ରାସ୍ତାରେ ବାମ ପଟେ ଚାଲିବା ଭୁଲ! ଅଦାଲତ ଗଲା ମାମଲା

ନୂଆଦିଲ୍ଲୀ/ଭୋପାଳ:ରାସ୍ତାରେ ଗଲା ବେଳେ ଆମେ ସମସ୍ତେ ବାମପଟେ ଚାଲୁ । ଭାରତରେ ଏହି ପରମ୍ପରା ଆଜି ନୁହଁ କେବେଠାରୁ  ଚଳିଆସୁଛି । ଗାଡ଼ି, ମୋଟର, ସାକଇକେଲ ଏପରକି ପଥରୋହୀ ସମସ୍ତେ ବାମପଟେ ଚାଲନ୍ତି।  ହେଲେ  ଗାଡ଼ି ମୋଟରକୁ ଛାଡ଼ିଦେଲେ ବାମପଟେ ପାଦରେ ଚାଲି ଯିବା ଭୁଲ ବୋଲି ଜଣେ ଦାବି କରିଛନ୍ତି। କଥାଟି ଶୁଣିଲେ ଅଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହାକୁ ନେଇ ଏକ ମାମଲା କୋର୍ଟରେ ପହଞ୍ଚିଛି। ଏନେଇ ମଧ୍ୟପ୍ରଦେଶ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି।  […]

foot

foot

Rakesh Mallick
  • Published: Wednesday, 16 August 2017
  • Updated: 16 August 2017, 06:10 PM IST

Sports

Latest News

ନୂଆଦିଲ୍ଲୀ/ଭୋପାଳ:ରାସ୍ତାରେ ଗଲା ବେଳେ ଆମେ ସମସ୍ତେ ବାମପଟେ ଚାଲୁ । ଭାରତରେ ଏହି ପରମ୍ପରା ଆଜି ନୁହଁ କେବେଠାରୁ  ଚଳିଆସୁଛି । ଗାଡ଼ି, ମୋଟର, ସାକଇକେଲ ଏପରକି ପଥରୋହୀ ସମସ୍ତେ ବାମପଟେ ଚାଲନ୍ତି।  ହେଲେ  ଗାଡ଼ି ମୋଟରକୁ ଛାଡ଼ିଦେଲେ ବାମପଟେ ପାଦରେ ଚାଲି ଯିବା ଭୁଲ ବୋଲି ଜଣେ ଦାବି କରିଛନ୍ତି। କଥାଟି ଶୁଣିଲେ ଅଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହାକୁ ନେଇ ଏକ ମାମଲା କୋର୍ଟରେ ପହଞ୍ଚିଛି। ଏନେଇ ମଧ୍ୟପ୍ରଦେଶ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି।  ପ୍ରଶ୍ନ କରାଯାଇଛି ପାଦଚଲାକାରୀଙ୍କ ପାଇଁ ଡାହାଣପଟେ ଯିବାକୁ ସ୍ଥିର ହୋଇଥିବା ବେଳେ ବାମପଟେ କାହିଁକି ଯିବାକୁ ପଡ଼ୁଛି। ଏନେଇ ହାଇକୋର୍ଟ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଜବାବ ତଲବ କରାଯାଇଛି।  ମଧ୍ୟପ୍ରଦେଶ ହାଇକୋର୍ଟର ଜଷ୍ଟିସ୍ ଏସ.କେ ଗଙ୍ଗଲେଙ୍କ ଅଧ୍ୟକ୍ଷତାରେ ଦୈତ୍ୟ ଖଣ୍ଡପୀଠରେ ଏହି ମାମଲାରେ  ଶୁଣାଣି ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରାଯାଇଛି।

