କାଲି ବୁଲେଟ ଟ୍ରେନ୍‌ ପ୍ରକଳ୍ପର ଶିଳାନ୍ୟାସ: ଯୋଗଦେବେ ମୋଦି-ଆବେ

ନୂଆଦିଲ୍ଲୀ:ଭାରତରେ ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେ।  ଆଜି ଅପରାହ୍ନରେ ସେ  ଗୁଜରାଟର ଅହମ୍ମଦାବାଦରେ  ପହଞ୍ଚିଥିଲେ।  ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ପହଞ୍ଚି ଆବେଙ୍କୁ ସ୍ୱାଗତ କରିଛନ୍ତି।  ଏହା ପରେ  ଉଭୟ ଏକ ଭବ୍ୟ ରୋଡ ଶୋରେ ଯାଇଥିଲେ । ବିମାନବନ୍ଦରରୁ ଆଶ୍ରମ ପର୍ଯ୍ୟନ୍ତ ଦୀର୍ଘ ୮ କିଲୋମିଟର୍ ଏକ ରୋଡ୍  ସୋ’ର ଆୟୋଜନ କରାଯାଇଥିଲା । ମୋଦି,  ଆବେ ଓ ତାଙ୍କ ପତ୍ନୀ  ଏକାଠି ଏହି ରୋଡ୍ ସୋ’ରେ ଭାଗ ନେଇଥିଲେ ।   ଏଥିପାଇଁ ରାଜ୍ୟ […]

Rakesh Mallick
  • Published: Wednesday, 13 September 2017
  • Updated: 13 September 2017, 07:47 PM IST

Sports

Latest News

ନୂଆଦିଲ୍ଲୀ:ଭାରତରେ ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେ।  ଆଜି ଅପରାହ୍ନରେ ସେ  ଗୁଜରାଟର ଅହମ୍ମଦାବାଦରେ  ପହଞ୍ଚିଥିଲେ।  ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ପହଞ୍ଚି ଆବେଙ୍କୁ ସ୍ୱାଗତ କରିଛନ୍ତି।  ଏହା ପରେ  ଉଭୟ ଏକ ଭବ୍ୟ ରୋଡ ଶୋରେ ଯାଇଥିଲେ । ବିମାନବନ୍ଦରରୁ ଆଶ୍ରମ ପର୍ଯ୍ୟନ୍ତ ଦୀର୍ଘ ୮ କିଲୋମିଟର୍ ଏକ ରୋଡ୍  ସୋ’ର ଆୟୋଜନ କରାଯାଇଥିଲା । ମୋଦି,  ଆବେ ଓ ତାଙ୍କ ପତ୍ନୀ  ଏକାଠି ଏହି ରୋଡ୍ ସୋ’ରେ ଭାଗ ନେଇଥିଲେ ।   ଏଥିପାଇଁ ରାଜ୍ୟ ସରକାର ଭବ୍ୟ ଆୟୋଜନ କରିଥିଲେ।   ଆବେଙ୍କୁ ସ୍ୱାଗତ ପାଇଁ ବିଭିନ୍ନ ସ୍ଥାନରେ ଭାରତୀୟ  ଲୋକ ନୃତ୍ୟର ମଧ୍ୟ ଆୟୋଜନ କରାଯାଇଥିଲା। ଆବେ ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି । ଏହି ଗସ୍ତ  ଅବସରରେ ସେ   ଭାରତ-ଜାପାନ ବାର୍ଷିକ ସମ୍ମିଳନୀରେ ଯୋଗଦେବେ।   ଆଜି ଆବେ ସାବରମତୀ ଆଶ୍ରମ  ପରିଦର୍ଶନ କରିଛନ୍ତି। ତେବେ ଆସନ୍ତାକାଲି ଅହମ୍ମଦାବାଦରେ ଏକ ସାଧାରଣ ସଭାରେ ଯୋଗଦେବେ ଭୟୟ ନେତା। ଏହି ଅବସରରେ ସବୁଠୁ ଦ୍ରୁତଗାମୀ ଟ୍ରେନ୍‌ ବୁଲେଟ ଟ୍ରେନ୍‌ ପ୍ରକଳ୍ପ ପାଇଁ ଶିଳାନ୍ୟାସ ହେବ। ଏହି କାର୍ଯ୍ୟକ୍ରମରେ ଉଭୟ ନେତା ଯୋଗ ଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ପ୍ରଥମ ପର୍ଯ୍ୟାୟରେ ଅହମ୍ମଦାବାଦରୁ ମୁମ୍ବାଇକୁ (୫୦୮ କି.ମି.)ହେବାକୁ ଥିବା ପ୍ରକଳ୍ପ ପାଇଁ  ୧ ଲକ୍ଷ ୧୦ ହଜାର  କୋଟି ଟଙ୍କା ବ୍ୟୟ ହେବ। ଏଥିରୁ ୮୮,୦୦୦ କୋଟି ଟଙ୍କା ଜାପାନ ଋଣ ଆକାରରେ ଯୋଗାଇ ଦେବ। ଯାହାକୁ ଭାରତ ୫୦ ବର୍ଷରେ ସୁଜିବା ପାଇଁ ଚୁକ୍ତି ହୋଇଛି। ୨୦୨୩ରେ କାର୍ଯ୍ୟ ସରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।  ସୂଚନା ଅନୁଯାୟୀ ଗତ ବର୍ଷ ନଭେମ୍ବର ମାସରେ ମୋଦି ଜାପାନ ଗସ୍ତ କରି ବୁଲେଟ୍ ଟ୍ରେନ୍‌ ପାଇଁ ସହାୟତା ଚାହିଁଥିଲେ। ଏଥିରେ ଜାପାନ ସହମତି ପ୍ରକାଶ କରିଥିଲା।

