ତର-ପୂର୍ବ ଭାରତରେ ଉଗ୍ରବାଦ ଥମିଥିବା କଥା ଉଦାହରଣ ଦେବା ସହ ସେ କହିଥିଲେ ହିଂସା କେବେ ସମାଧାନ କରେନି।

ମୋଦି କହିଥିଲେ, “ଆସନ୍ତୁ ନୂଆ ଭାରତ ଗଠନ କରିବା ଯେଉଁଠାରେ ସବୁକିଛି ଶାନ୍ତି ଉପାୟରେ ସମାଧାନ ହେବ।” ଗତ କିଛି ଦିନ ତଳେ ୮ଟି ନିଷିଦ୍ଧ ସଂଗଠନର ୬୪୪ ଆତଙ୍କବାଦୀ ଆତ୍ମସମର୍ପଣ କରିଥିଲେ। ଅନ୍ୟପକ୍ଷରେ ତ୍ରିପୁରାରେ ୮୦ ଲୋକ ହିଂସାର ମାର୍ଗ ଛାଡ଼ି ମୁଖ୍ୟସ୍ରୋତକୁ ଫେରିଥିଲେ।

ଏହାକୁ ନେଇ ମୋଦି କହିଛନ୍ତି, ଯେଉଁମାନେ ଭାବିଥିଲେ ହିଂସା ଦ୍ୱାରା ସମାଧାନ ହୋଇପାରିବ, ସେମାନେ ବନ୍ଧୁକ ଉଠାଇଥିଲେ। କିନ୍ତୁ ସେମାନେ ଏବେ ବୁଝିବାକୁ ଆରମ୍ଭ କରିଛନ୍ତି ଶାନ୍ତି ଓ ସଦ୍‌ଭାବନା ହିଁ କୌଣସି ସମସ୍ୟାର ସମାଧାନ କରିପାରିବ।

ଏକବିଂଶ ଶତାବ୍ଦୀକୁ ଜ୍ଞାନ, ବିଜ୍ଞାନ ଏବଂ ଗଣତନ୍ତ୍ରର ଯୁଗ ବୋଲି କହିବା ସହ ମୋଦି କହିଛନ୍ତି, ଏମିତି ଗୋଟିଏ ସ୍ଥାନ ଅଛି କି ଯେଉଁଠି ହିଂସା ଜରିଆରେ ଉନ୍ନତି ହୋଇଛି। ବିଶ୍ୱର କୌଣସି ସମସ୍ୟାର ସମାଧାନ ହିଂସା ନୁହେଁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story