କିଛିଦିନତେ ଏହି ମାମଲାର ଶୁଣାଣି ହୋଇଥିଲା । ଏଥିରେ ଆବେଦନକାରୀ ତଥା  ଟ୍ରାଫିକ୍‌ ସେଫଟି  ଆଣ୍ଡ ଏନଭାୟରମେଣ୍ଟ କଞ୍ଜରଭେଶନର ଅଧ୍ୟକ୍ଷ ଜୈନାନ୍‌ ପ୍ରକାଶ ଉପସ୍ଥିତ ରହି ନିଜ ପକ୍ଷ ରଖିଥିଲେ। ତାଙ୍କ କହିବା ଅନୁଯାୟୀ ଆମେ ସମସ୍ତେ ଡାହାଣ ପଟେ(ପାଦରେ) ଚାଲିବା ପରିବର୍ତ୍ତେ

ବାମପଟେ ଯାଉଛୁ। କାରଣ ଡାହାଣପଟେ ଯିବା ବିପଦ ବୋଲି ସମସ୍ତେ ଭାବନ୍ତି। କିନ୍ତୁ ବାମରୁ ବାମପଟେ ଯିବାର ନିୟମ କେବଳ ମୋଟରଯାନ ପାଇଁ ଉର୍ଦ୍ଦିଷ୍ଟ ।  ଏହି ଆଇନ ପଥଚାରୀଙ୍କ ପାଇଁ ଲାଗୁ ହେବା କଥା ନୁହଁ। କାରଣ (International Convention of Road Traffic in 1968) ଇଣ୍ଟରନ୍ୟାଶନାଲ କନଭେନ୍‌ସନ ଅଫ ରୋଡ଼ ଟ୍ରାଫିକ୍‌ ସହ ଭାରତ ୧୯୬୮ରେ ଚୁକ୍ତି କରିଥିଲା।

ଏହି ନିୟମ ଅନୁଯାୟୀ ପାଦରେ ଚାଲି ଯାଉଥିବା ବେଳେ ଡାହାଣ ପଟେ ଯିବା ପାଇଁ ନିର୍ଦ୍ଧାରିତ ହୋଇଥିଲା।  ଏହି ନିୟମ ସାରା ବିଶ୍ୱରେ ପାଇଁ ସମାନ ରହିଛି ।  ହେଲେ ଆଶ୍ଚର୍ଯ୍ୟର ବିଷୟ ବାମପଟେ ଚାଲିବାର ନିୟମ ଭାରତରେ କାର୍ଯ୍ୟକାରୀ ହେଉ ନାହିଁ। ଏପରିକି ବିଧିବଦ୍ଧଭାବେ ଆଇନ ତିଆରି ହେଉ ନଥିବା ଚିନ୍ତାଜନକ ବୋଲି ସମ୍ପୃକ୍ତ ଆବେଦନକାରୀ ନିଜ ଯୁକ୍ତିରେ ଦର୍ଶାଇଛନ୍ତି।  ଏହି କାରଣରୁ ମୋଟରଯାନ ସହ ପାଦରେ ଯାଉଥିବା ବ୍ୟକ୍ତିମାନେ ମଧ୍ୟ ବାପଟେ ଚାଲୁଛନ୍ତି। ଆବେଦନକାରୀଙ୍କ କହିବା ଅନୁଯାୟୀ ନ୍ୟାଶନାଲ ହାଇୱେ ଲ୍ୟାଣ୍ଡ ଆଣ୍ଡ ଟ୍ରାଫିକ୍‌ ଆକ୍ଟ-୨୦୦୨ ଅନୁଯାୟୀ ଜାତୀୟ ରାଜପଥ ହେଉଛି ଭାରତ ସରକାରଙ୍କ ସମ୍ପତ୍ତି।  ତେଣୁ  ଟ୍ରାଫିକ୍‌ ପରିଚଳାନା ସମ୍ପର୍କରେ ଭାରତ ସରକାର ଉପରୋକ୍ତ ମାମଲାର ଜବାବ ଦେବା ଉଚିତ ବୋଲି ସେ କହିଛନ୍ତି।

ସୌଜନ୍ୟ:ଜାଗରଣ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story