ୱେବସାଇଟ୍‌ ଖୋଲିଦେଇ ନିତ୍ୟାନନ୍ଦ ଗାୟବ, ଦେଶ ପ୍ରତିଷ୍ଠା ନେଇ ଅସ୍ୱୀକାର କଲା ଇକ୍ୱେଡର

ନୂଆଦିଲ୍ଲୀ: ଆତ୍ମଘୋଷିତ ବାବା ନିତ୍ୟାନନ୍ଦ ଦକ୍ଷିଣ ଆମେରିକାରେ ଏକ ଦ୍ୱୀପ କିଣି ସେଠାରେ ନିଜସ୍ୱ ଦେଶ ପ୍ରତିଷ୍ଠା ନେଇ ଘୋଷଣା କରିବା ପରେ ଏବେ ନୂଆ ତଥ୍ୟ ଆସିଛି। ସେ ଇକ୍ୱେଡରଠାରୁ ଜମି କିଣିଥିବା ପୂର୍ବରୁ କହିଥିବାବେଳେ ଏବେ ସେଠାକାର ସରକାର ଏହାକୁ ଅସ୍ୱୀକାର କରିଛନ୍ତି। ଅନ୍ୟପକ୍ଷରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ଗତ ମାସେ ହେଲା ଗାୟବ ଥିବା ନିତ୍ୟାନନ୍ଦର ପାସପୋର୍ଟ ବାତିଲ କରିବା ସହ ତା’କୁ କରିବାକୁ ଅନ୍ୟ ଦେଶମାନଙ୍କୁ ସୂଚନା ଦିଆଯାଇଛି। ସମସ୍ତ ଦୂତାବାସଙ୍କୁ […]

Nityanand

Nityanand

Subrat Kumar Nayak
  • Published: Friday, 06 December 2019
  • Updated: 06 December 2019, 06:54 PM IST

ନୂଆଦିଲ୍ଲୀ: ଆତ୍ମଘୋଷିତ ବାବା ନିତ୍ୟାନନ୍ଦ ଦକ୍ଷିଣ ଆମେରିକାରେ ଏକ ଦ୍ୱୀପ କିଣି ସେଠାରେ ନିଜସ୍ୱ ଦେଶ ପ୍ରତିଷ୍ଠା ନେଇ ଘୋଷଣା କରିବା ପରେ ଏବେ ନୂଆ ତଥ୍ୟ ଆସିଛି। ସେ ଇକ୍ୱେଡରଠାରୁ ଜମି କିଣିଥିବା ପୂର୍ବରୁ କହିଥିବାବେଳେ ଏବେ ସେଠାକାର ସରକାର ଏହାକୁ ଅସ୍ୱୀକାର କରିଛନ୍ତି। ଅନ୍ୟପକ୍ଷରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ଗତ ମାସେ ହେଲା ଗାୟବ ଥିବା ନିତ୍ୟାନନ୍ଦର ପାସପୋର୍ଟ ବାତିଲ କରିବା ସହ ତା’କୁ କରିବାକୁ ଅନ୍ୟ ଦେଶମାନଙ୍କୁ ସୂଚନା ଦିଆଯାଇଛି। ସମସ୍ତ ଦୂତାବାସଙ୍କୁ ମଧ୍ୟ ଏ ବିଷୟରେ ଜଣାଇଦିଆଯାଇଛି। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ୱେବସାଇଟ୍‌ ଖୋଲିବା ଏବଂ ଦେଶ ପ୍ରତିଷ୍ଠା କରିବା ଭିନ୍ନ କଥା।

ଦୁଷ୍କର୍ମ ଓ ଯୌନ ନିର୍ଯାତନା ଆଦି ମାମଲାର ଅଭିଯୁକ୍ତ ନିତ୍ୟାନନ୍ଦ ସମସ୍ତଙ୍କୁ ଧୂଳି ଦେଇ ବିଦେଶ ପଳାଇବା ପରେ ୱେବସାଇଟ୍‌ ଯୋଗେ ନିଜର ଦେଶ, ପତାକା, ଜାତୀୟ ପଶୁ, କ୍ୟାବିନେଟ୍‌ ଏବଂ ଜନସଂଖ୍ୟା ଆଦି ବାବଦରେ ଘୋଷଣା କରିଥିଲା। ଏହି ଦେଶର ନାମ ସେ ‘କୈଲାସା’ ରଖିଥିଲା। ସେ ୩ଟି ଭାଷାରେ ଇଂରାଜୀ, ସଂସ୍କୃତ ଏବଂ ତାମିଲ ରଖିଥିଲା। ସେ ପତାକାର ନାମ ‘ଋଷଭ ଧ୍ୱଜ’ ରଖିଥିଲା। ସେ ଘୋଷଣା କରିଥିଲା ଏହି ଦେଶର କୌଣସି ସୀମା ରହିବନି।

ତେବେ ଇକ୍ୱେଡର ଦୂତାବାସ ପକ୍ଷରୁ କୁହାଯାଇଛି, “ଦକ୍ଷିଣ ଆମେରିକାରେ ଇକ୍ୱେଡର ନିକଟରେ ବା ଦୂରରେ ଦ୍ୱୀପ କିଣିବା ପାଇଁ ନିତ୍ୟାନନ୍ଦକୁ ଇକ୍ୱେଡର ପକ୍ଷରୁ ଆଶ୍ରୟ ଦିଆଯାଇନାହିଁ ବା ସାହାଯ୍ୟ କରାଯାଇନାହିଁ।” ଇକ୍ୱେଡର ପକ୍ଷରୁ କୁହାଯାଇଛି, ବର୍ତ୍ତମାନ ନିତ୍ୟାନନ୍ଦ ଇକ୍ୱେଡରରେ ନାହିଁ। ସମ୍ଭବତଃ ସେ ହାଇତିରେ ଥିବା ସନ୍ଦେହ କରାଯାଉଛି।

ଅନ୍ୟପକ୍ଷରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, “ଆମେ ଯେତେବେଳେ ମାମଲା ବାବଦରେ ସୂଚନା ପାଇଲୁ, ପାସପୋର୍ଟ ବାତିଲ କରିଦେଲୁ। ନୂଆ ପାସପୋର୍ଟ ଇସ୍ୟୁ କରାଯାଇନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story