ଜିଓ ଭଳି ଆଇୟୁସି ଚାର୍ଜ ନେବ କି ଭୋଡ଼ାଫୋନ୍-ଆଇଡିଆ?

ନୂଆଦିଲ୍ଲୀ: ଜିଓ ପରେ ଅନ୍ୟ ଟେଲିକମ କମ୍ପାନୀ ଆଇୟୁସି (Interconnect Usage charge) ନେବେ କି ନାହିଁ ସେ ନେଇ ଏବେ ବଡ଼ ପ୍ରଶ୍ନ ଉଠିଛି। ବଜାରକୁ ଆସିବା ପାଖରୁ ସମସ୍ତ ନେଟଓ୍ୱର୍କକୁ ନିର୍ଦ୍ଧାରିତ ପ୍ୟାକ୍ ମାଧ୍ୟମରେ ଅସୀମିତ ଭଏସ କଲିଂ ସୁବିଧା ଯୋଗାଉଥିଲା ରିଲାଏନ୍ସ ଜିଓ। ଗତାକିଲ କିନ୍ତୁ ଗ୍ରାହକଙ୍କୁ ପାଖରୁ ଆଇୟୁସି ଚାର୍ଜ ନେବ ବୋଲି ଜିଓ ଘୋଷଣା କରିଥିଲା। ଏହାପରେ ଅନ୍ୟ ଟେଲିକମ କମ୍ପାନୀର ଗ୍ରାହକଙ୍କ ମନରେ ପ୍ରଶ୍ ଉଠିଠି ସେମାନେ ଆୟୁସି […]

voda fone idea

voda fone idea

Subhransu Sekhar
  • Published: Thursday, 10 October 2019
  • Updated: 11 October 2019, 10:18 AM IST

Sports

Latest News

ନୂଆଦିଲ୍ଲୀ: ଜିଓ ପରେ ଅନ୍ୟ ଟେଲିକମ କମ୍ପାନୀ ଆଇୟୁସି (Interconnect Usage charge) ନେବେ କି ନାହିଁ ସେ ନେଇ ଏବେ ବଡ଼ ପ୍ରଶ୍ନ ଉଠିଛି। ବଜାରକୁ ଆସିବା ପାଖରୁ ସମସ୍ତ ନେଟଓ୍ୱର୍କକୁ ନିର୍ଦ୍ଧାରିତ ପ୍ୟାକ୍ ମାଧ୍ୟମରେ ଅସୀମିତ ଭଏସ କଲିଂ ସୁବିଧା ଯୋଗାଉଥିଲା ରିଲାଏନ୍ସ ଜିଓ। ଗତାକିଲ କିନ୍ତୁ ଗ୍ରାହକଙ୍କୁ ପାଖରୁ ଆଇୟୁସି ଚାର୍ଜ ନେବ ବୋଲି ଜିଓ ଘୋଷଣା କରିଥିଲା। ଏହାପରେ ଅନ୍ୟ ଟେଲିକମ କମ୍ପାନୀର ଗ୍ରାହକଙ୍କ ମନରେ ପ୍ରଶ୍ ଉଠିଠି ସେମାନେ ଆୟୁସି ଚାର୍ଜ ଦେବେ କି। ଯାହାର ଜବାବ ରଖିଛି ଦେଶର ଅନ୍ୟତମ ଟେଲିକମ ଅପରେଟର ସଂସ୍ଥା ଭୋଡାଫୋନ୍-ଆଇଡିଆ।

ଭୋଡାଫୋନ୍-ଆଇଡିଆ କହିଛି ତାଙ୍କ ଗ୍ରାହକମାନେ ଅନ୍ୟ ନେଟଓ୍ୱର୍କକୁ କଲ୍ କଲେ କୌଣସି ଟଙ୍କା ଦେବାକୁ ପଡ଼ିବ ନାହିଁ। ଏମିତି ଉଦ୍ଦେଶ୍ୟ ତାଙ୍କର ନାହିଁ ବୋଲି କମ୍ପାନୀ ସ୍ପଷ୍ଟ କରିଛି। ତାଙ୍କର ଗ୍ରାହକ କାହାକୁ ଫୋନ୍ କରିବା ବେଳେ ନଭାବନ୍ତୁ ଯେ ସେ ଅନ୍ୟ ନେଟଓ୍ୱର୍କର ନମ୍ୱରକୁ ଫୋନ୍ କରୁଛନ୍ତି ବୋଲି। କମ୍ପାନୀ ସ୍ପଷ୍ଟ କରିଛି ଏହି ଆଇୟୁସି ଚାର୍ଜ ଗ୍ରାହକଙ୍କ ଉପରେ ନପଡ଼ିବା ଉଚିତ୍।

ଜିଓ ପକ୍ଷରୁ ଗତକାଲି ଆଇୟୁସି ଚାର୍ଜ ବାବଦରେ ଘୋଷଣା ହେବା ପରେ ଅନ୍ୟ ନେଟଓ୍ୱର୍କ ସହ କଥା ହେବା ପାଇଁ ଟପ୍ ଅପ ଘୋଷଣା କରିଛି। ୧୦ ଟଙ୍କାରେ ଅନ୍ୟ ନେଟୱର୍କକୁ ୧୨୪ ମିନିଟ୍‌ ପର୍ଯ୍ୟନ୍ତ କଲ୍ ଓ ଗୋଟିଏ ଜିବି ଡାଟା ମିଳିବ। ସେହିପରି ୨୦ ଟଙ୍କାରେ ୨୪୯ ମିନିଟ୍ ପର୍ଯ୍ୟନ୍ତ କଲ ଓ ୨ ଜିବି ଡାଟା ମିଳିବ। ୫୦ ଟଙ୍କିଆ ରିଚାର୍ଜରେ ୬୫୬ ମିନିଟ୍‌ ପର୍ଯ୍ୟନ୍ତ କଲ ଓ ୫ ଜିବି ଡାଟା ଓ ୧୦୦ ଟଙ୍କିଆ ରିଚାର୍ଜରେ ୧୩୬୨ ମିନିଟ୍ ପର୍ଯ୍ୟନ୍ତ ଅଲଗା ନେଟୱର୍କକୁ କଲ୍‌ ଓ ୧୦ ଜିବି ଡାଟା ସୁବିଧା ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story