ମହାରାଷ୍ଟ୍ରରେ ମହାଭାରତ

ମୁମ୍ବାଇ: ମହାରାଷ୍ଟ୍ରରେ ଜାତିବାଦକୁ ନେଇ  ହିଂସା।  ଆଙ୍ଗ୍ଲୋ ମରାଠା ଯୁଦ୍ଧକୁ ୨୦୦ ବର୍ଷ ପୂର୍ତ୍ତି ଅବସରରେ ଉତ୍ତେଜନା ପ୍ରକାଶ ପାଇଛି। କାର୍ଯ୍ୟକ୍ରମକୁ ନେଇ ଦୁଇ ଜାତି ମଧ୍ୟରେ ତେଜିଲା ଉତ୍ତେଜନା। ଏହି ଗଣ୍ଡଗୋଳରେ ଜଣେ ସ୍ଥାନୀୟ ବାସିନ୍ଦା  ପ୍ରାଣ ହରାଇଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ୧୪୪ ଧାରା ଜାରି କରିଛି । ଜିଲ୍ଲା ପ୍ରଶାସନ ପୁନେ କୋରେଗାଁଓ ଅଞ୍ଚଳରେ ମରାଠା ଯୁଦ୍ଧକୁ ୨୦୦ ବର୍ଷ ପୂର୍ତ୍ତି ଅବସରରେ ଶୋଭାଯାତ୍ରା ବାହାରିଥିଲେ। ତେବେ ଏହାକୁ ବିରୋଧ […]

l-222

l-222

Rakesh Mallick
  • Published: Tuesday, 02 January 2018
  • Updated: 02 January 2018, 09:43 PM IST

Sports

Latest News

ମୁମ୍ବାଇ: ମହାରାଷ୍ଟ୍ରରେ ଜାତିବାଦକୁ ନେଇ  ହିଂସା।  ଆଙ୍ଗ୍ଲୋ ମରାଠା ଯୁଦ୍ଧକୁ ୨୦୦ ବର୍ଷ ପୂର୍ତ୍ତି ଅବସରରେ ଉତ୍ତେଜନା ପ୍ରକାଶ ପାଇଛି। କାର୍ଯ୍ୟକ୍ରମକୁ ନେଇ ଦୁଇ ଜାତି ମଧ୍ୟରେ ତେଜିଲା ଉତ୍ତେଜନା। ଏହି ଗଣ୍ଡଗୋଳରେ ଜଣେ ସ୍ଥାନୀୟ ବାସିନ୍ଦା  ପ୍ରାଣ ହରାଇଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ୧୪୪ ଧାରା ଜାରି କରିଛି । ଜିଲ୍ଲା ପ୍ରଶାସନ ପୁନେ କୋରେଗାଁଓ ଅଞ୍ଚଳରେ ମରାଠା ଯୁଦ୍ଧକୁ ୨୦୦ ବର୍ଷ ପୂର୍ତ୍ତି ଅବସରରେ ଶୋଭାଯାତ୍ରା ବାହାରିଥିଲେ। ତେବେ ଏହାକୁ ବିରୋଧ କରିଥିଲା ଅନ୍ୟ ଏକ ଗୋଷ୍ଠୀ।

ପରିସ୍ଥିତି ଏପରିକି, ଉଭୟ ଗୋଷ୍ଠୀ ମଧ୍ୟରେ ଖଣ୍ଡଯୁଦ୍ଧ ସୃଷ୍ଟି ହୋଇଥିଲା । ସହରର ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା କରିବା ସହ ପୋଡ଼ାଜଳା କରିଥିଲେ ବିକ୍ଷୋଭକାରୀ।  ଉତ୍ତେଜନାର ସିଧା ପ୍ରଭାବ ଗାଡ଼ି ଚଳାଚଳା ଉପରେ ପଡ଼ିଛି।   ବିଭିନ୍ନ ସ୍ଥାନରେ ବିକ୍ଷୋଭ ଏବଂ ତ୍ରୀବ ଉତ୍ତେଜନା ଯୋଗୁଁ ଶହ ଶହ ଯାତ୍ରୀ ଅଟକି ରହିଥିଲେ । ତେବେ ଘଟଣାକୁ ନିୟନ୍ତଣାଧିନ କରିବା ପାଇଁ ବ୍ୟାପକ ପରିମାଣର ଫୋର୍ସ ମୁତୟନ ହୋଇଛନ୍ତି । ଜିଲ୍ଲା ପ୍ରଶାସନକୁ ଘଟଣାର ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ । ଘଟଣାରେ ନ୍ୟାୟିକ ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ନିବେଦନ କରିଛନ୍ତି ଫଡ଼ନାଭିସ।  ଏହାସହ ମୃତକଙ୍କ ପରିବାରଲୋକଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା ହୋଇଛି।  ସେପଟେ ପୁନେର ଉତ୍ତେଜନକାକୁ ଦୃଷ୍ଟିରେ ରଖି ମୁମ୍ବାଇରେ ବଢ଼ିଛି ସୁରକ୍ଷା ବ୍ୟବସ୍ଥା।  ମୁମ୍ବାଇ, ଥାନେ ଏବଂ ମହାରାଷ୍ଟ୍ରର ପ୍ରମୁଖ ସ୍ଥାନରେ ଫୋର୍ସ ମୁତୟନ ହୋଇଛି।

ସୂଚନା ଅନୁଯାୟୀ, ଭୀମା-କୋରେଗାଓ ଯୁଦ୍ଧର ୨୦୦ତମ ବର୍ଷ ପୂର୍ତ୍ତି ଅବସରରେ ସୋମବାର ଦଳିତ ବର୍ଗର ଗୋଟିଏ ଗୋଷ୍ଠୀ ପୁନେ ନିକଟରେ ଏକ ସମାରୋହର ଆୟୋଜନ କରିଥିବା ବେଳେ ଏଥିରେ ସଂଘର୍ଷ ଘଟିଥିଲା।  ଗୋଟିଏ ଗୋଷ୍ଠୀର ଲୋକେ ଅନ୍ୟ ଗୋଷ୍ଠୀର ୨ଟି ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story