ଲସ୍ ଏଞ୍ଜେଲ୍ସ: ଏକ ଗଧ ଏବଂ ମଣିଷ ଏକାଠି ଗୀତ ଗାଉଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ସପ୍ତାହେ ତଳେ କାଲିଫର୍ଣ୍ଣିଆର ଟ୍ରାଭିସ୍ କିନ୍ଲି ନାମକ ଜଣେ ବ୍ୟକ୍ତି ‘ଦି ଲାୟନ୍ କିଙ୍ଗ’ ଫିଲ୍ମର ଗୀତ ‘ସର୍କଲ ଅଫ୍ ଲାଇଫ୍’ ଗାଇ ଏକ ଭିଡିଓ କରିଥିଲେ। କିନ୍ତୁ ସାଙ୍ଗରେ ଥିବା ନେଥନ୍ ନାମକ ଏକ ଗଧ ତାଙ୍କ ସହ ତାଳ ଦେଇ ବୋବାଇବାକୁ ଆରମ୍ଭ କରିଥିଲା। ନେଥନ୍ର ବୋବାଇବା ଶୈଳୀ ଏମିତି ଯେ ଯେ କେହି ଶୁଣିଲେ ତାଜୁବ୍ ହେବ।
ଏନେଇ କିନ୍ଲି କହିଛନ୍ତି, ମୁଁ ଭାବିନଥିଲି ଏମିତି ହେବ। ଆପଣମାନେ ଭିଡିଓରେ ଦେଖିଥିବେ, ସେ ଏପରି କରିବା ପରେ ମୁଁ କେମିତି ଚମ୍କି ପଡ଼ିଛି। ସେ ୟା ଆଗରୁ ଅନେକ ଥର ବୋବାଇଛି, କିନ୍ତୁ ଏମିତି କେବେ ନୁହେଁ।
ଏହି ଭିଡିଓଟି ବର୍ତ୍ତମାନ ଲକ୍ଷ ଲକ୍ଷ ସଂଖ୍ୟାରେ ଦର୍ଶକ ଦେଖିସାରିଲେଣି। ଆପଣ ମଧ୍ୟ ଦେଖିନିଅନ୍ତୁ ଏହି ମଜାଦାର ଭିଡିଓ।
https://www.facebook.com/travis.kinley/videos/10216809100434042/
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
୬ ଦିନିଆ ଆମେରିକା ଗସ୍ତରେ ଯିବେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର
ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଶାସନକୁ ଫେରିବା ପରେ ଏହା କୌଣସି ଭାରତୀୟ ମନ୍ତ୍ରୀଙ୍କ ପ୍ରଥମ ଆମେରିକା ଗସ୍ତ। ଦ୍ୱିପାକ୍ଷିକ ସମ୍ପର୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗ ଉପରେ ହେବ ଆଲୋଚନା।
National
ବଢ଼ିଲା ଅଲ୍ଲୁ ଅର୍ଜୁନଙ୍କ ଅଡ଼ୁଆ, ପୁଲିସ କଲା ସମନ
ଆସନ୍ତାକାଲି ଦିନ ୧୧ଟାରେ ଥାନାରେ ହାଜର ହେବାକୁ ତାଙ୍କୁ କୁହାଯାଇଛି।
National
ହାଇକୋର୍ଟଙ୍କ ସାଂଘାତିକ ରୁଲିଂ: ମୃତଦେହ ସହ ସେକ୍ସ କରିବା ଦୁଷ୍କର୍ମ ନୁହେଁ
ଜଣେ ନାବାଳିକାଙ୍କ ମୃତଦେହ ସହ ଦୁଷ୍କର୍ମ କରିବା ଅଭିଯୋଗରେ ନୀଲୁ ନାଗେଶ ନିକଟରେ ତଳ କୋର୍ଟରେ ଦୋଷମୁକ୍ତ ହୋଇଥିଲେ।
National
୫୦ ଲକ୍ଷ ଟଙ୍କା ଦେଲେ ପୁଷ୍ପା-୨ ନିର୍ମାତା; ଅଲ୍ଲୁ ଅର୍ଜୁନ ଦାୟୀ ନୁହନ୍ତି କହିଲେ ମୃତକଙ୍କ ସ୍ୱାମୀ
ଥାନାରେ କରିଥିବା ଅଭିଯୋଗ ମଧ୍ୟ ଉଠାଇନେବାକୁ ପ୍ରସ୍ତୁତ ଥିବା କହିଛନ୍ତି ମୃତ ମହିଳାଙ୍କ ସ୍ୱାମୀ। ପୁଅ ୨୦ ଦିନ ହେଲା କୋମାରେ, କିଛି ଜାଣିପାରୁନି।
National
ଜାତୀୟ ମାନବାଧିକାର କମିଶନର ନୂଆ ଅଧ୍ୟକ୍ଷ ଜଷ୍ଟିସ ଭି.ରାମସୁବ୍ରମଣ୍ୟମ
ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଭି. ରାମସୁବ୍ରମଣ୍ୟମଙ୍କୁ ଜାତୀୟ ମାନବାଧିକାର କମିଶନର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ଜଷ୍ଟିସ ଅରୁଣ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ଚଳିତବର୍ଷ ଜୁନ ୧ରେ ଶେଷ ହୋଇଥିଲା।