ଝାରଖଣ୍ଡ: ପ୍ରଥମ ପ୍ରର୍ଯ୍ୟାୟ ନିର୍ବାଚନରେ ୬୪.୬୬% ଭୋଟିଂ

ରାଞ୍ଚି: ଆଜି ଝାରଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପ୍ରର୍ଯ୍ୟାୟ ଭୋଟ୍‌ ଗ୍ରହଣ କରାଯାଇଛି। ଗୁରୁବାର ୧୩ଟି ଆସନରେ ଅନୁଷ୍ଠିତ ହୋଇଥିବା ଏହି ନିର୍ବାଚନରେ ସନ୍ଧ୍ୟା ୬ଟା ସୁଦ୍ଧା ୬୪.୬୬% ମତଦାନ ହୋଇଥିଲା। ନିର୍ବାଚନ କମିଶନ ପକ୍ଷରୁ ଏହି ତଥ୍ୟ ଦିଆଯାଇଛି। ୨୦୧୪ ମସିହାରେ ଏହି ଆସନଗୁଡ଼ିକରେ ୬୩.୪୩% ଭୋଟିଂ ହୋଇଥିଲା। ନିର୍ବାଚନ କମିଶନ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍‌ ରିଲିଜ୍‌ରେ କୁହାଯାଇଛି, “ଆଜି ହୋଇଥିବା ନିର୍ବାଚନରେ ଯଦିଓ ଅଧିକାଂଶ ନକ୍ସଲ ପ୍ରବଣ ଜିଲ୍ଲାରେ ଭୋଟିଂ ହେବାର ଥିଲା […]

jharkhand

jharkhand

Subrat Kumar Nayak
  • Published: Saturday, 30 November 2019
  • Updated: 30 November 2019, 10:42 PM IST

Sports

Latest News

ରାଞ୍ଚି: ଆଜି ଝାରଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପ୍ରର୍ଯ୍ୟାୟ ଭୋଟ୍‌ ଗ୍ରହଣ କରାଯାଇଛି। ଗୁରୁବାର ୧୩ଟି ଆସନରେ ଅନୁଷ୍ଠିତ ହୋଇଥିବା ଏହି ନିର୍ବାଚନରେ ସନ୍ଧ୍ୟା ୬ଟା ସୁଦ୍ଧା ୬୪.୬୬% ମତଦାନ ହୋଇଥିଲା।

ନିର୍ବାଚନ କମିଶନ ପକ୍ଷରୁ ଏହି ତଥ୍ୟ ଦିଆଯାଇଛି। ୨୦୧୪ ମସିହାରେ ଏହି ଆସନଗୁଡ଼ିକରେ ୬୩.୪୩% ଭୋଟିଂ ହୋଇଥିଲା। ନିର୍ବାଚନ କମିଶନ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍‌ ରିଲିଜ୍‌ରେ କୁହାଯାଇଛି, “ଆଜି ହୋଇଥିବା ନିର୍ବାଚନରେ ଯଦିଓ ଅଧିକାଂଶ ନକ୍ସଲ ପ୍ରବଣ ଜିଲ୍ଲାରେ ଭୋଟିଂ ହେବାର ଥିଲା ସବୁକିଛି ଶାନ୍ତିରେ ସରିଲା। କିଛି ଛୋଟ ଛୋଟ ଅଘଟଣକୁ ବାଦ୍‌ ଦେଲେ ଭୋଟର ବହୁତ ଉତ୍ସାହୀ ଥିଲେ।”

ଝାରଖଣ୍ଡରେ ଚଳିତ ବର୍ଷ ୫ ପ୍ରର୍ଯ୍ୟାୟରେ ନିବାଚନ ହେବାର ଅଛି। ଆସନ୍ତା ଡିସେମ୍ବର ୨୩ ତାରିଖରେ ଏହି ନିର୍ବାଚନ ପାଇଁ ଭୋଟ୍‌ ଗଣତି ହେବାର ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story