ପିଲାଙ୍କୁ ଚୌକିଦାର କରିବାକୁ ହେଲେ ମୋଦିଙ୍କୁ ଭୋଟ ଦିଅନ୍ତୁ: କେଜ୍ରିୱାଲ

ନୂଆଦିଲ୍ଲୀ: ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରମ୍ଭ କରିଥିବା ‘ମୈ ବି ଚୌକିଦାର’ ପ୍ରଚାର କାର୍ଯ୍ୟକ୍ରମକୁ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି,“ ଯଦି ଲୋକମାନେ ନିଜ ପିଲାମାନଙ୍କୁ ଚୌକିଦାର କରିବାକୁ ଚାହୁଁଛନ୍ତି, ତା’ହେଲେ ମୋଦିଙ୍କୁ ପୁଣିଥରେ ଭୋଟ ଦିଅନ୍ତୁ। ଯଦି ଚୌକିଦାର ବଦଳରେ ନିଜ ପିଲାମାନଙ୍କୁ ଡାକ୍ତର ଓ ଇଞ୍ଜିନିୟର କରିବାକୁ ଚାହୁଁଛନ୍ତି, ତା’ହେଲେ ମୋଦିଙ୍କୁ ଭୋଟ ଦିଅନ୍ତୁ ନାହିଁ।” କେଜ୍ରିୱାଲ ଟ୍ୱିଟ୍‌ କରି କହିଛନ୍ତି, “ମୋଦିଜୀ […]

k

k

Hemant Lenka
  • Published: Wednesday, 20 March 2019
  • Updated: 20 March 2019, 05:03 PM IST

Sports

Latest News

ନୂଆଦିଲ୍ଲୀ: ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରମ୍ଭ କରିଥିବା ‘ମୈ ବି ଚୌକିଦାର’ ପ୍ରଚାର କାର୍ଯ୍ୟକ୍ରମକୁ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତୀବ୍ର ସମାଲୋଚନା କରିଛନ୍ତି।

ସେ କହିଛନ୍ତି,“ ଯଦି ଲୋକମାନେ ନିଜ ପିଲାମାନଙ୍କୁ ଚୌକିଦାର କରିବାକୁ ଚାହୁଁଛନ୍ତି, ତା’ହେଲେ ମୋଦିଙ୍କୁ ପୁଣିଥରେ ଭୋଟ ଦିଅନ୍ତୁ। ଯଦି ଚୌକିଦାର ବଦଳରେ ନିଜ ପିଲାମାନଙ୍କୁ ଡାକ୍ତର ଓ ଇଞ୍ଜିନିୟର କରିବାକୁ ଚାହୁଁଛନ୍ତି, ତା’ହେଲେ ମୋଦିଙ୍କୁ ଭୋଟ ଦିଅନ୍ତୁ ନାହିଁ।”

କେଜ୍ରିୱାଲ ଟ୍ୱିଟ୍‌ କରି କହିଛନ୍ତି, “ମୋଦିଜୀ ପୂରା ଦେଶକୁ ଚୌକିଦାରରେ ପରିଣତ କରିବାକୁ ଚାହୁଁଛନ୍ତି। ତେଣୁ ଆପଣମାନେ ଯଦି ନିଜର ପିଲାମାନଙ୍କୁ ଚୌକିଦାର କରିବାକୁ ଚାହୁଁଛନ୍ତି, ତା’ହେଲେ ମୋଦିଜୀଙ୍କୁ ଭୋଟ୍‌ ଦିଅନ୍ତୁ। କିନ୍ତୁ ଯଦି ଆପଣମାନେ ନିଜ ପିଲାଙ୍କୁ ଭଲ ଶିକ୍ଷା ଦେବାକୁ ଚାହୁଁଛନ୍ତି ଏବଂ ସେମାନଙ୍କୁ ଡାକ୍ତର, ଇଞ୍ଜିନିୟର କିମ୍ବା ଓକିଲ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପ୍‌ର ଶିକ୍ଷିତ ପ୍ରାର୍ଥୀଙ୍କୁ ଭୋଟ୍‌ ଦିଅନ୍ତୁ।”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟତୀତ ବିଜେପିର ପ୍ରାୟ ସମସ୍ତ ନେତା ସୋଶାଲ୍‌ ମିଡିଆରେ ନିଜ ନାଁ ପୂର୍ବରୁ ଚୌକିଦାର ଶବ୍ଦ ଲଗାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story