କାହିଁକି ଥରିଲା ସୋନିଆଙ୍କ ହାତ?

ନୂଆଦିଲ୍ଲୀ: କଂଗ୍ରେସରେ ଆଜିଠାରୁ ଆରମ୍ଭ ହୋଇଛି ରାହୁଲ ଗାନ୍ଧିଙ୍କ ଯୁଗ। ଆଜି ସେ ଆନୁଷ୍ଠାନିକ ଭାବେ ଦଳର ଦାୟିତ୍ୱ ନେଇଛନ୍ତି। ଦଳର ଅଧ୍ୟକ୍ଷ ଭାବେ ଆଜି ସୋନିଆ ତାଙ୍କର ଶେଷ ଭାଷଣ ଦେଇଥିଲେ। ଭାଷଣରେ ରାହୁଲଙ୍କୁ ଆଶୀର୍ବାଦ ଦେବା ସହିତ ଅତୀତରେ ସେ ସହିଥିବା କଷ୍ଟ ବିଷୟରେ ମଧ୍ୟ କହିଥିଲେ। ସୋନିଆ ତାଙ୍କ ଭାଷଣରେ କହିଲେ: – ରାହୁଲ ମୋ ପୁଅ। ତାଙ୍କୁ ପ୍ରଶଂସା କରିବା ଠିକ୍ ହେବ ନାହିଁ। ପ୍ରଥମେ ସେ ତାଙ୍କ ପରିବାର ଲୋକେ […]

soniaimage

soniaimage

Rakesh Mallick
  • Published: Saturday, 16 December 2017
  • Updated: 16 December 2017, 07:14 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସରେ ଆଜିଠାରୁ ଆରମ୍ଭ ହୋଇଛି ରାହୁଲ ଗାନ୍ଧିଙ୍କ ଯୁଗ। ଆଜି ସେ ଆନୁଷ୍ଠାନିକ ଭାବେ ଦଳର ଦାୟିତ୍ୱ ନେଇଛନ୍ତି। ଦଳର ଅଧ୍ୟକ୍ଷ ଭାବେ ଆଜି ସୋନିଆ ତାଙ୍କର ଶେଷ ଭାଷଣ ଦେଇଥିଲେ। ଭାଷଣରେ ରାହୁଲଙ୍କୁ ଆଶୀର୍ବାଦ ଦେବା ସହିତ ଅତୀତରେ ସେ ସହିଥିବା କଷ୍ଟ ବିଷୟରେ ମଧ୍ୟ କହିଥିଲେ।

ସୋନିଆ ତାଙ୍କ ଭାଷଣରେ କହିଲେ:

- ରାହୁଲ ମୋ ପୁଅ। ତାଙ୍କୁ ପ୍ରଶଂସା କରିବା ଠିକ୍ ହେବ ନାହିଁ। ପ୍ରଥମେ ସେ ତାଙ୍କ ପରିବାର ଲୋକେ ସହିଥିବା ହିଂସା ଦେଖିଲେ, ପରେ ରାଜନୀତିରେ ତାଙ୍କ ଉପରେ ବ୍ୟକ୍ତିଗତ ହମ୍‌ଲା କରାଗଲା। ଏସବୁ ତାଙ୍କୁ ମଜଭୁତ କରି ଦେଇଛି। ତାଙ୍କର ସହନଶୀଳତାକୁ ଦେଖି ମୋତେ ଗର୍ବ ଲାଗେ।

- ଦେଶରେ ଏବେ ଭୟର ବାତାବରଣ ରହିଛି। ଆଜି ଦେଶରେ ଯେଉଁ ସ୍ଥିତି ସୃଷ୍ଟି ହୋଇଛି ତାହା ପୂର୍ବରୁ କେବେ ନଥିଲା। ଦେଶର ସାମ୍ବିଧାନିକ ମୂଲ୍ୟବୋଧ ଉପରେ ଆକ୍ରମଣ କରାଯାଉଛି। କିନ୍ତୁ ଆମେ ଡରିବୁ ନାହିଁ।

- କଂଗ୍ରେସ ପାଇଁ କ୍ଷମତା ବଡ଼ ନୁହେଁ। ଆମ ପାଇଁ ଦେଶ ଆଗ। ଏଣୁ କଂଗ୍ରେସର ପ୍ରତ୍ୟେକ ବ୍ୟକ୍ତି ବଳିଦାନ ପାଇଁ ପ୍ରସ୍ତୁତ ରହିବା ଉଚିତ।

- ଇନ୍ଦିରା ଗାନ୍ଧିଙ୍କୁ ହତ୍ୟା କରାଯିବା ପରେ ମୁଁ ମୋ ସ୍ୱାମୀ ଓ ଛୁଆଙ୍କୁ ରାଜନୀତିରୁ ଦୂରେଇ ରଖିବାକୁ ଚାହୁଁଥିଲି। ମୁଁ ନିଜେ ମଧ୍ୟ ରାଜନୀତି କରିବାକୁ ଚାହୁଁ ନଥିଲି। କିନ୍ତୁ ଇନ୍ଦିରା ଗାନ୍ଧି ଓ ରାଜବୀ ଗାନ୍ଧିଙ୍କ ବଳିଦାନ ପାଇଁ ରାଜନୀତିକୁ ଆସିଲି।

- ଇନ୍ଦିରାଙ୍କ ମୃତ୍ୟୁ ପରେ ମୁଁ ମୋ ମା’ଙ୍କୁ ହରାଇଲା ଭଳି ଅନୁଭବ କରିଛି। କାରଣ ସେ ମୋତେ ନିଜ ଝିଅ ଭଳି ସ୍ନେହ କରୁଥିଲେ।

ସୋନିଆଙ୍କ ହାତ ଥରିଥିଲା

ଏହି ଅବସରରେ ସୋନିଆ ଆଉ ଏକ କଥା କହିଥିଲେ। ବୋଧହୁଏ ଏହି କଥାଟି ପୂର୍ବରୁ କେହି ଜାଣି ନଥିବେ। ସେ କହିଥିଲେ,“ମୋତେ ଯେତେବେଳେ ଦଳର ଅଧ୍ୟକ୍ଷ ଭାବେ ନିର୍ବାଚିତ କରାଗଲା ସେତେବେଳେ ସ୍ଥିତି ବହୁତ ଗମ୍ଭୀର ଥିଲା। ମୋ ଆଗରେ ବହୁତଗୁଡ଼ିଏ ଚ୍ୟାଲେଞ୍ଜ ଥିଲା। ଦଳର ଅଧ୍ୟକ୍ଷ ହେବା ପରେ ଯେତେବେଳେ ପ୍ରଥମ ଭାଷଣ ଦେଲି ସେତେବେଳେ ମୁଁ ବହୁତ ଡରି ଯାଇଥିଲି। ଏପରିକି ମୋ ହାତ ଥରୁଥିଲା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story