ପଲିଥିନ୍‌ ଖାଇ ମରିଗଲା

ବ୍ୟାଙ୍ଗକକ୍: ପଲିଥିନ୍ ଜନିତ ଜଳ ପ୍ରଦୂଷଣ କେତେ ଭୟଙ୍କର ରୂପ ନେଲାଣି ତାର ଉଦାହରଣ ଦେଖିବାକୁ ମିଳିଛି ଥାଇଲାଣ୍ଡରେ । ଏହାକୁ ଖାଇବା ଦ୍ୱାରା ସବୁଠୁ ବଡ଼ ଜଳଜୀବ କୁହାଯାଉଥିବା ତିମି ମାଛ ମରିଯାଉଛନ୍ତି । ଥାଇଲାଣ୍ଡରେ ପଲିଥିନ୍ ଖାଇ ମରିଥିବା ଏକ ତିମି ପେଟରୁ ନିକଟରେ ୮୦ଟି ପଲିଥିନ୍ ବାହାରିଛି, ଯାହାର ଓଜନ ପ୍ରାୟ ୮ କିଲୋଗ୍ରାମ୍ ହେବ । ସମୁଦ୍ର ସୀମାନ୍ତ ଏକ କେନାଲରେ ତିମି ମାଛଟି ଭାସୁଥିବା ବେଳେ ତାକୁ ଉଦ୍ଧାର କରାଯାଇ […]

da422bc41280eb1cc55694939e391659

da422bc41280eb1cc55694939e391659

Rakesh Mallick
  • Published: Saturday, 02 June 2018
  • Updated: 02 June 2018, 09:17 PM IST

ବ୍ୟାଙ୍ଗକକ୍: ପଲିଥିନ୍ ଜନିତ ଜଳ ପ୍ରଦୂଷଣ କେତେ ଭୟଙ୍କର ରୂପ ନେଲାଣି ତାର ଉଦାହରଣ ଦେଖିବାକୁ ମିଳିଛି ଥାଇଲାଣ୍ଡରେ । ଏହାକୁ ଖାଇବା ଦ୍ୱାରା ସବୁଠୁ ବଡ଼ ଜଳଜୀବ କୁହାଯାଉଥିବା ତିମି ମାଛ ମରିଯାଉଛନ୍ତି । ଥାଇଲାଣ୍ଡରେ ପଲିଥିନ୍ ଖାଇ ମରିଥିବା ଏକ ତିମି ପେଟରୁ ନିକଟରେ ୮୦ଟି ପଲିଥିନ୍ ବାହାରିଛି, ଯାହାର ଓଜନ ପ୍ରାୟ ୮ କିଲୋଗ୍ରାମ୍ ହେବ ।
ସମୁଦ୍ର ସୀମାନ୍ତ ଏକ କେନାଲରେ ତିମି ମାଛଟି ଭାସୁଥିବା ବେଳେ ତାକୁ ଉଦ୍ଧାର କରାଯାଇ ଚିକିତ୍ସା କରାଯାଇଥିଲା । କିନ୍ତୁ ପ୍ରାଣୀ ଚିକିତ୍ସକମାନେ ତାକୁ ବଂଚାଇବାକୁ ସମର୍ଥ ହୋଇ ନ ଥିଲେ । ମରିବା ପୂର୍ବରୁ ତିମି ମାଛଟି ୫ଟି ପଲିଥିନ୍ ବାନ୍ତି କରିଥିଲା। ମୃତ୍ୟର କାରଣ ପଲିଥିନ୍ ହୋଇଥିବା ସନ୍ଦେହ କରି ଯେତେବେଳେ ତିମିର ମୃତଦେହ ବ୍ୟବଚ୍ଛେଦ କରାଗଲା ସେତେବେଳେ ତା ପାକସ୍ଥଳୀରେ ପଲିଥିନ୍ ଜମା ହୋଇ ରହିଥିବା ଦେଖା ଯାଇଥିଲା ।  ଡିପାର୍ଟମେଣ୍ଟ ଅଫ୍ ମେରାଇନ ଏଣ୍ଡ କୋଷ୍ଟାଲ ରିସୋର୍ସେସ୍ ତାଙ୍କ ଫେସବୁକ୍‌  ପୃଷ୍ଠାରେ ଏହି ଘଟଣା ପୋଷ୍ଟ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story