WHO ମାନିଲା, କରୋନା ଚୀନରୁ ବ୍ୟାପିଛି

ନୂଆଦିଲ୍ଲୀ: କରୋନା ଭାଇରସର ଉତ୍ପତ୍ତି ନେଇ ଏଥର ମତ ବଦଳାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)। କରୋନା ବ୍ୟାପିବା ପଛରେ ଚୀନର ଉହାନ ବଜାରର ଭୂମିକା ରହିଛି ବୋଲି WHO କହିଛି। ଏବେ ଏହାକୁ ନେଇ ଅଧିକ ଗବେଷଣା ହେବା ଦରକାର ବୋଲି WHOର ଫୁଡ୍ ସେଫଟି ଜୁନାଟିକ ଭାଇରସର ଏକ୍ସପୋର୍ଟ ଡକ୍ଟର ପିଟର ବେନ୍ ଏମ୍ୱରେକ କହିଛନ୍ତି। “ଭାଇରସ ବ୍ୟାପିବା ପଛରେ ଉହାନ ବଜାରର ଭୂମିକା ରହିଛି। ତେବେ ବଜାରକୁ କିଭଳି ଏହି କରୋନା ଭାଇରସ […]

who

who

Subhransu Sekhar
  • Published: Friday, 08 May 2020
  • Updated: 08 May 2020, 10:42 PM IST

Sports

Latest News

ନୂଆଦିଲ୍ଲୀ: କରୋନା ଭାଇରସର ଉତ୍ପତ୍ତି ନେଇ ଏଥର ମତ ବଦଳାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)। କରୋନା ବ୍ୟାପିବା ପଛରେ ଚୀନର ଉହାନ ବଜାରର ଭୂମିକା ରହିଛି ବୋଲି WHO କହିଛି। ଏବେ ଏହାକୁ ନେଇ ଅଧିକ ଗବେଷଣା ହେବା ଦରକାର ବୋଲି WHOର ଫୁଡ୍ ସେଫଟି ଜୁନାଟିକ ଭାଇରସର ଏକ୍ସପୋର୍ଟ ଡକ୍ଟର ପିଟର ବେନ୍ ଏମ୍ୱରେକ କହିଛନ୍ତି।

“ଭାଇରସ ବ୍ୟାପିବା ପଛରେ ଉହାନ ବଜାରର ଭୂମିକା ରହିଛି। ତେବେ ବଜାରକୁ କିଭଳି ଏହି କରୋନା ଭାଇରସ ଆସିଲା ସେ ବାବଦରେ ଗବେଷଣା କରିବା ଦରକାର। ଜୀବଜନ୍ତୁଙ୍କ ପାଖରୁ ନା ସଂକ୍ରମିତ ଦୋକାନୀ କିମ୍ବା କିଣୁଥିବା ଲୋକ ଏହି ଭାଇରସକୁ ନେଇ ବଜାରକୁ ଆସିଥିଲେ ତାହା ସ୍ପଷ୍ଟ ହୋଇନାହିଁ”। ତେବେ ପୀଟର ଆମେରିକାର ଅଭିଯୋଗ ଉପରେ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି।

ସୂଚନାଯୋଗ୍ୟ, ଚୀନର ଉହାନରୁ ଡିସେମ୍ୱର ମାସରୁ ଏହି ଭାଇରସ ବ୍ୟାପିଥିବା କୁହାଯାଉଛି। ଭାରତ ସମେତ ୨୧୦ଟି ଦେଶରେ କରୋନା ମାହାମାରୀ ଏବେ ଦୌରାତ୍ମ୍ୟ ଦେଖାଉଛି। ଏହି ଭାଇରସର ଉତ୍ପତ୍ତିକୁ ନେଇ ଆମେରିକା ସମେତ ଅନେକ ଦେଶଳ ଚୀନକୁ ବାରମ୍ବାର ଦାୟୀ କରିଆସୁଛନ୍ତି। ଚୀନ କିନ୍ତୁ ଖାରଜ କରି ଆସୁଛି। ଚୀନ୍ ଏହି ମହାମାରୀକୁ ଲୁଚେଇ ରଖିବାରୁ ସାରା ବିଶ୍ୱକୁ ଏହା ବିସ୍ତାର କରିଛି ବୋଲି ଅନେକ ଦେଶ ଅଭିଯୋଗ କରି ଆସୁଛନ୍ତି। ହେଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏହାକୁ ଖାରଜ କରିଥାଏ। ବାରମ୍ୱାର ଚୀନ ସପକ୍ଷରେ ଓକିଲାତି କରିବାର ନଜିର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story