କୁଖ୍ୟାତ ଜୈଶ ଆତଙ୍କୀ ଗିରଫ

ଶ୍ରୀନଗର: ପାକିସ୍ତାନରେ ସକ୍ରିୟ କୁଖ୍ୟାତ ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦର ମୋଷ୍ଟ ୱାଣ୍ଟେଡ୍ ସଦସ୍ୟ ଅବଦୁଲ ମାଜିଦ୍ ବାବା ଶ୍ରୀନଗରରୁ ଗିରଫ ହୋଇଛି। ତାକୁ ଦିଲ୍ଲୀ ପୁଲିସ୍‌ର ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗିରଫ କରିଥିବା ଜଣାପଡ଼ିଛି। ଡେପୁଟି ପୁଲିସ୍‌ କମିଶନର (ସ୍ପେଶାଲ୍ ସେଲ୍) ସଞ୍ଜୀବ କୁମାର କହିଛନ୍ତି, “ବାବାକୁ ଧରିବା ପାଇଁ ୨ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ତାକୁ ଶନିବାର ଶ୍ରୀନଗର ଉପକଣ୍ଠ ସୌରା ଅଞ୍ଚଳରୁ ଗିରଫ କରାଯାଇଛି। ୨୦୦୭ ମସିହାରେ ଦିଲ୍ଲୀ ପୁଲିସ୍ ଓ […]

ww

ww

Hemant Lenka
  • Published: Tuesday, 14 May 2019
  • Updated: 14 May 2019, 01:13 PM IST

Sports

Latest News

ଶ୍ରୀନଗର: ପାକିସ୍ତାନରେ ସକ୍ରିୟ କୁଖ୍ୟାତ ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦର ମୋଷ୍ଟ ୱାଣ୍ଟେଡ୍ ସଦସ୍ୟ ଅବଦୁଲ ମାଜିଦ୍ ବାବା ଶ୍ରୀନଗରରୁ ଗିରଫ ହୋଇଛି। ତାକୁ ଦିଲ୍ଲୀ ପୁଲିସ୍‌ର ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗିରଫ କରିଥିବା ଜଣାପଡ଼ିଛି।

ଡେପୁଟି ପୁଲିସ୍‌ କମିଶନର (ସ୍ପେଶାଲ୍ ସେଲ୍) ସଞ୍ଜୀବ କୁମାର କହିଛନ୍ତି, “ବାବାକୁ ଧରିବା ପାଇଁ ୨ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ତାକୁ ଶନିବାର ଶ୍ରୀନଗର ଉପକଣ୍ଠ ସୌରା ଅଞ୍ଚଳରୁ ଗିରଫ କରାଯାଇଛି। ୨୦୦୭ ମସିହାରେ ଦିଲ୍ଲୀ ପୁଲିସ୍ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ସମୟରେ ଜମ୍ମୁ-କଶ୍ମୀରର ୩ ଜଣ  ଏବଂ ପାକିସ୍ତାନର ଜଣେ ଆତଙ୍କୀ ଫେରାର ହୋଇଯାଇଥିଲେ। ଏହି ଘଟଣାରେ ବାବା ସଂପୃକ୍ତ ଥିଲା।

ବାବାର ଘର ଜମ୍ମୁ-କଶ୍ମୀରର ସୋପର ଅଞ୍ଚଳରେ। ପ୍ରାଥମିକ ଅବସ୍ଥାରେ ବାବାକୁ ତଳ କୋର୍ଟ ଦୋଷମୁକ୍ତ କରିଥିଲେ। ହେଲେ ୨୦୧୫ରେ ଦିଲ୍ଲୀ ହାଇକୋର୍ଟ ତା’ ବିରୋଧରେ ଜାମିନ୍‌ ବିହୀନ ଗିରଫ ପରୱାନା ଜାରି କରିଥିଲେ। ସେବେଠାରୁ ଦିଲ୍ଲୀ ପୁଲିସର ସ୍ପେଶାଲ୍ ଟିମ୍ ତା’କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିଲେ। ତାକୁ ଦିଲ୍ଲୀ ଅଣାଯାଇ ଜେରା କରାଯିବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story