ଭୁଲ ମାନିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଭାରତରେ ହୋଇନି ଗୋଷ୍ଠୀ ସଂକ୍ରମଣ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଭାରତରେ ଷ୍ଟେଜ-୩ ବା ଗୋଷ୍ଠୀ ସଂକ୍ରମଣରେ ପହଞ୍ଚି ସାରିଲାଣି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଇଥିବା ରିପୋର୍ଟ ଭୁଲ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିଜର ଭୁଲ ସ୍ୱୀକାର କରିବା ସହ ଭାରତରେ କରୋନା ଏଯାଏ ଗୋଷ୍ଠୀ ସଂକ୍ରମଣ ସ୍ଥିତିକୁ ଯାଇ ନାହିଁ ବୋଲି କହିଛି। ବର୍ତ୍ତମାନ କରୋନା କିଛି ସ୍ଥାନରେ ଅଧିକ ଲୋକଙ୍କୁ ସଂକ୍ରମିତ କରିଛି। ଅର୍ଥାତ କରୋନା କ୍ଲଷ୍ଟର ସଂକ୍ରମଣ ହୋଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କରୋନା ସ୍ଥିତି […]

ya

ya

Hemant Lenka
  • Published: Friday, 10 April 2020
  • Updated: 10 April 2020, 04:49 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଭାରତରେ ଷ୍ଟେଜ-୩ ବା ଗୋଷ୍ଠୀ ସଂକ୍ରମଣରେ ପହଞ୍ଚି ସାରିଲାଣି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଇଥିବା ରିପୋର୍ଟ ଭୁଲ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିଜର ଭୁଲ ସ୍ୱୀକାର କରିବା ସହ ଭାରତରେ କରୋନା ଏଯାଏ ଗୋଷ୍ଠୀ ସଂକ୍ରମଣ ସ୍ଥିତିକୁ ଯାଇ ନାହିଁ ବୋଲି କହିଛି।

ବର୍ତ୍ତମାନ କରୋନା କିଛି ସ୍ଥାନରେ ଅଧିକ ଲୋକଙ୍କୁ ସଂକ୍ରମିତ କରିଛି। ଅର୍ଥାତ କରୋନା କ୍ଲଷ୍ଟର ସଂକ୍ରମଣ ହୋଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କରୋନା ସ୍ଥିତି ସମ୍ପର୍କିତ ରିପୋର୍ଟ ଜାରି କରାଯାଇଥିଲା। ଏଥିରେ କୁହାଯାଇଥିଲେ ଯେ ଭାରତରେ ବର୍ତ୍ତମାନ କରୋନା ଗୋଷ୍ଠୀ ସଂକ୍ରମଣ ସ୍ଥିତିରେ ରହିଛି।

ଭାରତରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏଭଳି ରିପୋର୍ଟ ପ୍ରକାଶ କରିଥିଲା। ହେଲେ ପରବର୍ତ୍ତୀ ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହା ଭୁଲ ଥିଲା ବୋଲି ସ୍ୱୀକାର କରିଛି। ଭାରତରେ କରୋନା କୌଣସି ପ୍ରକାରର ଗୋଷ୍ଠୀ ସଂକ୍ରମଣ କରିନାହିଁ। ବରଂ କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ଅଧିକ ଲୋକ ଏହାଦ୍ୱାରା ସଂକ୍ରମିତ ହୋଇଛନ୍ତି। ଏହାକୁ କ୍ଲଷ୍ଟର ସଂକ୍ରମଣ ବୋଲି କୁହାଯାଏ।

ଭାରତରେ ଆଜି ସୁଦ୍ଧା ୬୪୧୨ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୯୯ ଜଣଙ୍କ ମୃତ୍ୟୁ ଘଟିଛି। ଅର୍ଥାତ ୨୪ ଘଣ୍ଟାରେ ୩୦ ଜଣ କରୋନା ଯୋଗୁ ପ୍ରାଣ ହରାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story