କରୋନାରୁ ବର୍ତ୍ତିବା ପାଇଁ ବଙ୍କରରେ ରହୁଛନ୍ତି ଧନୀ ଆମେରିକୀୟ

ନ୍ୟୁୟର୍କ: ମାର୍ଚ୍ଚରୁ ଏଯାଏ ଆମେରିକାରେ ତାଣ୍ଡବ ରଚୁଛି କରୋନା ଭାଇରସ୍‌। ଏପରି ସ୍ଥିତିରୁ ବର୍ତ୍ତିବା ପାଇଁ ଜଣେ ଧନୀକ ବ୍ୟକ୍ତି ଏକ ସର୍ଭାଇଭାଲ୍‌ ଶେଲ୍ଟର ଅଥରିଟି ମନ୍ୟୁଫାକଚରକୁ ଯୋଗାଯୋଗ କରିବାପରେ ଅଦ୍ଭୁତ କଥା ସବୁ ସାମ୍ନାକୁ ଆସିଛି। ଏହି ସିଲିକନ୍‌ ଭ୍ୟାଲି ଟେକ୍‌ ଜିଆଣ୍ଟ ସେ ପୂର୍ବରୁ କିଣିଥିବା କୋଟି କୋଟି ଟଙ୍କାର ବଙ୍କର କିପରି ଖୋଲାଯିବ ସହାୟତା ମାଗିବାକୁ ଯୋଗାଯୋଗ କରିଥିଲେ। ୧୧ ଫୁଟ ମାଟି ତଳେ ଏହି ବଙ୍କର ନ୍ୟୁଜିଲ୍ୟାଣ୍ଡରେ ରହିଛି। ଏହି ଟେକ୍‌ […]

Bunker

Bunker

Subrat Kumar Nayak
  • Published: Tuesday, 21 April 2020
  • Updated: 21 April 2020, 06:25 PM IST

Sports

Latest News

ନ୍ୟୁୟର୍କ: ମାର୍ଚ୍ଚରୁ ଏଯାଏ ଆମେରିକାରେ ତାଣ୍ଡବ ରଚୁଛି କରୋନା ଭାଇରସ୍‌। ଏପରି ସ୍ଥିତିରୁ ବର୍ତ୍ତିବା ପାଇଁ ଜଣେ ଧନୀକ ବ୍ୟକ୍ତି ଏକ ସର୍ଭାଇଭାଲ୍‌ ଶେଲ୍ଟର ଅଥରିଟି ମନ୍ୟୁଫାକଚରକୁ ଯୋଗାଯୋଗ କରିବାପରେ ଅଦ୍ଭୁତ କଥା ସବୁ ସାମ୍ନାକୁ ଆସିଛି। ଏହି ସିଲିକନ୍‌ ଭ୍ୟାଲି ଟେକ୍‌ ଜିଆଣ୍ଟ ସେ ପୂର୍ବରୁ କିଣିଥିବା କୋଟି କୋଟି ଟଙ୍କାର ବଙ୍କର କିପରି ଖୋଲାଯିବ ସହାୟତା ମାଗିବାକୁ ଯୋଗାଯୋଗ କରିଥିଲେ। ୧୧ ଫୁଟ ମାଟି ତଳେ ଏହି ବଙ୍କର ନ୍ୟୁଜିଲ୍ୟାଣ୍ଡରେ ରହିଛି।

ଏହି ଟେକ୍‌ ଜିଆଣ୍ଟ ଏହି ବଙ୍କରକୁ କେବେ ବ୍ୟବହାର କରିନଥିଲେ। ସେ ଏହାକୁ ଖୋଲିବା ବି ଭୁଲିଯାଇଥିଲେ। ରାଇଜିଙ୍ଗ ଏସ୍‌ କୋ ନାମକ କମ୍ପାନୀର ଗ୍ୟାରି ଲିଞ୍ଚ କହିବା ଅନୁଯାୟୀ ଉକ୍ତ ଆମେରିକୀୟ ଟେକ୍‌ ଜିଆଣ୍ଟ ବିଜୁଳି ଓ ଗରମ ପାଣି ଆଦି ବାବଦରେ ମଧ୍ୟ ପଚାରୁଥିଲେ। ସେ ଅତିରିକ୍ତ ପାଣି ଏବଂ ଏୟାର ଫିଲ୍ଟର ନେବେ କି ନା ମଧ୍ୟ ପଚାରୁଥିଲେ।

ଲିଞ୍ଚ କହିବା ଅନୁଯାୟୀ, ସେ ଏହାପରେ କରୋନା ଜନିତ ବିପଦରୁ ବର୍ତ୍ତିବା ପାଇଁ ନ୍ୟୁଜିଲ୍ୟାଣ୍ଡ ପଳାଇଛନ୍ତି। ତେବେ ବଙ୍କରର ମାଲିକଙ୍କ ନାମକୁ ସେ ଗୋପନ ରଖିଛନ୍ତି। ସେ ଏହି ବଙ୍କରରେ ଏବେ ମଧ୍ୟ ଅଛନ୍ତି ବୋଲି ଲିଞ୍ଚ କହିଛନ୍ତି। ନ୍ୟୁଜିଲ୍ୟାଣ୍ଡର ଜନସଂଖ୍ୟା କେବଳ ନ୍ୟୁୟର୍କ ସହରର ଜନସଂଖ୍ୟାର ୫ ଭାଗରେ ଭାଗେ। ସବୁଜ ସୁନ୍ଦର ଏହି ଦେଶ ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ। ଏଠାରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ମଧ୍ୟ ସମଗ୍ର ବିଶ୍ୱରେ ବେଶ ଚର୍ଚ୍ଚିତ। ନ୍ୟୁଜିଲ୍ୟାଣ୍ଡରେ ଥିବା ଏହି ବଙ୍କର ପୂର୍ବରୁ ମିଲିଟାରୀ ବେସ୍‌ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story