ବ୍ୟାପମ୍ ଦୁର୍ନୀତି: ସାମ୍ୱାଦିକ ଅକ୍ଷୟ ସିଂଙ୍କ ମୃତ୍ୟୁ ଘଟଣାର ଏସଆଇଟି ତଦନ୍ତ ହେବ

ଭୋପାଳ: ବ୍ୟାପମ୍ ଦୁର୍ନୀତି ଘଟଣାର ଖବର ସଂଗ୍ରହ କରୁଥିବା ବରିଷ୍ଠ ସାମ୍ୱାଦିକ ଅକ୍ଷୟ ସିଂଙ୍କ ମୃତ୍ୟୁ ମାମଲାର ଏସଆଇଟି ତଦନ୍ତ କରାଯିବ ବୋଲି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ୍ କହିଛନ୍ତି। ଅକ୍ଷୟଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ସମ୍ୱେଦନା ଜ୍ଞାପନ କରିଛନ୍ତି। ଗୁଜରାଟର ଏକ ଡାକ୍ତରୀ ଦଳ ଶବ ବ୍ୟବଚ୍ଛେଦ କରିବା ସହ ଭିଡଓଗ୍ରାଫି କରାଯାଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବ୍ୟାପମ୍ ଦୁର୍ନୀତିର ତଦନ୍ତ କରାଯାଉଛି। ଯେଉଁମାନେ […]

chouhan

Rakesh Mallick
  • Published: Sunday, 05 July 2015
  • , Updated: 06 July 2015, 10:12 AM IST

ଭୋପାଳ: ବ୍ୟାପମ୍ ଦୁର୍ନୀତି ଘଟଣାର ଖବର ସଂଗ୍ରହ କରୁଥିବା ବରିଷ୍ଠ ସାମ୍ୱାଦିକ ଅକ୍ଷୟ ସିଂଙ୍କ ମୃତ୍ୟୁ ମାମଲାର ଏସଆଇଟି ତଦନ୍ତ କରାଯିବ ବୋଲି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ୍ କହିଛନ୍ତି। ଅକ୍ଷୟଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ସମ୍ୱେଦନା ଜ୍ଞାପନ କରିଛନ୍ତି। ଗୁଜରାଟର ଏକ ଡାକ୍ତରୀ ଦଳ ଶବ ବ୍ୟବଚ୍ଛେଦ କରିବା ସହ ଭିଡଓଗ୍ରାଫି କରାଯାଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବ୍ୟାପମ୍ ଦୁର୍ନୀତିର ତଦନ୍ତ କରାଯାଉଛି। ଯେଉଁମାନେ ଏହି ଘଟଣାର ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଚୌହାନ୍ କହିଛନ୍ତି।

Related story