ଇଟାଲିରେ ବାହାହେଲ କାହିଁକି?

ଗୁନା: ଇଟାଲିରୁ ଆସିଥିବା ଲୋକେ ଆଜି ଭାରତର କୋଟିପତି ତାଲିକାରେ ଗଣା ହେଉଛନ୍ତି। ହେଲେ ଆମେ ଯାହାଙ୍କୁ ଦେଶର ସମ୍ପତ୍ତି ବୋଲି କହୁଛେ, ସେମାନେ କୋଟିକୋଟି ଟଙ୍କା ଇଟାଲିରେ ବ୍ୟୟ କରୁଛନ୍ତି, ପିକ୍‌ନିକ୍‌ କରିବା ଭଳି ଅର୍ଥ ବ୍ୟୟ କରି ଦେଶକୁ ଫରୁଛନ୍ତି। ଏହା କ’ଣ ଦେଶପ୍ରେମ? ଇଟାଲିରେ ବିବାହ କରିବାକୁ ନେଇ ବିରୁଷ୍କାଙ୍କୁ ଏଭଳି ପ୍ରଶ୍ନ କରିଛନ୍ତି ମଧ୍ୟପ୍ରଦେଶର ବିଜେପି ଏମ୍‌ଏଲ୍‌ଏ ପନ୍ନାଲାଲ ସାକ୍ୟ। ଜଣେ ଭାରତୀୟ ହୋଇ ଦେଶ ବାହାରେ ବିବାହ କରିବାର ମାନେ […]

virat

virat

Rakesh Mallick
  • Published: Wednesday, 20 December 2017
  • Updated: 20 December 2017, 08:50 AM IST

ଗୁନା: ଇଟାଲିରୁ ଆସିଥିବା ଲୋକେ ଆଜି ଭାରତର କୋଟିପତି ତାଲିକାରେ ଗଣା ହେଉଛନ୍ତି। ହେଲେ ଆମେ ଯାହାଙ୍କୁ ଦେଶର ସମ୍ପତ୍ତି ବୋଲି କହୁଛେ, ସେମାନେ କୋଟିକୋଟି ଟଙ୍କା ଇଟାଲିରେ ବ୍ୟୟ କରୁଛନ୍ତି, ପିକ୍‌ନିକ୍‌ କରିବା ଭଳି ଅର୍ଥ ବ୍ୟୟ କରି ଦେଶକୁ ଫରୁଛନ୍ତି। ଏହା କ’ଣ ଦେଶପ୍ରେମ?

ଇଟାଲିରେ ବିବାହ କରିବାକୁ ନେଇ ବିରୁଷ୍କାଙ୍କୁ ଏଭଳି ପ୍ରଶ୍ନ କରିଛନ୍ତି ମଧ୍ୟପ୍ରଦେଶର ବିଜେପି ଏମ୍‌ଏଲ୍‌ଏ ପନ୍ନାଲାଲ ସାକ୍ୟ। ଜଣେ ଭାରତୀୟ ହୋଇ ଦେଶ ବାହାରେ ବିବାହ କରିବାର ମାନେ କ’ଣ ବୋଲି ପ୍ରଶ୍ନ କରିଛନ୍ତି ସାକ୍ୟ। ଏପରିକି ସେ ଏହି ଦୁଇ ଭାରତୀୟ ସେଲିବ୍ରେଟିଙ୍କ ଦେଶପ୍ରେମକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

ଏଠାରେ ସ୍କିଲ୍‌ ଇଣ୍ଡିଆ କେନ୍ଦ୍ର ଉଦ୍‌ଘାଟନ ସମୟରେ ସେ ଏଭଳି ବିବୃତି ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଆୟୋଜିତ ସଭାରେ ସେ କହିଥିଲେ ଯେ, “ବିରାଟ କୋହଲି ଭାରତ ପାଇଁ ନାଁ କମାଉଛନ୍ତି। ଏପରିକି ଏହିଦେଶ ପାଇଁ ସେ ଆଜି କୋଟି କୋଟି ଟଙ୍କା ରୋଜଗାର ମଧ୍ୟ କରୁଛନ୍ତି। ହେଲେ ଦୁଭାଗ୍ୟ, ଏତେବଡ ବିଶାଳ ଦେଶରେ ବିବାହ କରିବାକୁ ତାଙ୍କୁ ସ୍ଥାନ ମିଳିଲାନାହିଁ, କ’ଣ ତାଙ୍କ ପାଇଁ ଭାରତ ଅଛୁଆଁ କି?”

ସାକ୍ୟ, କଡା ଭାଷାରେ ବିରାଟଙ୍କୁ ସମାଲୋଚନା କରି କହିଛନ୍ତି ଯେ, ଭାରତରେ କମେଇଥିବା ଅର୍ଥ ସେ ଇଟାଲୀରେ ବ୍ୟୟ କରି ନିଜ ଦେଶ ପ୍ରତି ଭକ୍ତିଭାବ ଓ ଦେଶପ୍ରେମ ନ ଥିବା କଥାକୁ ପ୍ରମାଣିତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story