ନୂଆଦିଲ୍ଲୀ: ବଜେଟ୍ ଉପସ୍ଥାପନ ପରେ ଏକାଧିକ ଜିନିଷ ଶସ୍ତା ହୋଇଥିବା ବେଳେ ଆଉ କିଛି ସାମଗ୍ରୀ ମହଙ୍ଗା ହୋଇଛି। ତେବେ ଆସନ୍ତୁ ଜାଣିବା କ’ଣ କ’ଣ ଶସ୍ତା ହୋଇଛି ଏବଂ କ’ଣ ମହଙ୍ଗା
ଶସ୍ତା:
ଆମଦାନୀ ହେଉଥିବା ସମସ୍ତ ଇ-ଯାନର ପାର୍ଟସ, କୃତ୍ରିମ କିଡ୍ନୀ ତିଆରି ପାଇଁ ସମସ୍ତ ସାମଗ୍ରୀ, ଆମଦାନୀ ହେଉଥିବା ଉଲ୍ ଫାଇବର, ଆମଦାନୀ ହେଉଥିବା ପ୍ରତିରକ୍ଷା ସାମଗ୍ରୀ, ସୋଲାର ପ୍ୟାନେଲ, ବିଦ୍ୟୁତ୍ଯାନ, ଚମଡ଼ା ଜାତ ଦ୍ରବ୍ୟ, ମାର୍ବଲ, ଟାଇଲ, କାଗଜ ଦର
ମହଙ୍ଗା:
ଆମଦାନୀ ହେଉଥିବା ସମସ୍ତ ସୁନା ଓ ମୂଲ୍ୟବାନ ଧାତୁ, ପେଟ୍ରୋଲ ଓ ଡିଜେଲ, ସିସିଟିଭି ଓ ଆଇପି କ୍ୟାମେରା, ମେଟାଲ ଫିଟିଙ୍ଗସ୍, ଆମଦାନୀ ହେଉଥିବା ସ୍ପିଲ୍ଟ ଏସି, ଆମଦାନୀ ହେଉଥିବା ପ୍ଲାଟିନମ, ଆମଦାନୀ ହେଉଥିବା ଅଟୋମୋବାଇଲ ପାର୍ଟସ, ଆମଦାନୀ ହେଉଥିବା ଲାଉଡ ସ୍ପିକର, ଆମଦାନୀ ହେଉଥିବା ପ୍ଲଗ, ସକେଟ ଓ ସୁଇଚ୍, ସିଗାରେଟ, ତମାଖୁ, ସିଗାର, ପାନ ମସଲା ଓ ଆମଦାନୀ ହେଉଥିବା ବହି
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ମୁଖ୍ୟମନ୍ତ୍ରୀଙ୍କ ପୁଅ ହେଲେ ଉପମୁଖ୍ୟମନ୍ତ୍ରୀ
ଡିଏମକେ ନେତୃତ୍ୱାଧୀନ ତାମିଲନାଡୁ ସରକାରରେ କ୍ରୀଡ଼ା ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଛି।
National
ଏନ୍କାଉଣ୍ଟରରେ ୨ ଆତଙ୍କବାଦୀ ସଫା, ହେଡ୍ କନଷ୍ଟେବଳ ସହିଦ
ଘଟଣାରେ ଜଣେ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର ଏବଂ ଡେପୁଟୀ ଏସପି ଆହତ ହୋଇଛନ୍ତି। ଉଭୟଙ୍କ ଦେହରେ ଗୁଳି ବାଜିଛି।
National
ଜାତିସଂଘରୁ ପାକିସ୍ତାନକୁ ଚରମବାଣୀ, ଆତଙ୍କବାଦର ପରିଣାମ ଭୋଗିବାକୁ ପଡ଼ିବ
ପାକ୍ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଜାତିସଂଘରେ କଶ୍ମୀର ପ୍ରସଙ୍ଗ ଉଠାଇବା ପରେ, ଗତକାଲି ଜୟଶଙ୍କର ପାକିସ୍ତାନ ଉପରେ ବର୍ଷିଛନ୍ତି।
National
ରାସ୍ତାରେ ଛିଡ଼ା ହୋଇଥିବା ଡମ୍ଫରକୁ ପିଟିଲା ବସ୍, ୯ ମୃତ
ସେହିପରି ୨୦ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।