କରୋନା ମାମଲାର ତଦନ୍ତ ପାଇଁ WHO ରାଜି

ଜେନେଭା: କରୋନା ଭାଇରସର ନିରପେକ୍ଷ ତଦନ୍ତ ହେବ। ଏଥିପାଇଁ ରାଜି ହୋଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)। ଭାରତ ସହିତ ୬୦ରୁ ଅଧିକ ଦେଶ କରୋନା ଭାଇରସର ଉତ୍ପତ୍ତି ନେଇ WHO ନିକଟରେ ନିରପେକ୍ଷ ତଦନ୍ତ ଦାବି କରିଥିଲେ। ପୂର୍ବରୁ ତଦନ୍ତ ପାଇଁ ଟାଳଟୁଳ ନୀତି ଅବଲମ୍ୱନ କରୁଥିବା WHO ଶେଷରେ ସୋମବାର ରାଜି ହୋଇଛି। ସୋମବାର ବିଶ୍ୱ ସ୍ୱାସ୍ଥ୍ୟ ହେଲଥ ଆସେମ୍ୱଲିର ୭୩ତମ ବୈଠକ ବସିଥିଲା। ଆଜି ଏହି ବୈଠକ ଶେଷ ହେବ। କରୋନା ସଂକ୍ରମଣ […]

WHO HEAD TEDROS

WHO HEAD TEDROS

Subhransu Sekhar
  • Published: Tuesday, 19 May 2020
  • Updated: 19 May 2020, 09:26 AM IST

Sports

Latest News

ଜେନେଭା: କରୋନା ଭାଇରସର ନିରପେକ୍ଷ ତଦନ୍ତ ହେବ। ଏଥିପାଇଁ ରାଜି ହୋଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)। ଭାରତ ସହିତ ୬୦ରୁ ଅଧିକ ଦେଶ କରୋନା ଭାଇରସର ଉତ୍ପତ୍ତି ନେଇ WHO ନିକଟରେ ନିରପେକ୍ଷ ତଦନ୍ତ ଦାବି କରିଥିଲେ। ପୂର୍ବରୁ ତଦନ୍ତ ପାଇଁ ଟାଳଟୁଳ ନୀତି ଅବଲମ୍ୱନ କରୁଥିବା WHO ଶେଷରେ ସୋମବାର ରାଜି ହୋଇଛି।

ସୋମବାର ବିଶ୍ୱ ସ୍ୱାସ୍ଥ୍ୟ ହେଲଥ ଆସେମ୍ୱଲିର ୭୩ତମ ବୈଠକ ବସିଥିଲା। ଆଜି ଏହି ବୈଠକ ଶେଷ ହେବ। କରୋନା ସଂକ୍ରମଣ ପାଇଁ ମାତ୍ର ଦୁଇ ଦିନ ରହିଛି ଏହି ବୈଠକ। ଭାରତ ସମେତ ୧୯୪ଟି ଦେଶ ଏହି ବୈଠକରେ ଯୋଗଦେଇଛନ୍ତି। ପ୍ରଥମ ଦିନରେ ସ୍ୱାସ୍ଥ୍ୟ ବଜେଟ ଉପରେ ଆଲୋଚନା ହୋଇଛି। ଏହି ବୈଠକରେ ୧୯୪ଟି ଦେଶ ନିଜ ନିଜର ମତ ରଖିବେ।

ନିରପେକ୍ଷ ତଦନ୍ତ ପାଇଁ ଯଦିଓ WHO ରାଜି ହୋଇଛି, ହେଲେ ଚୀନ୍ ତଦନ୍ତ ପାଇଁ ମନା କରି ଦେଇଛି। ହେଲେ କରୋନା ପାଇଁ କ୍ଷତିଗ୍ରସ୍ତ ହୋଇଥିବା ଦେଶକୁ ୧୫ ହଜାର ୧୬୬ କୋଟି ଟଙ୍କା ଚୀନ୍ ଦେବ ବୋଲି କହିଛି। ଦୁଇଟି ପର୍ଯାୟରେ ଏହି ପଇସା ଦେବ ବୋଲି କରୋନା ମହାମାରୀର ପ୍ରମୁଖ ଭିଲେନ୍ କୁହାଯାଉଥିବା ଜିଙ୍ଗପିଙ୍ଗ କହିଛନ୍ତି।

WHOର ମୁଖ୍ୟ ଟେଡ୍ରୋସ ଆଢ଼ାନମ କହିଛନ୍ତି, ବିଭିନ୍ନ ଦେଶର ଦାବିକୁ ନଜରରେ ରଖି ଏକ ନିରପେକ୍ଷ ତଦନ୍ତ ହେବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story