ଯେବେ ପଡ଼ୋଶୀ ଦେଶର ସଂଖ୍ୟାଲଘୁଙ୍କ ନାଗରିକତା ପାଇଁ ଦାବି କରିଥିଲେ ମନମୋହନ

ନୂଆଦିଲ୍ଲୀ: ବର୍ତ୍ତମାନ ସିଟିଜେନ୍‌ଶିପ୍‌ (ସଂଶୋଧନ) ବିଲ୍‌କୁ ନେଇ ବିବାଦ ଦେଖାଯାଇଥିବାବେଳେ ରାଜ୍ୟସଭାରେ ବରିଷ୍ଠ କଂଗ୍ରେସ ନେତା ମନମୋହନ ସିଂହ ଏଥିପାଇଁ ଅତୀତରେ ଦାବି କରିଥିବା ଏବେ ଚର୍ଚ୍ଚାରେ ରହିଛି। ଏକ ପୁରୁଣା ରାଜ୍ୟସଭା ଡକ୍ୟୁମେଣ୍ଟ ସାମ୍ନାକୁ ଆସିବା ପରେ ସିଟିଜେନ୍‌ଶିପ୍‌ (ସଂଶୋଧନ) ବିଲ୍‌କୁ ବିରୋଧ କରୁଥିବା କଂଗ୍ରେସ ଏହି ମତକୁ ନେଇ କ’ଣ ଉତ୍ତର ରଖିବ ତାହାକୁ ନେଇ ପ୍ରଶ୍ନ ଉଠିଛି। ସେତେବେଳେ ବିରୋଧୀ ଦଳ ନେତା ଥିବା ମନମୋହନ ଏହି ପ୍ରସଙ୍ଗ ରାଜ୍ୟସଭା ଗୃହରେ ଉଠାଇଥିଲେ। […]

Manmohan-Singh-final

Manmohan-Singh-final

Subrat Kumar Nayak
  • Published: Thursday, 05 December 2019
  • Updated: 05 December 2019, 06:50 PM IST

ନୂଆଦିଲ୍ଲୀ: ବର୍ତ୍ତମାନ ସିଟିଜେନ୍‌ଶିପ୍‌ (ସଂଶୋଧନ) ବିଲ୍‌କୁ ନେଇ ବିବାଦ ଦେଖାଯାଇଥିବାବେଳେ ରାଜ୍ୟସଭାରେ ବରିଷ୍ଠ କଂଗ୍ରେସ ନେତା ମନମୋହନ ସିଂହ ଏଥିପାଇଁ ଅତୀତରେ ଦାବି କରିଥିବା ଏବେ ଚର୍ଚ୍ଚାରେ ରହିଛି। ଏକ ପୁରୁଣା ରାଜ୍ୟସଭା ଡକ୍ୟୁମେଣ୍ଟ ସାମ୍ନାକୁ ଆସିବା ପରେ ସିଟିଜେନ୍‌ଶିପ୍‌ (ସଂଶୋଧନ) ବିଲ୍‌କୁ ବିରୋଧ କରୁଥିବା କଂଗ୍ରେସ ଏହି ମତକୁ ନେଇ କ’ଣ ଉତ୍ତର ରଖିବ ତାହାକୁ ନେଇ ପ୍ରଶ୍ନ ଉଠିଛି। ସେତେବେଳେ ବିରୋଧୀ ଦଳ ନେତା ଥିବା ମନମୋହନ ଏହି ପ୍ରସଙ୍ଗ ରାଜ୍ୟସଭା ଗୃହରେ ଉଠାଇଥିଲେ।

ରାଜ୍ୟସଭା ଆଲୋଚନାର ଏକ ଡକ୍ୟୁମେଣ୍ଟ ରେ ଏ ବିଷୟରେ ବର୍ଣ୍ଣନା କରାଯାଇଛି। ଏଥିରେ କୁହାଯାଇଛି, ବାଂଲାଦେଶ ଭଳି ଦେଶରେ ନିର୍ଯାତନାର ଶିକାର ହେଉଥିବା ସଂଖ୍ୟାଲଘୁଙ୍କୁ ନାଗରିକତା ଦିଆଯିବାକୁ ମନମୋହନ ସମର୍ଥନ ଦେଇଥିଲେ।