ବୁଲେଟ ଟ୍ରେନ କେଉଁଠି କେବେଠାରୁ ଆରମ୍ଭ ହୋଇଥିଲା

ଏବେ ଆସନ୍ତୁ ନଜର ପକାଇବା ବିଶ୍ୱରେ ବୁଲେଟ ଟ୍ରେନ କେବେଠାରୁ ଏବଂ କେଉଁ ଦେଶରେ ଆରମ୍ଭ ହୋଇଥିଲା।    ୧୫ ମେ ୧୯୩୩ ମସିହାରେ ଜର୍ମାନୀରେ ପ୍ରଥମେ ଆରମ୍ଭ ହୋଇଥିଲା ବୁଲେଟ୍ ଟ୍ରେନ୍ ।  ଏହାର ନାଁ ରହିଥିଲା  ଫ୍ଲାଇଜେଣ୍ଡର ହମବର୍ଗର।   ଜର୍ମାନୀର ହମବର୍ଗ ସହରରୁ ବର୍ଲିନ ସହର ମଧ୍ୟରେ ଏହି ଟ୍ରେନ ଚଳାଚଳ ଆରମ୍ଭ  କରିଥିଲା ।  ଏହାପରେ ୧୯୬୪ରେ ଜାପାନ ଚଳାଚଳ କରିଥିଲା ବୁଲେଟ ଟ୍ରେନ ।   ସବୁ ରେକର୍ଡ ଭାଙ୍ଗି ଘଣ୍ଟାପ୍ରତି ଏହାର ବେଗ ଥିଲା ୨୮୫ କିଲୋମିଟର।  ବର୍ତ୍ତମାନ ବିଶ୍ୱର ସବୁଠାରୁ ହାଇସ୍ପିଡ ଟ୍ରେନ୍ ଚୀନରେ ଚାଲୁଛି ।  ଯାହାର ଘଣ୍ଟାପ୍ରତି ବେଗ ୪୮୬  କିଲୋମିଟର ରହିଛି।  ୧୯୮୪ ମସିହାରେ ଭାରତରେ ପ୍ରଥମେ ବୁଲେଟ ଟ୍ରେନ ପାଇଁ ଯୋଜନା ଆରମ୍ଭ ହୋଇଥିଲା।  ତତ୍କାଳୀନ  ରେଳମନ୍ତ୍ରୀ ମାଧବରାଓ ସିନ୍ଧିଆ ଏହାର ପ୍ରସ୍ତାବ ରଖିଥିଲେ।  ତେବେ ବିଭିନ୍ନ କାରଣ ଦର୍ଶାଇ ଏହି ପ୍ରୋଜେକ୍ଟ ବନ୍ଦ  କରାଯାଇଥିଲା।  ୨୦୧୨ରେ ଭାରତୀୟ ରେଳ ମନ୍ତ୍ରଣାଳୟ ବୁଲେଟ ଟ୍ରେନ ପାଇଁ ନୂ‌ଆ ବିଭାଗ ତିଆରି କରିଥିଲା।  ଯାହାର ନାଁ  ରଖାଯାଇଥିଲା ହାଇସ୍ପିଡ ରେଲ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story