ନେତାଜୀଙ୍କ ସଂପର୍କିତ ୬୪ଟି ଫାଇଲ୍ ଉନ୍ମୋଚନ କଲେ ପଶ୍ଚିମବଙ୍ଗ ସରକାର

କୋଲକତା: ୧୯୬୪ ପର୍ଯ୍ୟନ୍ତ ଜୀବିତ ଥିଲେ ନେତାଜୀ। ଏସଂପର୍କରେ ଯଥେଷ୍ଟ ତଥ୍ୟ ପ୍ରମାଣ ଥିବା ସୂଚନା ମିଳିଛି। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସଂପର୍କରେ ପଶ୍ଚିମବଙ୍ଗ ସରକାର ଉନ୍ମୋଚନ କରିଥିବା ଗୁପ୍ତ ଫ।ଇଲରୁ ଏହା ଜଣାପଡ଼ିଛି। ଦୀର୍ଘ ଦିନ ଧରି ସରକାର ଓ ପୋଲିସ୍ ହେପାଜତରେ ଥିବା ପ୍ରାୟ ୧୨ହଜାର ପୃଷ୍ଠାର ୬୪ଟି ଫ।ଇଲ୍ ଏବେ କଲିକତା ପୋଲିସ ସଂଗ୍ରହାଳୟରେ ପ୍ରଦର୍ଶିତ ହେବ। ଏହା ଦ୍ୱାରା ନେତାଜୀ ନିଖୋଜ ସଂପର୍କିତ ଅନେକ ତଥ୍ୟ ସାମନାକୁ ଆସିବ ବୋଲି […]

banner

banner

Rakesh Mallick
  • Published: Friday, 18 September 2015
  • Updated: 18 September 2015, 08:05 AM IST

Sports

Latest News

bannerକୋଲକତା: ୧୯୬୪ ପର୍ଯ୍ୟନ୍ତ ଜୀବିତ ଥିଲେ ନେତାଜୀ। ଏସଂପର୍କରେ ଯଥେଷ୍ଟ ତଥ୍ୟ ପ୍ରମାଣ ଥିବା ସୂଚନା ମିଳିଛି। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସଂପର୍କରେ ପଶ୍ଚିମବଙ୍ଗ ସରକାର ଉନ୍ମୋଚନ କରିଥିବା ଗୁପ୍ତ ଫ।ଇଲରୁ ଏହା ଜଣାପଡ଼ିଛି। ଦୀର୍ଘ ଦିନ ଧରି ସରକାର ଓ ପୋଲିସ୍ ହେପାଜତରେ ଥିବା ପ୍ରାୟ ୧୨ହଜାର ପୃଷ୍ଠାର ୬୪ଟି ଫ।ଇଲ୍ ଏବେ କଲିକତା ପୋଲିସ ସଂଗ୍ରହାଳୟରେ ପ୍ରଦର୍ଶିତ ହେବ। ଏହା ଦ୍ୱାରା ନେତାଜୀ ନିଖୋଜ ସଂପର୍କିତ ଅନେକ ତଥ୍ୟ ସାମନାକୁ ଆସିବ ବୋଲି ଆଶା କରାଯାଉଛି। ସୁଭାଷ ବୋଷଙ୍କ ନିଖୋଜ ଘଟଣା ଏବେବି ରହସ୍ୟ ଘେରରେ ରହିଛି। ଦିଲ୍ଲୀର ଜାତୀୟ ସଂଗ୍ରହାଳୟ ସହିତ ଅନେକ ସ୍ଥାନରୁ ନେତାଜୀଙ୍କ ସଂପର୍କିତ ଫାଇଲ୍ ଉଦ୍ଧାର କରାଯାଇଛି। ୧୯୪୫ମସିହା ଅଗଷ୍ଟ ୧୮ତାରିଖରେ ତାଇୱାନର ତାଇହୋକୁରେ ଏକ ବିମାନ ଦୁର୍ଘଟଣା ପରେ ନେତାଜୀଙ୍କ ପତ୍ତା ମିଳି ନ ଥିଲା। ତେବେ ଏହି ଘଟଣାର ପ୍ରାୟ ୮ମାସ ପରେ ମହାତ୍ମା ଗାନ୍ଧୀ ନେତାଜୀ ଜୀବିତ ଥିବା କହିଥିଲେ। ପରେ ଗାନ୍ଧୀ ଏହାକୁ ଅନ୍ତଃସ୍ୱର ବୋଲି ବର୍ଣ୍ଣନା କରିଥିଲେ। ଏସଂପର୍କିତ ତଥ୍ୟ ମଧ୍ୟ ଫାଇଲରେ ମହଜୁଦ ରହିଛି। ଏପରିକି ସୁଭାଷ ଭାରତ ଫେରିବା ନେଇ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜୱାହାରଲାଲ ନେହେରୁଙ୍କୁ ଏକ ଚିଠି ଲେଖିଥିବା ମଧ୍ୟ ତଥ୍ୟ ରହିଛି। ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ଉନ୍ମୋଚିତ ଏସବୁ ଗୁପ୍ତ ଫାଇଲରୁ ଏଣିକି ଜନସାଧାରଣ ଏ ସଂପର୍କିତ ତଥ୍ୟ ଜାଣିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story