୨୦୦୩ ଡିସେମ୍ବର ୧୮ ତାରିଖର ଏହି ଡକ୍ୟୁମେଣ୍ଟ ଏବେ ଭାଇରାଲ ହେବାରେ ଲାଗିଛି। ତାରିଖ ଅନୁଯାୟୀ ସେତେବଳେ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଏବଂ ଲାଲକୃଷ୍ଣ ଆଡଭାନୀ ଉପପ୍ରଧାନମନ୍ତ୍ରୀ ଥା’ନ୍ତି।

ମନମୋହନ ଗୃହରେ କହିଥିଲେ, “ମୁଁ ଶରଣାର୍ଥୀଙ୍କ ବିଷୟରେ କିଛି କହିବାକୁ ଚାହୁଁଛି। ଦେଶ ବିଭାଜନ ପରେ ବାଂଲାଦେଶ ପରି ଦେଶରେ ସଂଖ୍ୟାଲଘୁ ନିର୍ଯାତନାର ଶିକାର ହୋଇଛନ୍ତି। ଏଭଳି ପରିସ୍ଥତିରେ ପଡ଼ି ସେମାନେ ଆମ ଦେଶରେ ଶରଣ ନେଉଛନ୍ତି। ଆମେ ଏହି ଲୋକମାନଙ୍କୁ ନାଗରିକତା ଦେବାପାଇଁ ଅଧିକ ଉଦାର ହେବା ଉଚିତ। ମୁଁ ଆଶା କରୁଛି ସ୍ୱରାଷ୍ଟ୍ର ମନ୍ତ୍ରୀ ଏହାକୁ ଗ୍ରହଣ କରିବେ ଏବଂ ଭବିଷ୍ୟତରେ ନାଗରିକତା ଆଇନରେ ପଦକ୍ଷେପ ଗ୍ରହଣ କରିବେ।”

ଏହାପରେ ଗୃହର ଉପାଧ୍ୟକ୍ଷ ତତ୍କାଳୀନ ଉପ ପ୍ରଧାନମନ୍ତ୍ରୀ ଆଡଭାନୀଙ୍କୁ କହିଥିଲେ, ସଂଖ୍ୟାଲଘୁ ପାକିସ୍ତାନରେ ମଧ୍ୟ ହଇରାଣ ହେଛନ୍ତି। ସେମାନଙ୍କର ମଧ୍ୟ ଯତ୍ନ ନିଆଯିବା ଉଚିତ। ଏହାପରେ ଆଡଭାନୀ ଏହି ପ୍ରସ୍ତାବକୁ ଗ୍ରହଣ କରିଥିଲେ।

ସୂଚନାଯୋଗ୍ୟ ଯେ, ବିଧବାର କ୍ୟାବିନେଟ୍‌ ଏହି ବିଲ୍‌କୁ ମଞ୍ଜୁରୀ ଦେଇଛି। ଏହା ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରେ ନିର୍ଯାତନାର ଶିକାର ହୋଇଥିବା ଅଣ ମୁସଲିମ୍‌ଙ୍କୁ ନଗାରିକତ୍ୱ ଦେବ। ଆସନ୍ତା ସପ୍ତାହରେ ସଂସଦରେ ଏହି ବିଲ୍‌ ଆଗତ ହେବ। ତେବେ ସେତେବେଳେ କଂଗ୍ରେସ ଏହାକୁ ସମର୍ଥନ ଦେଇଥିବାବେଳେ ବର୍ତ୍ତମାନ ଏହାକୁ ବିରୋଧ କରୁଛି। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସମ୍ଭବତଃ ସ୍ୱପ୍ନ ଦୁନିଆରେ ବଞ୍ଚୁଛନ୍ତି। ସେ କହିଥିଲେ, ଏହି ବିଲ୍‌ରେ ବୈଷମ୍ୟ ରହିଛି। ଆମ ଦେଶ ସବୁ ସମ୍ପ୍ରଦାୟ, ଧର୍ମ ଏବଂ ସଂସ୍କୃତିର ଲୋକଙ୍କର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story