ଚମକିବାର ‘ରହସ୍ୟ’ ନେଇ ମୁହଁ ଖୋଲିଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚେହେରାର ଔଜଲ୍ୟତା ପଛର ରହସ୍ୟ କ’ଣ ଜାଣନ୍ତି କି? କେମିତି ସେ ଏତେ ଫିଟ୍ ରୁହନ୍ତି ସେ ବିଷୟରେ ଜାଣିବା ପାଇଁ ଉତ୍ସୁକତା ଲାଗିରହିଥାଏ। ଆଜି ତା’ର ଗୁମର ଖୋଲିଛନ୍ତି ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିଲ୍ଲୀରେ ପ୍ରାଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ବିଜେତାଙ୍କୁ ଭେଟିବା ଅବସରରେ ଏହି ରହସ୍ୟ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ। ମୋଦି କହିଛନ୍ତି “ଅନେକ ବର୍ଷ ପୂର୍ବେ ମୋତେ ଜଣେ ପଚାରିଥିଲେ ଯେ ତୁମର ଚେହେରା ଏତେ ଉଜ୍ଜ୍ୱଳ […]

Modi

Modi

Subrat Kumar Nayak
  • Published: Friday, 24 January 2020
  • Updated: 24 January 2020, 10:48 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚେହେରାର ଔଜଲ୍ୟତା ପଛର ରହସ୍ୟ କ’ଣ ଜାଣନ୍ତି କି? କେମିତି ସେ ଏତେ ଫିଟ୍ ରୁହନ୍ତି ସେ ବିଷୟରେ ଜାଣିବା ପାଇଁ ଉତ୍ସୁକତା ଲାଗିରହିଥାଏ। ଆଜି ତା’ର ଗୁମର ଖୋଲିଛନ୍ତି ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିଲ୍ଲୀରେ ପ୍ରାଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ବିଜେତାଙ୍କୁ ଭେଟିବା ଅବସରରେ ଏହି ରହସ୍ୟ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ।

ମୋଦି କହିଛନ୍ତି “ଅନେକ ବର୍ଷ ପୂର୍ବେ ମୋତେ ଜଣେ ପଚାରିଥିଲେ ଯେ ତୁମର ଚେହେରା ଏତେ ଉଜ୍ଜ୍ୱଳ କେମିତି ? ମୁଁ ତାଙ୍କୁ ଗୋଟିଏ ସରଳ ଉତ୍ତର ଦେଇଥିଲି। ମୁଁ କହିଥିଲି, ମୁଁ ଅଧିକ ପରିଶ୍ରମ କରେ ଓ ଝାଳ ବୁହାଏ ସେଥିପାଇଁ ମୁଁ ଫିଟ୍ ରହିଛି। ” ଏହି ଶାରିରୀକ ପରିଶ୍ରମ ହିଁ ତାଙ୍କ ଚେହେରାକୁ ଉଜ୍ଜ୍ଵଳ କରିଥାଏ ବୋଲି କହିଛନ୍ତି ମୋଦି। ଏଥିସହିତ ପିଲାମାନଙ୍କୁ ମଧ୍ୟ ଝାଳ ବୁହା ପରିଶ୍ରମ କରିବା ପାଇଁ ଉପଦେଶ ଦେଇଛନ୍ତି ମୋଦି। ଅତି କମ୍‌ରେ ପିଲାମାନେ ଦିନକୁ ୪ ଥର ଝାଳ ବୁହାଇବା ଦରକାର ବୋଲି ପିଏମ୍ କହିଛନ୍ତି।

ପିଲାମାନଙ୍କୁ ହେଲଥ୍ ଟିପ୍ସ ଦେଇ ପିଇବା ପାଣିର ସଠିକ ପଦ୍ଧତି ବିଷୟରେ ଜଣାଇଥିଲେ ପିଏମ୍। ସେହିଭଳି ଛୋଟ ପଦକ୍ଷେପରୁ ସାହସ ନେଇ କିଭଳି ସଫଳ ହୋଇପାରିବ, ସେକଥା ମଧ୍ୟ ପିଲାମାନଙ୍କୁ କହିଥିଲେ ମୋଦି। ନିଜକୁ ବର୍ତ୍ତମାନର ସଫଳତାରେ ସୀମିତ ନରଖି ଏଥିରୁ ଆଗକୁ ବଢ଼ିବାର ପ୍ରେରଣା ନେବାପାଇଁ ମଧ୍ୟ ମୋଦି ବାଲ ପୁରସ୍କାର ବିଜେତାମାନଙ୍କୁ ପରାମର୍ଶ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story