ଗୁଗଲରେ କେଉଁ ବିଷୟରେ ସର୍ଚ୍ଚ କଲେ ଆପଣଙ୍କ ପାଖରେ ପହଞ୍ଚି ଯାଇ ପାରେ ପୋଲିସ୍

ଆଜିର ଦୁନିଆ ଇଣ୍ଟରନେଟର ଦୁନିଆ। ନେଟ୍ ପାଲଟି ଯାଇଛି ଆମର ଆବଶ୍ୟକତା । କାରଣ ପାଠ ପଢାଠୁ ଆରମ୍ଭ କରି କିଣାକିଣି ପର୍ଯ୍ୟନ୍ତ, ସବୁ କିଛିରେ ସାମିଲ ରହିଛି ଇଣ୍ଟରନେଟ୍। କିଛି ବି ଦ୍ୱନ୍ଦ୍ୱ ମନରେ ଆସିଲେ ଆମେ ସଙ୍ଗେସଙ୍ଗେ ଗୁଗଲ ସର୍ଚ୍ଚର ସାହାଯ୍ୟ ନେଇଥାଉ। ବୋଧହୁଏ ଏମିତି କିଛି ପ୍ରଶ୍ନ ନାହିଁ ଯାହାର ଉତ୍ତର ଏହି ସର୍ଚ୍ଚ ଇଂଜିନ୍ ପାଖରେ ନାହିଁ।  ସେଥିପାଇଁ ଆମ ମନରେ କୌଣସି ପ୍ରଶ୍ନ ଆସିଲେ ଗୁଗଲ ସହାୟତାରେ ତାର ଉତ୍ତର […]

google

google

Rakesh Mallick
  • Published: Tuesday, 04 July 2017
  • Updated: 04 July 2017, 04:12 PM IST

ଆଜିର ଦୁନିଆ ଇଣ୍ଟରନେଟର ଦୁନିଆ। ନେଟ୍ ପାଲଟି ଯାଇଛି ଆମର ଆବଶ୍ୟକତା । କାରଣ ପାଠ ପଢାଠୁ ଆରମ୍ଭ କରି କିଣାକିଣି ପର୍ଯ୍ୟନ୍ତ, ସବୁ କିଛିରେ ସାମିଲ ରହିଛି ଇଣ୍ଟରନେଟ୍। କିଛି ବି ଦ୍ୱନ୍ଦ୍ୱ ମନରେ ଆସିଲେ ଆମେ ସଙ୍ଗେସଙ୍ଗେ ଗୁଗଲ ସର୍ଚ୍ଚର ସାହାଯ୍ୟ ନେଇଥାଉ। ବୋଧହୁଏ ଏମିତି କିଛି ପ୍ରଶ୍ନ ନାହିଁ ଯାହାର ଉତ୍ତର ଏହି ସର୍ଚ୍ଚ ଇଂଜିନ୍ ପାଖରେ ନାହିଁ।  ସେଥିପାଇଁ ଆମ ମନରେ କୌଣସି ପ୍ରଶ୍ନ ଆସିଲେ ଗୁଗଲ ସହାୟତାରେ ତାର ଉତ୍ତର ପାଇବାକୁ ଚେଷ୍ଟା କରୁ।  କିନ୍ତୁ ଏମିତି କିଛି ପ୍ରସଙ୍ଗ ଅଛି, ଯାହା ବିଷୟରେ ଆପଣ ସର୍ଚ୍ଚ କଲେ ଅଡୁଆରେ ପଡ଼ିପାରନ୍ତି । ଏମିତିକି ଆପଣଙ୍କ ପାଖକୁ ପୋଲିସ ଯାଇ ପାରନ୍ତି ଓ ଆପଣ ଜେଲ ମଧ୍ୟ ଯାଇପାରନ୍ତି । ଜାଣିଛନ୍ତି ସେ ବିଷୟ କଣ ?

ଯଦି କୈଣସି ବ୍ୟକ୍ତି ମୃତ୍ୟୁବରଣ କରିବାକୁ ଚାହୁଁଛନ୍ତି ଆଉ ଏଥିପାଇଁ ସେ ଗୁଗଲରେ ଉପାୟ ସର୍ଚ୍ଚ କରୁଛନ୍ତି ତେବେ ଏହା ଏକ ଅପରାଧ ବୋଲି ବିବେଚନା କରାଯିବ ।  ମୃତ୍ୟର ଉପାୟ ଖୋଜୁଥିବା ଲୋକ ବିଷୟରେ ସମସ୍ତ ତଥ୍ୟ ଗୁଗଲ କର୍ତୃପକ୍ଷ ପୋଲିସକୁ ଦେଇ ଦେଇଦେବ।  ସର୍ଚ୍ଚ କରୁଥିବା ବ୍ୟକ୍ତିଙ୍କ କମ୍ପ୍ୟୁଟର ବା ମୋବାଇଲ୍ ସ୍କ୍ରିନ୍ ଉପରେ ତତକ୍ଷଣାତ୍ ଏକ ନମ୍ବର ଆସିବ।  ବ୍ୟକ୍ତି ଚାହିଁଲେ ସେହି ନମ୍ବରରେ ଫୋନ୍ କରି ସାହାଯ୍ୟ ପାଇପାରିବେ । କିନ୍ତୁ ତାଙ୍କ ବିଷୟରେ ସମସ୍ତ ତଥ୍ୟ ଗୁଗଲ କର୍ତୃପକ୍ଷ ପୋଲିସକୁ ଦେଇଦେବ ଓ ପୋଲିସ୍ ତତକ୍ଷଣାତ ଆପଣଙ୍କ ପାଖରେ ପହଞ୍ଚିଯାଇ ପାରେ । ତେଣୁ ଦୟାକରି ଗୁଗଲରେ ସୁଇସାଇଡ୍ ଶବ୍ଦର ବ୍ୟବହାର କରନ୍ତୁ ନାହିଁ କିମ୍ବା ସୁଇସାଇଡର ସହଜ ଉପାୟ ବିଷୟରେ ପଚାରନ୍ତୁ ନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story